ଆଜି ବଜେଟ୍-୨୦୨୦: ନିର୍ମଳାଙ୍କ ଅର୍ଥ ପେଡ଼ି ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଲୋକସଭାରେ ଉପସ୍ଥାପିତ ହେବ ବଜେଟ୍‌। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଆଗତ କରିବେ। ନିର୍ମଳା ଦିନ ୧୧ଟାରେ ବଜେଟ୍‌ ଆଗତ କରିବେ। ତେବେ...

ଶନିବାର କେନ୍ଦ୍ର ବଜେଟ୍ – ଫୋକସ୍‌ରେ ନିମ୍ନ-ମଧ୍ୟବିତ୍ତ ପରିବାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ କେନ୍ଦ୍ର ସରକାର। ଏହି ବଜେଟ୍‌ର ରୂପରେଖ କ’ଣ ହେବ ଏବଂ କାହା ଉପରେ କେନ୍ଦ୍ର ସରକାର ଫୋକସ୍‌ କରିବେ...

୨୦୨୦-୨୧ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ରହିବ ୬ରୁ ୬.୫ ପ୍ରତିଶତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର (ଜିଡିପି)  ୬ରୁ ୬.୫ ପ୍ରତିଶତ ରହିବ। ଆର୍ଥିକ ସର୍ଭେ ରିପୋର୍ଟରୁ ଏହା ଆକଳନ କରାଯାଇଛି। ୨୦୧୯-୨୦ରେ ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଥିଲା।...

ଦିଲ୍ଲୀରେ ବିଜେପିର ପ୍ରତିଶ୍ରୁତି – ପ୍ରତି ଘରକୁ ପିଇବା ପାଣି, ୨ ଟଙ୍କାରେ କିଲେ ଅଟା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ଇସ୍ତହାର ଘୋଷଣା କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ହାତେଇବା ପାଇଁ ଲକ୍ଷ୍ୟ ରଖିଥିବା ବିଜେପି ଶୁକ୍ରବାର ନିଜର ନିର୍ବାଚନୀ ଇସ୍ତହାର ପ୍ରକାଶ କରିଛି। ଦଳର...

ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କଲେ ସୀତାରମଣ, ହଟ୍ଟଗୋଳ ପରେ ମୁଲତବୀ ହେଲା ଗୃହ

ଓଡ଼ିଶାଲାଇଭ୍ ବ୍ୟୁରୋ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆସନ୍ତା ଆର୍ଥିକ ବର୍ଷରେ ଦେଶର ଜିଡିପି ହାର ୬ରୁ ୬.୫ ପ୍ରତିଶତ ରହିବ ବୋଲି ସର୍ଭେ ରିପୋର୍ଟରେ...

କେନ୍ଦ୍ର ବଜେଟ୍ ସମ୍ପର୍କରେ ଜାଣନ୍ତୁ କ’ଣ କହିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ପହିଲାରେ କେନ୍ଦ୍ର ସରକାର ଆଗତ କରିବେ ବଜେଟ୍‌। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ବଜେଟ୍‌ର ଆକାର କିପରି ରହିଛି ତା’ ଉପରେ ସମସ୍ତଙ୍କ ନଜର ରହିଛି। ବଜେଟ୍‌...

ଆସୁଛି କେନ୍ଦ୍ର ବଜେଟ, ଘାଟାରେ ପଡ଼ିବ ଓଡ଼ିଶା – ପଞ୍ଚାନନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୧ରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତେବେ କେନ୍ଦ୍ର ବଜେଟର ରୂପରେଖ କ’ଣ ରହିବ ଏବଂ ଓଡ଼ିଶା ଏଥିରେ କେତେ...

ଦିଲ୍ଲୀ ନିର୍ବାଚନ – ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ଅକାଳୀ ଦଳ, ଧନ୍ୟବାଦ ଜଣାଇଲେ ନଡ୍ଡା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ବିଧାନସଭା ଭୋଟ ପୂର୍ବରୁ ବିଜେପି ପାଇଁ  ଆସିଛି ଖୁସି ଖବର। ଭୋଟ ପୂର୍ବରୁ ଅକାଳୀ ଦଳ ଦିଲ୍ଲୀ ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏନେଇ...

ଦିଲ୍ଲୀରେ ଜମୁଛି ପ୍ରଚାର, ପଛରେ ପଡ଼ିଛି କଂଗ୍ରେସ

ଓଡ଼ିଶାଲାଇଭ୍ ବ୍ୟୁରୋ ଦିଲ୍ଲୀ ନିର୍ବାଚନ ରେସରେ ପଛରେ ପଡ଼ିଯାଇଛି କଂଗ୍ରେସ। କିଏ ଦଖଲ କରିବ ଦିଲ୍ଲୀ? କେଉଁ ଦଳର ପ୍ରାର୍ଥୀ ବସିବେ ମୁଖ୍ୟମନ୍ତ୍ରୀ ଚୌକିରେ? ଦିଲ୍ଲୀ ଚୌକିକୁ ନେଇ ଏବେ ପ୍ରଚାର ମଇଦାନ ସରଗରମ ରହିଛି।...

ବିଶ୍ୱର ଏମିତି କିଛି ଦେଶ, ଯେଉଁଠି ଆଜି ପର୍ଯ୍ୟନ୍ତ ନାହିଁ କୌଣସି ସମ୍ବିଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୋଟିଏ ଦେଶର ସମ୍ବିଧାନକୁ ସେହି ଦେଶର ଆତ୍ମା ବୋଲି କୁହାଯାଏ। କାରଣ ଏଥିରେ ବର୍ଣ୍ଣିତ ଆଇନ୍ କାନୁନକୁ ମାନି ଦେଶର ଶାସନ କାର୍ଯ୍ୟ ଚାଲିଥାଏ। ଭାରତରେ ମଧ୍ୟ ଗୋଟିଏ ଲିଖିତ ସମ୍ବିଧାନ...