ଟିମ୍ ଇଣ୍ଡିଆକୁ ୨୬୫ ରନର ଟାର୍ଗେଟ ଦେଲା ଶ୍ରୀଲଙ୍କା

ଓଡ଼ିଶାଲାଇଭ ବ୍ୟୁରୋ ଲଣ୍ଡନର ଲିଡ୍‌ସ ଗ୍ରାଉଣ୍ଡରେ ଚାଲିଥିବା ଭାରତ-ଶ୍ରୀଲଙ୍କା ମ୍ୟାଚରେ ଶ୍ରୀଲଙ୍କା ଟିମ୍ ଭାରତକୁ ୨୬୫ ରନର ଟାର୍ଗେଟ ଦେଇଛି। ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ଆସିଥିବା ଶ୍ରୀଲଙ୍କା ଟିମ୍ ନିର୍ଦ୍ଧାରିତ ୫୦...

୧୦୦ ୱିକେଟ୍ କ୍ଲବ୍‌ରେ ସାମିଲ ହେଲେ ଜସ୍‌ପ୍ରୀତ୍‌ ବୁମ୍‌ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭରୀତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ୟର୍କର ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରା ଆଉ ଏକ ରେକର୍ଡ ହାସଲ କରିଛନ୍ତି। ଦିନିକିଆ କ୍ରିକେଟ୍‌ରେ ବୁମ୍‌ରା ୧୦୦ ୱିକେଟ୍ କ୍ଲବ୍‌ରେ ପହଞ୍ଚିଛନ୍ତି। ପୂର୍ବରୁ ଦିନିକିଆ କ୍ରିକେଟ୍‌ରେ...

ଲିଡ୍ସରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ, ଟସ୍‌ ଜିତି ଶ୍ରୀଲଙ୍କାର ବ୍ୟାଟିଂ ନଷ୍ପତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି ବିଶ୍ୱକପ ୨୦୧୯ର ୪୪ ତମ ମ୍ୟାଚ୍‌ରେ ଶନିବାର ଭାରତ ଭେଟିଛି ତା'ର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କାକୁ। ଲଣ୍ଡନର ଲିଡ୍ସଠାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଶ୍ରୀଲଙ୍କା...

ବିଶ୍ଵକପ ପରେ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ସୋଏବ ମଲ୍ଲିକ

ଓଡ଼ିଶାଲାଇଭ ବ୍ୟୁରୋ ପାକିସ୍ତାନର ଭେଟରାନ କ୍ରିକେଟର ସୋଏବ ମଲ୍ଲିକ ଶୁକ୍ରବାର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଚଳିତ ବିଶ୍ଵକପର ବାଂଲାଦେଶ ବିପକ୍ଷରେ ଶେଷ ଲିଗ ମ୍ୟାଚ ପରେ ଏହି ଘୋଷଣା କରିଛନ୍ତି। ସେ...

ଶ୍ରୀଲଙ୍କା ବିପକ୍ଷରେ ଶେଷ ଲିଗ୍ ମ୍ୟାଚ ଖେଳିବ ଭାରତ

ଓଡ଼ିଶାଲାଇଭ ବ୍ୟୁରୋ ଆଇସିସି ବିଶ୍ଵକପର ୪୪ତମ ମ୍ୟାଚ ଲିଡ୍ସରେ ଭାରତ – ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯିବ। ଚଳିତ ବିଶ୍ଵକପରେ ଶ୍ରୀଲଙ୍କା ବିଶ୍ଵକପ ସେମିଫାଇନାଲରୁ ବାଦ ପଡ଼ିଥିବା ବେଳେ ଭାରତର ସେମିଫାଇନାଲରେ ନିଜ ସ୍ଥିତି...

ପାକିସ୍ତାନ ବିଶ୍ୱକପ୍‌ରୁ ଆଉଟ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସେମିଫାଇନାଲ ପାଇଁ ୪ଟି ଦଳ ଚୂଡ଼ାନ୍ତ, ପାକିସ୍ତାନ ବିଶ୍ୱକପ୍‌ରୁ ଆଉଟ୍‌। ବିଶ୍ୱକପ୍‌ରୁ ବାଦ ପଡ଼ଲା ପାକିସ୍ତାନ। ଆଇସିସି ବିଶ୍ଵକପର ୪୩ତମ ମ୍ୟାଚ ଆଜି ଲଣ୍ଡନରେ ପାକିସ୍ତାନ–ବାଂଲାଦେଶ ମୁହାଁମୁହିଁ ହୋଇଥିଲେ। ବାଂଲାଦେଶ ପୂର୍ବରୁ ସେମିଫାଇନାଲ...

ଧୋନିଙ୍କ ଭିନ୍ନଭିନ୍ନ ବ୍ୟାଟ୍ ପଛର କାରଣ କ’ଣ?

ଓଡ଼ିଶାଲାଭ ବ୍ୟୁରୋ ଆଇସିସି କ୍ରିକେଟ୍ ବିଶ୍ୱକପରେ ଗୋଟିଏ ଆଶ୍ଚର୍ଯ୍ୟ ଖବର ସାମ୍ନାକୁ ଆସିଛି। ଚଳିତ ବିଶ୍ୱକପରେ ଧୋନି ଭିନ୍ନ ଭିନ୍ନ ଲୋଗୋ ଥିବା ବ୍ୟାଟରେ ଖେଳୁଥିବା ଦେଖିବାକୁ ମିଳିଛି। ବିଶ୍ୱକପରେ ଇଂଲଣ୍ଡ ଓ ବାଂଲାଦେଶ...

ପାକିସ୍ତାନ ବନାମ ବାଂଲାଦେଶ – ଟସ୍‌ ଜିତି ବ୍ୟାଟିଂ କଲା ପାକିସ୍ତାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିସି କ୍ରିକେଟ୍‌ ମହରସମରର ୪୩ ତମ ମ୍ୟାଚ୍‌ରେ ଆଜି ପାକିସ୍ତାନକୁ ଭେଟିଛି ବାଂଲାଦେଶ। ଲଣ୍ଡନର ଲଡ୍ସଠାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି ପାକିସ୍ତାନ। ଅନ୍ୟପଟେ ପାକିସ୍ତାନକୁ...

ବୃହତ ବ୍ୟବଧାନରେ ଜିତିଲେ ସେମିଫାଇନାଲ ଖେଳିବ ପାକିସ୍ତାନ

ଓଡ଼ିଶାଲାଇଭ ବ୍ୟୁରୋ ଆଇସିସି ବିଶ୍ଵକପର ୪୩ତମ ମ୍ୟାଚ ଆଜି ଲଣ୍ଡନରେ ଦୁଇ ଏସିୟ ଦଳ ପାକିସ୍ତାନ–ବାଂଲାଦେଶ ମଧ୍ୟରେ ହେବ। ଏଥିରେ ବାଂଲାଦେଶ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଥିଲା ବେଳେ ପାକିସ୍ତାନ ପାଖରେ ସୁଯୋଗ ରହିଛି...

ସେମିଫାଇନାଲରେ ୪ ଦଳ –  ସୁଯୋଗ ଥାଇ ବି ପାକିସ୍ତାନ ପାଇଁ ସ୍ଵପ୍ନ

ଓଡ଼ିଶାଲାଇଭ ବ୍ୟୁରୋ ଆଇସିସି କ୍ରିକେଟ୍ ବିଶ୍ୱକପରେ ସେମିଫାଇନାଲ ଲାଇନଅପ୍ ଚୂଡାନ୍ତ ହୋଇଛି। ବର୍ତ୍ତମାନ ବିଶ୍ୱକପ ପଏଣ୍ଟ ଟେବୁଲକୁ ଦେଖିଲେ ଏହା ଜଣାପଡୁଛି। ବିଶ୍ୱକପର ଚାରୋଟି ଦଳ ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଦଳ...