ଅହମ୍ମଦାବାଦରେ ଚାଲିଛି ରଥଯାତ୍ରା, ପବିତ୍ର ଉତ୍ସବରେ ସାମିଲ ହେଲେ ଅମିତ ଶାହ

ଓଡ଼ିଶାଲାଇଭ ବ୍ୟୁରୋ ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବିଶ୍ୱବ୍ୟାପି ଜଗନ୍ନାଥ ମନ୍ଦରରେ ପାଳିତ ହେଉଛି ଏହି ପବିତ୍ର ପର୍ବ। ଓଡ଼ିଶା ଭଳି ଗୁଜୁରାଟ ଅହମ୍ମଦାବାଦରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ରଥଯାତ୍ରା ଆରମ୍ଭ ହୋଇଛି।...

ଆଜି ପବିତ୍ର ଶ୍ରୀଗୁଣ୍ଡିଚା: ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=p7I59uWU4FY] ଆଜି ପବିତ୍ର ଶ୍ରୀଗୁଣ୍ଡିଚା। ରଥାରୂଢ଼ ହୋଇ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଭାଇଭଉଣୀଙ୍କ ସାଙ୍ଗରେ ମହାପ୍ରଭୁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ହରିବୋଲ ଓ ହୁଳହୁଳିରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇପଡ଼ୁଛି। ରତ୍ନସିଂହାସନରୁ ଭାଇ...

ଫଟୋରେ ଫଟୋରେ ଶ୍ରୀକ୍ଷେତ୍ର : ଶ୍ରୀଗୁଣ୍ଡିଚା ପାଇଁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଶ୍ରୀକ୍ଷେତ୍ର ପୁରୀରେ ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ନେଇ ମହାପ୍ରଭୁ ଜଗନ୍ନାଥ ନଅ ଦିନ ପାଇଁ ମାଉସୀ ଘରକୁ ଯିବେ। ଏଥିପାଇଁ ପୁରୀରେ...

ସକାଳ ୭ଟାରୁ ଓଡ଼ିଶାଲାଇଭ୍‌ରେ ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ପୁରୀରେ ଶ୍ରୀମୁଣ୍ଡିଚା ଯାତ୍ରା। ଏଥିପାଇଁ ପୁରୀରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମହାପ୍ରଭୁଙ୍କ ଏହି ଘୋଷଯାତ୍ରାକୁ ଦେଖିବା ପାଇଁ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ...

ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଯାଉଛନ୍ତି କି? କେମିତି ନିଜକୁ ରଖିବେ ସୁରକ୍ଷିତ

ଓଡ଼ିଶାଲାଇଭ ବ୍ୟୁରୋ ଆଉ କିଛି ଘଣ୍ଟାର ଅପେକ୍ଷା। ତା’ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଏହି ପବିତ୍ର ଶୀଗୁଣ୍ଡିଚା ଯାତ୍ରାରେ...

ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଗଡ଼ିଲା ୩ ରଥ

ଓଡ଼ିଶାଲାଇଭ ବ୍ୟୁରୋ ଶ୍ରୀଗୁଣ୍ଡିଚା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷକୁ ରଥକୁ ଅଣାଯାଇଥିଲା। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ...

ରଥଯାତ୍ରାରେ କେଉଁଠି କରିବେ ଗାଡ଼ି ପାର୍କିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ରାତି ପାହିଲେ ଶ୍ରୀଗୁଣ୍ଡିଚା। ଏନେଇ ପୁରୀରେ ଶ୍ରଦ୍ଧାଳୁମାନଙ୍କ ଗହଳ ଚହଳ ଆରମ୍ଭ ହୋଇ ଗଲାଣି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ରଥଯାତ୍ରା ସମୟରେ...

ଆଜି ରଥ ଆଜ୍ଞାମାଳ ବିଜେ

ଓଡ଼ିଶାଲାଇଭ ବ୍ୟୁରୋ ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା।। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ...

ଶ୍ରୀନଅରକୁ ବିଜେ ହେଲା ଖଡ଼ିପ୍ରସାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀନଅରକୁ ମଙ୍ଗଳବାର ଦିନ ଖଡ଼ିପ୍ରସାଦ ବିଜେ କରାଯାଇଛି। ଦତ୍ତ ମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ିପ୍ରସାଦ...

ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ

ଓଡ଼ିଶାଲାଇଭ ବ୍ୟୁରୋ ଦିନକ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅନ୍ୟପକ୍ଷରେ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ପ୍ରଶାସନ ଦ୍ଵାରା ରଥଟଣା ମକଡ୍ରିଲ ଆରମ୍ଭ ହୋଇଛି। ବଡଦାଣ୍ଡରେ ଯୋଉଭଳି...