ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଯାଉଛନ୍ତି କି? କେମିତି ନିଜକୁ ରଖିବେ ସୁରକ୍ଷିତ
ଓଡ଼ିଶାଲାଇଭ ବ୍ୟୁରୋ
ଆଉ କିଛି ଘଣ୍ଟାର ଅପେକ୍ଷା। ତା’ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ। ବଡ଼ଦାଣ୍ଡରେ ହେବ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ଏହି ପବିତ୍ର ଶୀଗୁଣ୍ଡିଚା ଯାତ୍ରାରେ...
ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଗଡ଼ିଲା ୩ ରଥ
ଓଡ଼ିଶାଲାଇଭ ବ୍ୟୁରୋ
ଶ୍ରୀଗୁଣ୍ଡିଚା ପାଇଁ ଚଳ ଚଞ୍ଚଳ ଶ୍ରୀକ୍ଷେତ୍ର। ରଥଖଳାରୁ ୩ ରଥକୁ ଶ୍ରୀମନ୍ଦିର ସମ୍ମୁଖ ରଥ ଚକଡ଼ାକୁ ନିଆଯାଇଛି। ପ୍ରଥମେ ନନ୍ଦିଘୋଷକୁ ରଥକୁ ଅଣାଯାଇଥିଲା। ତା’ ପରେ ଦେବଦଳନ ଓ ଶେଷରେ ତାଳଧ୍ୱଜକୁ...
ରଥଯାତ୍ରାରେ କେଉଁଠି କରିବେ ଗାଡ଼ି ପାର୍କିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ଶ୍ରୀଗୁଣ୍ଡିଚା। ଏନେଇ ପୁରୀରେ ଶ୍ରଦ୍ଧାଳୁମାନଙ୍କ ଗହଳ ଚହଳ ଆରମ୍ଭ ହୋଇ ଗଲାଣି। ଶ୍ରୀଗୁଣ୍ଡିଚା, ବାହୁଡ଼ା ଏବଂ ସୁନାବେଶ ପାଇଁ ପୋଲିସ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।
ରଥଯାତ୍ରା ସମୟରେ...
ଆଜି ରଥ ଆଜ୍ଞାମାଳ ବିଜେ
ଓଡ଼ିଶାଲାଇଭ ବ୍ୟୁରୋ
ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରା।। ସେଥିଲାଗି ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଆଜି ଆଷାଢ଼ ଶୁକ୍ଳପକ୍ଷ ପ୍ରତିପଦ ତିଥି। ଏହି ଦିନ ଉଭାଯାତ୍ରା ସାଙ୍ଗକୁ ରଥ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ...
ଶ୍ରୀନଅରକୁ ବିଜେ ହେଲା ଖଡ଼ିପ୍ରସାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀନଅରକୁ ମଙ୍ଗଳବାର ଦିନ ଖଡ଼ିପ୍ରସାଦ ବିଜେ କରାଯାଇଛି। ଦତ୍ତ ମହାପାତ୍ର ସେବକ ଏବଂ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡ଼ିପ୍ରସାଦ ବିଜେ କରାଇଥିଲେ। ପତି ମହାପାତ୍ର ସଂସ୍କାର କରିବା ପରେ ମହାପ୍ରଭୁଙ୍କୁ ଖଡ଼ିପ୍ରସାଦ...
ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ମକଡ୍ରିଲ ଆରମ୍ଭ
ଓଡ଼ିଶାଲାଇଭ ବ୍ୟୁରୋ
ଦିନକ ପରେ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଅନ୍ୟପକ୍ଷରେ ଆଜି ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପୋଲିସ ପ୍ରଶାସନ ଦ୍ଵାରା ରଥଟଣା ମକଡ୍ରିଲ ଆରମ୍ଭ ହୋଇଛି। ବଡଦାଣ୍ଡରେ ଯୋଉଭଳି...
ଓଡ଼ିଶାଲାଇଭ୍ରେ ଦେଖନ୍ତୁ ପୁରୀ ରଥଯାତ୍ରାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ ଓଡ଼ିଶାଲାଇଭ୍ରେ।
ଜୁଲାଇ ୪ ତାରିଖରେ ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଚାଲି ଆସିବେ ଶ୍ରୀଜୀଉ।...
ରାତି ସାଢ଼େ ୧୧ଟା ଯାଏଁ ବଢ଼ିଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଉ ମାତ୍ର ଗୋଟଏ ଦିନ ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଆଜି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ନବଯୌବନ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପୁରୀରେ କୋଟି କୋଟି ଭକ୍ତଙ୍କ ସମାଗମ ଦେଖିବାକୁ...
ରଥଯାତ୍ରା ସ୍ୱତନ୍ତ୍ର ଟ୍ରେନ ସମ୍ପର୍କରେ ସବୁ ଖବର ଦେବ ମୋବାଇଲ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ ରେଳଯାତ୍ରା ସମ୍ପର୍କିତ ସମସ୍ତ ବିଷୟରେ ଜାଣିବା ପାଇଁ ରେଳବାଇ ପକ୍ଷରୁ ଏକ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ରେଳବାଇ ECoR Yatra ନାମରେ ଏକ ମୋବାଇଲ୍ ଆପର ବ୍ୟବସ୍ଥା କରିଛି।...
ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୧୫ ଦିନର ଅଣସର ଘରେ ରହିବା ପରେ ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ।
ଜୁଲାଇ ୪ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଆଜି ନବଯୌବନ ରୂପରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଜୀଉଙ୍କର ଏହି ନବ ଯୌବନ ଦର୍ଶନ ପାଇଁ କାହିଁ କେଉଁ ସ୍ଥାନରୁ ଦର୍ଶକଙ୍କ ସୁଅ...





















