ଆରପାରିରେ ଫିଲ୍ମ ପ୍ରଯୋଜକ ସୁବାସ ରାଉତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶିଷ୍ଟ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ଦିନ ରାତି ୩ଟାରେ ହୃଦ୍ଘାତରେ ଅକାଳ ବିୟୋଗ ହୋଇଛି।
ବିଶିଷ୍ଟ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କର ଶୁକ୍ରବାର ଅକାଳ ବିୟୋଗ ଘଟିଛି। ଗତକାଲି ବିଳମ୍ବିତ...
ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କଲେ ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ତାଳଚେରରେ ପହଞ୍ଚିବା ପରେ ସାର କାରଖାନାର ଶିଳାନ୍ୟାସ କରିଛନ୍ତି।
ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେ ତାଳଚେର ଗସ୍ତ କରିଥିଲେ।...
ଓଲିଉଡର ଟପ୍ ହିରୋ, ପରଦାରେ ଦୃଷ୍ଟିହୀନ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ଓଲିଉଡରେ କେତେକ ନାୟକ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। ସେହି ନାୟକମାନଙ୍କୁ ଜାଣନ୍ତି କି?
ଓଡ଼ିଆ ସିନେମାରେ ନାୟକମାନଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଓ ବିଭିନ୍ନ ରୂପରେ ଦେଖିବାକୁ...
ରାଜନଗର ପେଣ୍ଠଠାରେ କୁମ୍ଭୀର ଆତଙ୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ସମୁଦ୍ର କୂଳକୁ ବୁଲିଯାଇଥିବା ପର୍ଯ୍ୟଟକମାନେ ସମୁଦ୍ରରେ ଗାଧୋଇବାର ନିଆରା ମଜା ନିଅନ୍ତି। ବର୍ଷବର୍ଷ ଧରି ଏହି ମଜା ନେଇ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏବେ କୁମ୍ଭୀର ଭୟ ଘାରିଛି। କେନ୍ଦ୍ରାପଡ଼ା ଜିଲ୍ଲାର...
ସାବଧାନ! ସନ୍ଦିଗ୍ଧ ବାଂଲାଦେଶୀଙ୍କ ହାତରେ ବିଡ଼ା ବିଡ଼ା ଜାଲ୍ ନୋଟ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜନଗର ବଜାରରେ ଚାଲିଥିଲା ଜାଲନୋଟ କାରବାର
ପୋଲିସ କବ୍ଜାରେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକ
ଭଦ୍ରକରୁ ଆସିଥିଲା ଜାଲ୍ ନୋଟ
ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ
ଜିଲ୍ଲାରେ ଜାଲ୍ ନୋଟ...
ଅଭିଜିତ ଆୟାର ମିତ୍ର ନିଜକୁ ବଡ଼ ପଣ୍ଡିତ ଭାବୁଛନ୍ତି – ଅରୁଣ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=pWOuWJpMu-Y]
ଓଡ଼ିଶାର ଐତିହ୍ୟ କୋଣାର୍କ, ଜଗନ୍ନାଥ ମନ୍ଦିର ଏବଂ ବିଧାୟକମାନଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ସାମ୍ବାଦିକ ଅଭିଜିତ ଆୟାର ମିତ୍ର। ଅଭିଜିତଙ୍କ ମନ୍ତବ୍ୟକୁ ବିଧାନସଭାରେ କଡ଼ା ଭାଷାରେ...
ପୋଲିସକୁ ଚିଠି ଲେଖିଲେ ବୈଜୟନ୍ତ: କହିଲେ, “କନଫ୍ୟୁଜନ କରୁଛି ନୋଟିସ”
ଓଡ଼ିଶାଲାଇଭ୍ ବ୍ୟୁରୋ
ପୋଲିସକୁ ଚିଠି ଲେଖି ନୋଟିସ ଉପରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା।
ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗ ନେଇଛି ନୂଆ ମୋଡ଼। ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର...
ଶ୍ମଶାନ ବିବାଦ – ରାତି ଅଧରେ ଶବ ପୋତିଦେଲା ପୋଲିସ, ଧାରଣା ଦେଲେ ଗ୍ରାମବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ନବରଙ୍ଗପୁର: ଶ୍ମଶାନରେ ଶବ ସତ୍କାରକୁ ନେଇ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଧଡ୍ରାପାରା ଏବଂ ରାଇଘର ମାଛବଜାର ମଧ୍ୟରେ ଲାଗିଥିବା ଗଣ୍ଡଗୋଳ ଆଜି ଭିନ୍ନମୋଡ଼ ନେଇଛି। ପୋଲିସ ଗୁରୁବାର ରାତିରେ...
ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଲା ୟୁଜିସି – ୨୯ ସେପ୍ଟେମ୍ବରରେ ପାଳନ ହେବ ‘ସର୍ଜିକାଲ ଷ୍ଟ୍ରାଇକ ଦିବସ’
ଓଡ଼ିଶାଲାଇଭ୍ ବ୍ୟୁରୋ
୨୯ ସେପ୍ଟେମ୍ବରକୁ ‘ସର୍ଜିକାଲ ଷ୍ଟ୍ରାଇକ ଦିବସ’ ରୂପେ ପାଳନ କରିବାପାଇଁ ୟୁଜିସି ବିଶ୍ୱବିଦ୍ୟାଳୟକୁ ଚିଠି ଲେଖିଲା।
ୟୁଜିସି ଦେଶର ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ପ୍ରତିଷ୍ଠାନକୁ ଆଗାମୀ ୨୯ ସେପ୍ଟେମ୍ବରକୁ...
ପୁରୀରେ ଆମିକସ୍ କ୍ୟୁରୀ- ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ, ଶ୍ରୀମନ୍ଦିର ପରମ୍ପରା ସମ୍ପର୍କରେ ପଚାରି ବୁଝିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିଛଛନ୍ତି।
ପୁରୀ ଶ୍ରୀମନ୍ଦିରରେ ଆସିବ ସଂସ୍କାର। ଏଥିପାଇଁ ପୁରୀରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ।...





















