bisakhapatna

ଜାଣନ୍ତୁ ବିଶାଖାପାଟଣା ଦୁର୍ଗା ପୂଜାର ଇତିହାସ, ୫୫ ବର୍ଷ ତଳେ ଆରମ୍ଭ ହୋଇଥିଲା ମା’ଙ୍କ ପୂଜା

ଓଡ଼ିଶାଲାଇଭ ବ୍ୟୁରୋ ବିଶାଖାପାଟଣାରେ ପ୍ରଥମେ ୫୫ ବର୍ଷ ତଳେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୂଜା ବଙ୍ଗାଳି ସଂପ୍ରଦାୟ ଆରମ୍ଭ କରିଥିଲେ। (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ବନ୍ଦର ଓ ଶିଳ୍ପନଗରୀ ବିଶାଖାପାଟଣା...

କେନ୍ଦୁଝର ଲୋକସଭା ଆସନରେ ହେବ ଦମଦାର ଲଢ଼େଇ: ପୁଣି ବିଜେଡି ନା ବାଜି ମାରିବ ବିଜେପି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦୁଝର ଲୋକସଭା ଆସନରେ ଏଥର ରୋଚକ ହେବ ରାଜନୈତିକ ଲଢ଼େଇ, ବିଜେଡି ଜିତିବ ନା ବାଜି ମାରିବ ବିଜେପି? କେନ୍ଦୁଝର ଲୋକସଭା ଆସନ ଗତ ୨୦୦୯ରୁ ବିଜେଡି ଦଖଲରେ ରହିଛି। କିନ୍ତୁ...

କେନ୍ଦ୍ରାପଡ଼ାରେ ବାତ୍ୟା ଅମ୍ପନ କ୍ଷୟକ୍ଷତି ଆକଳନ କଲେ କେନ୍ଦ୍ରୀୟ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମୁଦ୍ର କୂଳିଆ ଗାଁମାନଙ୍କରେ କଚା ଚାଳଛପର ଘର ରହିବା ଠିକ୍ ନୁହେଁ। ଏସବୁ ଘର ପକ୍କା ହେବା ଆବଶ୍ୟକ ବୋଲି ପେଣ୍ଠ ଗାଁର ଅମ୍ଫନ ପରର ଚିତ୍ର ଦେଖି ମତ ଦେଇଛନ୍ତି...

କେମିତି ତିଆରି ହୋଇଥିଲା ବିଜୁ ବାବୁଙ୍କ କଳିଙ୍ଗ ଏୟାରଲାଇନ୍ସ?

ନୀଳାମ୍ବର ରଥ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଏହି ଆଲେଖ୍ୟ। ବ୍ରିଟିଶ୍ ସରକାରଙ୍କ ଅଧୀନରେ ପାଇଲଟ୍ ଚାକିରି କରିବା ବେଳେ ବିଜୁ ପଟ୍ଟନାୟକଙ୍କୁ ଏକଦା ଜେଲ୍ ଯିବାକୁ...
XIMB Media Conclave

“କ୍ୟାରିଅର ଗଢ଼ିବା ପାଇଁ ମିଡିଆ ଇଣ୍ଡଷ୍ଟ୍ରିରେ ରହିଛି ଅନେକ ସୁଯୋଗ”- ଲିଙ୍ଗରାଜ ଲେଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ “ମିଡିଆ ହେଉଛି ଏକ ମଲ୍ଟି ଡାଇମେନ୍‌ସନାଲ ଇଣ୍ଡଷ୍ଟ୍ରି। ସବୁ କ୍ଷେତ୍ରର ଲୋକ ଏହା ସହ ଯୋଡ଼ି ହୋଇପାରିବେ। ଇଞ୍ଜିନିୟରଙ୍କଠାରୁ ଆରମ୍ଭ କରି ଫଟୋଗ୍ରାଫର ଯାଏଁ ସମସ୍ତେ ମଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇପାରିବେ”...

ଭଦ୍ରକ ଓ ବାଲେଶ୍ଵର ବୁଲ୍‌ବୁଲ୍‌ ପ୍ରଭାବ – ଉପୁଡ଼ିଲା ଗଛ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉପକୂଳ ଓଡ଼ିଶାରେ ପଡ଼ିଛି ବୁଲ୍‌ବୁଲ୍‌ର ପ୍ରଭାବ। ଓଡ଼ିଶାକୁ ନଛୁଇଁ ମଧ୍ୟ ଛାପ ଛାଡ଼ିଦେଇଛି ବୁଲ୍‌ବୁଲ୍‌। ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହୋଇଛନ୍ତି ଭଦ୍ରକ ଓ ବାଲେଶ୍ଵର ଜିଲ୍ଲା। ଏହି ଦୁଇ ଜିଲ୍ଲାରେ...

ବାତ୍ୟା ଅମ୍ପନ ପାଇଁ କେନ୍ଦ୍ରାପଡ଼ା ରାଜନଗର ବ୍ଲକରୁ ସ୍ଥାନାନ୍ତର ହେଲେ ୬୦୦ ଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ଭାବ୍ୟ ବାତ୍ୟା ଅମ୍ପନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସମୁଦ୍ର କୂଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରିଛି। ମାଡ଼ି ଆସୁଛି ବାତ୍ୟା ଅମ୍ପନ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି...

ଗଣେଶଙ୍କୁ କାହିଁକି ଅଗ୍ରପୂଜ୍ୟ, ବିଘ୍ନ ବିନାଶକ କୁହଯାଏ? ଜାଣନ୍ତୁ ପୁରାଣ କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଣେଶଙ୍କୁ କାହିଁକି ଅଗ୍ରପୂଜ୍ୟ, ବିଘ୍ନ ବିନାଶକ କୁହଯାଏ,  ଜାଣନ୍ତୁ ପୁରାଣ କଥା। ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଅଗ୍ରପୂଜ୍ୟଙ୍କ ପୂଜା କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ଦିନକୁ ଗଣେଶଙ୍କ...

ସାଉଦି ଆରବରେ ନାହିଁ ନଦୀ କି ହ୍ରଦ – କେଉଁଠୁ ପିଇବା ପାଣି ଆଣେ ଏହି ଦେଶ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଉଦି ଆରବ ଏକ ଏପରି ଦେଶ ଯେଉଁଠୁ ତେଲ ପ୍ରଚୁର ମିଳେ କିନ୍ତୁ ପାଣିର ଘୋର ଅଭାବ ଦେଖାଯାଏ। ତେବେ ଏହି ଦେଶ ପିଇବା ପାଣି କେଉଁଠୁ ଆଣେ ଜାଣନ୍ତୁ। ସାଉଦି ଆରବ,...
bhadrak chandbali

ଅମ୍ପନ ପ୍ରଭାବ: ଚାନ୍ଦବାଲି ଏନ୍.ଏ.ସି ଅଞ୍ଚଳରେ ପିଇବା ପାଣି ଯୋଗାଇଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ବାତ୍ୟା ଅମ୍ପନର ତାଣ୍ଡବଲୀଳା ଶେଷ ହୋଇଛି। ବର୍ତ୍ତମାନ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ଯଥାସମ୍ଭବ ସାହାଯ୍ୟ କରିବା ଜିଲ୍ଲା ପ୍ରଶାସନଙ୍କ ମୁଖ୍ୟ ଲକ୍ଷ୍ୟ ରହିଛି। ଏହି ବାତ୍ୟାର ଯୋଗୁଁ ଚାନ୍ଦବାଲି ଅଞ୍ଚଳର ଲୋକ ବିଶେଷ ଭାବରେ...