ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ପାଇଁ ନିଜ ନାଁ ସୁନିଶ୍ଚିତ କଲେ ରେସଲର ରବି ଦହିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ପାଇଁ ଆଉ ଏକ ଖୁସି ଖବର। ଟୋକିଓ ଅଲିମ୍ପିକ୍ସର ରେସଲିଙ୍ଗ ପ୍ରତିଯୋଗିତାରେ ରୌପ୍ୟ ପଦକ ପାଇଁ ନିଜ ନାମ ସୁନିଶ୍ଚିତ କରିଛନ୍ତି ରେସଲର ରବି ଦହିଆ। ଆଜି ସେମିଫାଇନାଲରେ କାଜାଖସ୍ତାନର...

ଖବର ବିଶ୍ଳେଷଣ – ଭାରତୀୟ ହକିକୁ ଓଡ଼ିଶାର ଅବଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ହକି ଖେଳର ସେମିଫାଇନାଲରେ ଉଭୟ ପୁରୁଷ ଓ ମହିଳା ଟିମ ପ୍ରବେଶ କରିବା କିଛି କମ୍ କଥା ନୁହେଁ। ପ୍ରତ୍ୟେକ ଏହି ସଫଳତାକୁ ନିଜ ନିଜ ଢଙ୍ଗରେ ପାଳନ...

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ମହିଳା ବକ୍ସର ଲଭଲିନାଙ୍କୁ ବ୍ରୋଞ୍ଜ ପଦକ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଭାରତକୁ ମିଳିଲା ଆଉ ଏକ ପଦକ। ଟୋକିଓ ଅଲିମ୍ପିକ୍ସର ବକ୍ସିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ମହିଳା ବକ୍ସର ଲଭଲିନା। ଲଭଲିନାଙ୍କ ପଦକକୁ ମିଶାଇ ବର୍ତ୍ତମାନ ଟୋକିଓ...

ଟୋକିଓ ଅଲିମ୍ପିକ୍ସ ସେମିଫାଇନାଲରେ ନିରାଶ ଭାରତୀୟ ପୁରୁଷ ହକି ଦଳର ମନୋବଳ ବଢ଼ାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲ ମୁକାବିଲାରେ ଭାରତୀୟ ପୁରୁଷ ହକି ଦଳ ପରାଜିତ ହୋଇଛି। ବେଲଜିୟମଠାରୁ ୫-୨ରେ ହାରିବାପରେ ଏବେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ପାଇଁ ଖେଳିବ। ଦୀର୍ଘ ୪୯...

ଟୋକିଓରେ ଭାରତୀୟ ମହିଳା ହକି ଟିମର କମାଲ୍ – କିଙ୍ଗ ଖାନ୍ କହିଲେ, “ଧନତେରସ୍ ପାଇଁ ସୁନା ନେଇ...

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ମହିଳା ହକି ଟିମ୍। ପ୍ରଥମଥର ପାଇଁ ଭାରତୀୟ ମହିଳା ଟିମ୍ ସେମିଫାଇନାଲରେ ପହଞ୍ଚି ଦେଶ ପାଇଁ ଗୌରବ ଆଣିଛି। ଏଭଳି ମୁହୂର୍ତ୍ତରେ ମହିଳା ଦଳର...

ଟୋକିଓରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍ – ପ୍ରଥମଥର ପାଇଁ ସେମିଫାଇନାଲରେ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଟିମ୍। ପ୍ରଥମଥର ପାଇଁ ଅଷ୍ଟ୍ରେଲିଆକୁ ୧-୦ ରେ ହରାଇ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଭାରତୀୟ ଦଳ। ଏହି ସଫଳତା...

ଟୋକିଓ ଅଲିମ୍ପିକ୍ସ : ପୁଣି ୨୦୦ ମିଟର ଦୌଡ଼ରେ ନିରାଶ କଲେ ଦୂତୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଟୋକିଓ ଅଲିମ୍ପିକ୍ସରେ ପୁଣି  ନିରାଶ କଲେ ଦୌଡ଼ ରାଣୀ ଦୂତୀ ଚାନ୍ଦ। ପୂର୍ବରୁ ୧୦୦ ମିଟର ଦୌଡରେ ପରାଜିତ ହୋଇଥିଲେ, ଆଉ ଏବେ ୨୦୦ ମିଟର ଦୌଡରେ ମଧ୍ୟ ହାରିଛନ୍ତି। ଆଜି...

ସରିଲା ମେରିକମ୍‌ଙ୍କ ଟୋକିଓ ଅଲିମ୍ପିକ୍ସ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ମହିଳା ବକ୍ସର ମେରିକମ୍‌ଙ୍କ ଅଲିମ୍ପିକ୍ସ ଯାତ୍ରା ଶେଷ ହୋଇଛି। ଟୋକିଓ ଅଲିମ୍ପିକ୍ସର ପ୍ରି କ୍ଵାଟର ଫାଇନାଲରେ ସେ କଲମ୍ବିଆର ବକ୍ସର ଇନଗ୍ରିଟ୍ ଭାଲେନ୍ସିଆଙ୍କଠାରୁ ପରାସ୍ତ ହୋଇଛନ୍ତି। ମେରିକମ୍‌ଙ୍କ ଏହି ପରାଜୟରେ...

ଟୋକିଓ ଅଲିମ୍ପିକ୍ସରେ ପିଭି ସିନ୍ଧୁଙ୍କ ସଫଳତା – ଆଉ ଏକ ପଦକ ଅପେକ୍ଷାରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଖେଳ ଜଗତ ପାଇଁ ଖୁସି ଖବର। ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଟୋକିଓ ଅଲମ୍ପିକ୍ସରେ ନିଜର କମାଲ ଦେଖେଇବାରେ ଲାଗିଛନ୍ତି। ସେ ହଙ୍ଗକଙ୍ଗର ନଗୟାନ ୟି ଚିଉଙ୍ଗଙ୍କୁ ୨୧-୯ ଏବଂ...

ଅର୍ଜୁନ ପୁରସ୍କାର ପ୍ରାପ୍ତ ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକରଙ୍କ ଦେହାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଅର୍ଜୁନ ପୁରସ୍କାର ପ୍ରାପ୍ତ କିମ୍ବଦନ୍ତି ବ୍ୟାଡମିଣ୍ଟନ ତାରକା ନନ୍ଦୁ ନାଟେକରଙ୍କର ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ୧୯୫୬ ମସିହାରେ ମାଲେସିଆର ‘ସେଲାଙ୍ଗର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌’...