rashi fala

ଆଜିର ରାଶିଫଳ – (୨୪ ଫେବ୍ରୁଆରି ୨୦୨୧, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି ମାଘ ଶୁକ୍ଳ ଦ୍ଵାଦଶୀ ସନ୍ଧ୍ୟା ୦୬:୦୬:୦୩ ଗତେ ତ୍ରୟୋଦଶୀ ତିଥି। ମିଥୁନଚନ୍ଦ୍ର ପ୍ରାତଃ ୦୭:୦୯ ଗତେ କର୍କଟଚନ୍ଦ୍ର। ପୁନର୍ବସୁ ଦିବା...

ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ହେଲା ମୋଟେରା ଷ୍ଟାଡିୟମ

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଜୁରାଟର ମୋଟେରା ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ କରାଯାଇଛି। ଏହା ବିଶ୍ଵର ସବୁଠୁ ବଡ଼ ଷ୍ଟାଡିୟମ ହୋଇଥିବା ବେଳେ ଏବେ ଏହାକୁ ସମସ୍ତେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ ଭାବେ...

ମେ’ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ – ଜୁନ୍‌ ୧୨ରେ ସରିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେ’ ୧୮ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହୋଇ ଜୁନ୍‌ ୧୨ରେ ପରୀକ୍ଷା ସରିବ। ସେହିପରି ମେ’ ୨୮ ଭୋକେସନାଲ ପରୀକ୍ଷା ଆରମ୍ଭ ହେବ। ବୁଧବାର ଏନେଇ ସ୍କୁଲ ଓ ଗଣଶିକ୍ଷା...

ଭୁବନେଶ୍ୱର ବିମାନ ବନ୍ଦରରେ ବାଧ୍ୟତାମୂଳକ ନୁହେଁ କରୋନା ଟେଷ୍ଟିଂ – ବିଏମ୍‌ସି କମିସନର

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶକୁ ପୁଣିଥରେ ଫେରିଛି କରୋନା। ରେଳ ପଥ ଓ ବିମାନ ବନ୍ଦରରେ ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଗମନା ଗମନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିପାରେ ବୋଲି...

ଭାରତରେ ୬ ଜଣଙ୍କଠାରେ ସାଉଥ୍‌ ଆଫ୍ରିକାନ ଷ୍ଟ୍ରେନ – ମହାରାଷ୍ଟ୍ର, କେରଳରେ ମିଳିଲା ଆଉ ୨ ନୂଆ ଷ୍ଟ୍ରେନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ହଠାତ୍‌ କରୋନା ସଂକ୍ରମଣ ବଢ଼ିବାକୁ ନେଇ ସରକାର ଚିନ୍ତାରେ ଅଛନ୍ତି। ଏହି ସଂକମ୍ରଣ ବୃଦ୍ଧି ପାଇଁ ନୂଆ ଷ୍ଟ୍ରେନ ହିଁ ଦାୟୀ ବୋଲି କୁହାଯାଉଛି। ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର...

ଓଡ଼ିଶାରେ ବଢୁଛି ଦିନ ତାପମାତ୍ରା – ମାର୍ଚ୍ଚ ସୁଦ୍ଧା ୪୦ ଛୁଇଁବ ପାରଦ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଧୀରେ ଧୀରେ ଏବେ ଶୀତ ପ୍ରବାହ କମିଥିବା ବେଳେ ଗରମ ପଡ଼ିବା ଆରମ୍ଭ ହୋଇଗଲାଣି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ଲଗାତାର ବଢ଼ିବାରେ ଲାଗିଛି। ଏହି କ୍ରମରେ...

ଆଜି ମୋଟେରା ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ – ଟିମ୍ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ପିଙ୍କ...

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଆଜି ତୃତୀୟ ମ୍ୟାଚ ଖେଳାଯିବ। ପ୍ରଥମଥର ପାଇଁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଗୁଜୁରାଟର ମୋଟେରା ଷ୍ଟାଡିୟମ ହେଉଛି...

ମାର୍ଚ୍ଚ ମାସରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ଦିଅନ୍ତୁ ଜରୁରୀ କାମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମାର୍ଚ୍ଚ ମାସ ଆର୍ଥିକ ବର୍ଷର ଶେଷ ମାସ। ଏହି ମାସରେ ସାଧାରଣତଃ ବ୍ୟାଙ୍କଗୁଡ଼ିକ ସହିତ ଜଡିତ କାମ ଅଧିକ ଥାଏ। କିନ୍ତୁ ଜାଣି ରଖନ୍ତୁ ମାର୍ଚ୍ଚ ମାସରେ ୧୦ ଦିନ ବ୍ୟାଙ୍କ...

ଦିବ୍ୟାଙ୍ଗଙ୍କୁ ବାହାହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଜଣେ ଦିବ୍ୟାଙ୍ଗ ଯୁବକ ବିବାହ କଲେ ବା ଜଣେ ସକ୍ଷମ ମଣିଷ ଜଣେ ଦିବ୍ୟାଙ୍ଗଙ୍କୁ ବାହା ହେଲେ ଦମ୍ପତିଙ୍କୁ ମିଳିବ ଅଢ଼େଇ ଲକ୍ଷ ଟଙ୍କା। ଏନେଇ ସାମାଜିକ...

ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିରରେ ପାଳିତ ହେଲା ମାଘ ବଡ଼ ଏକାଦଶୀ ନୀତି

ଓଡ଼ିଶାଲାଇଭ୍ ବ୍ୟୁରୋ (ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ସହର ଉପକଣ୍ଠରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଙ୍ଗଳବାର ଶ୍ରୀଜୀଉଙ୍କ ମାଘଶୁକ୍ଳ ବଡ଼ ଏକାଦଶୀ ଏବଂ ରାଜରାଜେଶ୍ୱର ବେଶ ନୀତି ଅନୁଷ୍ଠିତ ହୋଇଛି। ପ୍ରତି ବର୍ଷ ମାଘ...