ମାଲକାନଗିରି ଆଇଟିଆଇ ତିଆରି କଲା ଅତ୍ୟାଧୁନିକ ହ୍ୟାଣ୍ଡ ସାନିଟାଇଜର ମେସିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଶିଳ୍ପ ତାଲିମ ଅନୁଷ୍ଠାନର ପ୍ରଶିକ୍ଷକମାନେ ମିଳିତ ଭାବେ ଏକ ଅତ୍ୟାଧୁନିକ ସାନିଟାଇଜର ମେସିନ ତିଆରି କରିଛନ୍ତି। ସାନିଟାଇଜର କିମ୍ବା ହ୍ୟାଣ୍ଡ...

ସମ୍ପୂର୍ଣ୍ଣ ମୁହଁ ଘୋଡ଼ାଇବା ଲାଗି ନବରଙ୍ଗପୁର ସରକାରୀ ଆଇଟିଆଇ ପକ୍ଷରୁ ପ୍ରସ୍ତୁତ କରାଗଲା ମାସ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭୂତାଣୁ ସଂକ୍ରମଣରୁ ବର୍ତ୍ତିବା ପାଇଁ ନାକ, ପାଟି ଓ ମୁହଁ ଘୋଡ଼ାଇବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି...

ବିଶ୍ୱ ନର୍ସ ଦିବସ – କ’ଣ ଏହାର ଇତିହାସ, ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ କଥା

ଓଡ଼ିଶାଲାଇଭ ବ୍ୟୁରୋ ପ୍ରତି ବର୍ଷ ମେ’୧୨କୁ ସାରା ବିଶ୍ୱରେ ଆନ୍ତର୍ଜାତିକ ନର୍ସ ଦିବସ ବା ଆନ୍ତର୍ଜାତିକ ସେବିକା ଦିବସ ଭାବେ ପାଳନ କରାଯାଏ।   ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସଙ୍କର ବଡ଼ ଯୋଗଦାନ ରହିଥାଏ। ତାଙ୍କର ଏହି...

ମାତୃତ୍ୱ ଦିବସ: ମା’ ପାଇଁ ଦିନଟିଏ – ଜାଣନ୍ତୁ କେବେଠୁ  ଓ କାହିଁକି ପାଳନ ହେଲା ଏହି ଦିବସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ମା, ଦୁନିଆର ପ୍ରତ୍ୟେକ ପିଲାଙ୍କ ପାଇଁ ସବୁଠାରୁ ନିଆରା  ସମ୍ପର୍କ।  ସେହି ମା’ଙ୍କୁ ସମ୍ମାନ ଜଣାଇବା ପାଇଁ ମେ’ ମାସର ଦ୍ୱିତୀୟ ରବିବାରରେ ଏହି ମାତ୍ୱତ୍ୱ ଦିବସ ଦିନ ପାଳନ କରାଯାଏ। ମା’କୁ...

ଅନାବିଳ ମାତୃତ୍ୱ : ଏମିତି ବନ୍ଧନ ଯାହାର ନାହିଁ ଅନ୍ତ

ଡକ୍ଟର ଭାଗ୍ୟଲିପି ମଲ୍ଲ ମା’ ଖାଲି  ଗୋଟିଏ ଶବ୍ଦ ନୁହେଁ ଏହା ଏକ ଅନୁଭବା ଏହାକୁ କେବେ ବାଖ୍ୟା କରିହୁଏ ନାହିଁ। ଦୁନିଆର ସବୁ ପିଲାଙ୍କ ପାଇଁ ଏହା ଏକ ନିଆରା ସମ୍ପର୍କା ମା’ କାନିରେ ଥାଏ...
indian army

ଭାରତୀୟ ସୈନ୍ୟବାହିନୀରେ ନିଯୁକ୍ତି ପ୍ରକ୍ରିୟା, ଜାଣନ୍ତୁ କିଭଳି କରିବେ ପ୍ରସ୍ତୁତି

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିଦ୍ୟାର୍ଥୀମାନେ ଛୋଟ ବେଳୁ ମନ ବଳାଇଥାନ୍ତି। କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କିଛିଜଣ ଏହାକୁ ସାକାର କରିଥାନ୍ତି। ତେବେ ଭାରତୀୟ ସେନାର ନିଯୁକ୍ତି ପାଇଁ...

ରାମାୟଣ ସୁଟିଂ ବେଳେ ଆମିଷ ଛାଡ଼ି ଦେଇଥିଲେ ସୋ’ର ହନୁମାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଦେଶରେ ତାଲା ପଡ଼ିଥିବାରୁ ରାମାନନ୍ଦ ସାଗରଙ୍କ ‘ରାମାୟଣ’କୁ ପୁନଃପ୍ରସାରଣ କରାଯାଇଥିଲା। ଏହି ସମୟରେ ‘ରାମାୟଣ’ର ସୁଟିଂ ସହ ଜଡିତ ଅନେକ କଥା ସାମ୍ନାକୁ ଆସିଥିଲା। ଏହାରି ମଧ୍ୟରେ ଏକ ଖାସ୍‌...
neet-medical-exam

ଜୁଲାଇ ୨୬ରେ NEET UG ପରୀକ୍ଷା, ଜାଣନ୍ତୁ ପ୍ରସ୍ତୁତି ବେଳେ କେଉଁ ଦିଗ ପ୍ରତି ଦେବେ ଧ୍ୟାନ

ଓଡ଼ିଶାଲାଇଭ୍ ବ୍ୟୁରୋ ମେଡିକାଲ ବିଭାଗରେ ନିଜର କ୍ୟାରିୟର ଗଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀମାନେ ବହୁ ପୂର୍ବରୁ ନିଜ ପ୍ରସ୍ତୁତି ଆରମ୍ଭ କରିଥାନ୍ତି। ଆଗକୁ ଅଛି ଏନ୍.ଇ.ଇ.ଟି ୟୁଜି ପରୀକ୍ଷା, ଦେଶରେ କରୋନା ଆତଙ୍କ ପାଇଁ...

ଡାକ୍ତର ହେବାକୁ ଚାହୁଁଥିଲେ ସାଇ ପଲ୍ଲବୀ, ଏମିତି ମିଳିଲା ଫିଲ୍ମ ଅଫର୍‌

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୨୮  ବର୍ଷ ବୟସରେ ପାଦ ଦେଲେ ସାଉଥ୍‌ ସୁନ୍ଦରୀ ସାଇ ପଲ୍ଲବୀ। ବିନା ମେକ୍‌ଅପ୍‌ ପାଇଁ ସେ ସୃଷ୍ଟି କରିଛନ୍ତି ନିଆରା ପରିଚୟ। ଆଜି ତେଲୁଗୁ ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ଜନ୍ମଦିନ,...

ଦିନେ ଘର ଭଡ଼ା ଦେବାକୁ ନଥିଲା ଟଙ୍କା – ଆଜି କୋଟି କୋଟି ଟଙ୍କାର ମାଲିକ ବିଜୟ ଦେବରାକୋଣ୍ଡା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଜି ନିଜର ୩୧ତମ ଜନ୍ମ ଦିନ ପାଳନ କରୁଛନ୍ତି ବିଜୟ ଦେବରାକୋଣ୍ଡା। ୧୯୮୯, ମେ’ ୯ରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ସେ। ଆଜିର ଦିନରେ ତେଲୁଗୁ ଫିଲ୍ମର ସଫଳ ଅଭିନେତାମାନଙ୍କ ମଧ୍ୟରେ...