ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ପବିତ୍ର ବାହୁଡ଼ା ଯାତ୍ରାର ହାଇଲାଇଟ୍‌ସ ଭିଡିଓ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=OlikcQhDU8E] (ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି) ଯଦି ଆପଣ ଶ୍ରୀକ୍ଷେତ୍ର ପୁରୀରୁ ବାହୁଡ଼ା ଯାତ୍ରାର ସିଧାପ୍ରସାରଣ ଦେଖିପାରି ନାହାନ୍ତି ବା ସାନି ଦେଖିବାକୁ ଚାହୁଁଛନ୍ତି ତେବେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍...

ବାହୁଡ଼ିଲେ ମହାବାହୁ, ସିଂହଦ୍ୱାର ସମ୍ମୁଖରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫଟୋ – ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି) https://www.youtube.com/watch?v=fCX9oYPUpZg ଜନ୍ମବେଦୀରେ ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନି ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଛି।...

ବାହୁଡ଼ାରେ ଲକ୍ଷ୍ମୀ ନାରାୟଣ ଭେଟ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ବାହୁଡ଼ା ଯାତ୍ରାର ସବୁଠାରୁ ଅନନ୍ୟ ପରମ୍ପରା ହେଉଛି ଲକ୍ଷ୍ମୀ ନାରାୟଣ ଭେଟ। ଏହି ଭେଟ ସ୍ୱୟଂ ଗଜପତି ମହାରାଜା ଦିବ୍ୟ ସିଂହ ଦେବ କରାଇଥା’ନ୍ତି। ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମା’...

ବାହୁଡ଼ିଲେ ମହାବାହୁ, ସଅଳ ଟଣା ହେଲା ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ (ଫଟୋ- ଷ୍ଟୁଡିଓ ମାମା, ପୁରୀ ଏବଂ ବଦ୍ରିଶନାରାୟଣ ପତି) https://www.youtube.com/watch?v=fCX9oYPUpZg ନଅ ଦିନ ପରେ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ମହାବାହୁ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ଧରି ମହାପ୍ରଭୁ ଜଗନ୍ନାଥ...

ଜନ୍ମବେଦୀରୁ ରତ୍ନବେଦୀ ବାହୁଡ଼ିଲେ ମହାପ୍ରଭୁ: ଗଡ଼ିଲା ତାଳଧ୍ୱଜ ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg] ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା। ପ୍ରଥମେ ଗଡ଼ିଲା ତାଳଧ୍ୱଜ ରଥ। ଭକ୍ତମାନେ ଉତ୍ସାହର ସହ ରଥ ଟାଣି ନେଉଛନ୍ତି। ରଥ ଉପରେ ସମସ୍ତ ନୀତିକାର୍ଯ୍ୟ ଶେଷ ହେବା...

ସରିଲା ଛେରାପହଁରା, ଏବେ ରଥଟଣାକୁ ଅପେକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ସରିଲା ତିନି ରଥର ଛେରାପହଁରା ସେବା। ପ୍ରଥମେ ଗଜପତି ମହାରାଜା ଦିବ୍ୟସିଂହ ଦେବ ବଳଭଦ୍ର ରଥରେ ଛେରାପହଁରା କରିବା ପରେ ଶ୍ରୀଜଗନ୍ନାଥଙ୍କ ରଥରେ ତା’ପରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରାପହଁରା...

ରଥରେ ଛେରାପହଁରା ଲାଗି ବିଜେ କଲେ ଗଜପତି

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ତାମଦାନିରେ ଆସି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କାର୍ଯ୍ୟ ଆରମ୍ଭ କରିଛନ୍ତି। ପରମ୍ପରା ଅନୁଯାୟୀ ତିନିରଥରେ ଛେରାପହଁରା କରିବେ ଗଜପତି। ଗଜପତିଙ୍କ ବାର୍ଷିକ ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହେଉଛି...

ଧାଡ଼ି ପହଣ୍ଡିରେ ଆସି ରଥାରୂଢ଼ ହେଲେ ତିନିଠାକୁର

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଜନ୍ମବେଦୀରୁ ନଅଦିନର ଖେଳ ସାରି ରତ୍ନବେଦୀଙ୍କୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ିଛନ୍ତି ତିନି ଠାକୁର। ଧାଡ଼ି ପହଣ୍ଡିରେ ପ୍ରଥମେ ବଡ଼ ଭାଇ ବଳଭଦ୍ର ତା’ ପଛକୁ ଦେବୀ...

ଆଜିଠୁ ହରିଶୟନ: ୪ମାସ ଯାଏଁ ଶୋଇବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଚଳିତବର୍ଷ ଗୋଟିଏ ଦିନରେ ବାହୁଡ଼ା ଏବଂ ହରିଶୟନ ଏକାଦଶୀ ଗୋଟିଏ ଦିନରେ ପଡ଼ୁଛି। ହରିଶୟନ ଏକାଦଶୀଠାରୁ ଠାକୁର ୪ମାସ ଶୟନ କରିଥା’ନ୍ତି। ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ତିନି...

ଶେଷରେ ବାହୁଡ଼ିଲେ କାଳିଆ ସାଆନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=fCX9oYPUpZg]ଶ୍ରୀଗୁଣ୍ଡିଚା ମନ୍ଦିରରୁ ପହଣ୍ଡିରେ ଆସୁଛନ୍ତି କାଳିଆ ଠାକୁର। ବଳଦେବଙ୍କ ପହଣ୍ଡି ପଛକୁ ପଛ ଦେବୀ ସୁଭଦ୍ରାଙ୍କ ପହଣ୍ଡି ତା’ ପଛକୁ କାଳିଆ ସାହାନ୍ତଙ୍କ ପହଣ୍ଡି ଆରମ୍ଭ ହୋଇଛି। ବଡ଼ ଠାକୁରଙ୍କୁ...