ବାହାନଗା ଟ୍ରେନ୍ ଟ୍ରାଜେଡି: ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର। ବାହାନଗା ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ...
ବାହାନଗା ଟ୍ରେନ ଟ୍ରାଜେଡି: ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାହାନଗା ଗସ୍ତ ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତମାନଙ୍କୁ ଭେଟିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ...
ବିଜେପିର ମହା ଜନସମ୍ପର୍କ ଅଭିଯାନ, ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦଳ ପକ୍ଷରୁ ମହା ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ସାରା ଦେଶରେ ୫୧ଟି ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ...
ରାଜସ୍ଥାନ ରାଜନୀତି: ପାଇଲଟଙ୍କ ଗଡ଼ ଉପରେ ବିଜେପିର ନଜର
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ବିଧାନସଭା ନିର୍ବାଚନ ପୂର୍ବରୁ ସରଗରମ ହେଲାଣି ରାଜସ୍ଥାନ ରାଜନୀତି। ପାଇଲଟଙ୍କ ଗଡ଼ ଉପରେ ଏବେ ଆଖି ପକେଇଛି ବିଜେପି।
ରାଜସ୍ଥାନ ବିଧାସନଭା ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜନୈତିକ ପାଣିପାଗ...
ନିର୍ବାଚନ ବେଳେ ‘ନାରା’ ପଲିଟିକ୍ସ: ଶାସ୍ତ୍ରୀଙ୍କଠାରୁ ମୋଦୀ, ପାଇଛନ୍ତି ଫାଇଦା
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଭାରତର ଅନେକ ନିର୍ବାଚନରେ ନାରା ବା ସ୍ଲୋଗାନ ଇତିହାସ ସୃଷ୍ଟି କରିଛି। ନେତାଙ୍କୁ ବାଜି ଜିତିବାରେ ସଫଳ ମଧ୍ୟ କରିଛି ନାରା।
କାମ ଭଳି କଥାର ମଧ୍ୟ ଦମ୍ ଥାଏ।...
ରାଜସ୍ଥାନ ରାଜନୀତି: ଗେହଲଟ-ପାଇଲଟ୍ ଏକାଠି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗେହଲଟ-ପାଇଲଟ୍ ଏକାଠି ଲଢ଼ିବେ, କିନ୍ତୁ ଏତେ ଦିନ ଧରି ଚାଲିଥିବା ଲଢ଼େଇ କେମିତି ଛିଣ୍ଡିଲା?
ରାଜସ୍ଥାନରେ ଚାଲିଥିବା କଂଗ୍ରେସ ଲଢ଼େଇ ପାଇଁ ଦିଲ୍ଲୀ ଟେନ୍ସନରେ ଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସହ...
ଲୋକସଭା ଆସନ ବଢ଼ିଲେ ଘାଟାରେ ପଡ଼ିବେ ଦକ୍ଷିଣୀ ରାଜ୍ୟ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଜନସଂଖ୍ୟା ବୃଦ୍ଧିକୁ ଆଧାର କରି ଯଦି ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଏ ତେବେ ଉତ୍ତର ଭାରତୀୟ ରାଜ୍ୟକୁ ଅଧିକ ପ୍ରତିନିଧିତ୍ଵ ମିଳିବ।
ଫାଇଦାରେ ରହିବେ ଉତ୍ତର ଭାରତୀୟ ରାଜ୍ୟ
...
କ୍ୟାବିନେଟ ନିଷ୍ପତ୍ତି: ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ସୋମବାର ଦିନ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରଙ୍କ ପକ୍ଷରୁ ୧୮ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ବୈଠକରେ ଭୁବନେଶ୍ଵର ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଯୋଜନାକୁ ମଞ୍ଜୁରୀ ମିଳିଛି।...
୧୮ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
‘ମୋ...
ନୂଆ ସଂସଦ ଭବନ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ପ୍ରତୀକ – ପ୍ରଧାନମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତକୁ ମିଳିଛି ନିଜର ନୂଆ ସଂସଦ ଭବନ। ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ନୂଆ ସଂସଦ ଭବନକୁ ଲୋକାର୍ପିତ କରିଛନ୍ତି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ...




















