ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୋଲିସ ଉପରକୁ ଆକ୍ରମଣ କରିବା ଅଭିଯୋଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଗିରଫ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନା ପୋଲିସ ଦେବାଶିଷଙ୍କୁ...

ବିଜେଡି କହିଷ୍କାର ଉପରେ ପ୍ରଶ୍ନ ଉଠାଇଲେ ଦାମ – କହିଲେ, “ମୁଁ ଏବେ ବି ବିଜେଡିରେ”

ଓଡ଼ିଶାଲାଇଭ୍‌ ବ୍ୟୁରୋ "ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ। ଜଣେ ସଂପାଦକ କିଭଳି ବହିଷ୍କାର ନେଇ ଚିଠି ଲେଖିଲେ? କାର୍ଯ୍ୟକାରିଣୀ ବୈଠକ ଡାକି ବହିଷ୍କାର କରିବା କଥା। କିନ୍ତୁ ତାହା କରାଯାଇନାହିଁ।...

ଥାନାକୁ ଆସିଲେନି ବୈଜୟନ୍ତ, ୨୪ରେ ହାଜର ହେବାକୁ ପୁଣି ନୋଟିସ ଦେଲା ପୋଲିସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗରେ ପୁରୀ ମେରାଇନ ଥାନା ପୋଲିସ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଦେଇଥିଲା। ବୁଧବାର ଦିନ ୧୨ଟା ସୁଦ୍ଧା ହାଜର ହେବାକୁ ନୋଟିସ ଦିଆଯାଇଥିଲା।...

ଭିତରକନିକାରେ ବର୍ଷାଦିନିଆ ଚଢ଼େଇ – କିଚିରି ମିଚିରି ସ୍ୱରରେ ଫାଟି ପଡ଼ୁଛି ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ ପର୍ଯ୍ୟଟକଙ୍କୁ ଆନମନା କରୁଛନ୍ତି ବର୍ଷାଦିନିଆ ଚଢ଼େଇ ଚଢ଼େଇମାନଙ୍କର ନିରାପଦ ଅନ୍ତୁଡ଼ିଶାଳ ଭିତରକନିକା ଗଛ ଡାଳରେ ବସା ବାନ୍ଧିଛନ୍ତି ବିଭିନ୍ନ ପ୍ରଜାତିର ଚଢ଼େଇ ଜୁନ୍ ମାସରେ ଭିତରକନିକାକୁ ଛୁଟି ଆସନ୍ତି...

ତିନି ଦିନ ପରେ ସ୍ପଷ୍ଟ କଲେ ବୈଜୟନ୍ତ – “ହଁ ମୁଁ ହେଲିକପ୍ଟର ଉଡ଼ାଇଛି”

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=L2RZ2j0UAw4] ବହୁ ବାଦବିବାଦ ପରେ ମୁହଁ ଖୋଲି ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଚର୍ଚ୍ଚାକୁ ସ୍ୱୀକାର କରିଛନ୍ତି ବୈଜୟନ୍ତ ପଣ୍ଡା। କିନ୍ତୁ ସେ ପ୍ରଶାସନକୁ ପାଲଟା ଆକ୍ରମଣ କରିଛନ୍ତି। "ହଁ, ଗତ...

ଲୋୟର ପିଏମଜିରେ ଗଣଧାରଣାରେ ବସିଲେ ଭାରତୀୟ ମଜଦୁର ସଂଘ

ଓଡ଼ିଶାଲାଇଭ୍ ବ୍ୟୁରୋ ଲୋୟର ପିଏମଜିଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଅଧିକାର ପାଇଁ ଆଜି ଗଣଧାରଣାରେ ବସିଛନ୍ତି ଭାରତୀୟ ମଜଦୁର ସଂଘ। ଆଜି ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ୪ ଦଫା ଦାବି ନେଇ ୩୦୦୦ରୁ...

ତିନି ତଲାକ ବିଲ୍: ଜାଣନ୍ତୁ ଏଥିରେ କ’ଣ ରହିଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ବୁଧବାର ଦିନ ଟ୍ରିପଲ ତଲାକକୁ ଏକ ଦଣ୍ଡନୀୟ ଅପରାଧ ସମ୍ପର୍କିତ ଅଧ୍ୟାଦେଶକୁ ମଞ୍ଜୁରୀ ଦେଇଛନ୍ତି। ସଂସଦରେ ଲଟକି ପଡ଼ିଥିବା ଏହି ବିଲ୍(ତଲାକ ଏ ବିଦ୍ଦତ)ଏବେ ଆଇନରେ ପରିଣତ ହେବାକୁ...

କାର୍ତ୍ତିକ ପୂର୍ଣ୍ଣିମାରେ ପରଦାକୁ ଆସିବ ‘ଲଭ୍ ଏକ୍ସପ୍ରେସ୍’

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ଲଭ୍ ଏକ୍ସପ୍ରେସ୍’। ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ଲଭ୍ ଏକ୍ସପ୍ରେସ୍’ ଗଣେଶ ପୂଜାରେ ମୁକ୍ତିଲାଭ କରିବ ବୋଲି ବହୁ...

ସ୍କିଲ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସାଡ଼ାର ବନିଲେ ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ସ୍କିଲ ଇଣ୍ଡିଆ ମିଶନର ବ୍ରାଣ୍ଡ ଆମ୍ବାସାଡ଼ାର ହେଲେ ବଲିଉଡର ସୁପରଷ୍ଟାର୍ ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା। ବଲିଉଡର ଜଣାଶୁଣା ସୁପରଷ୍ଟାର ବରୁଣ ଧୱନ ଏବଂ ଅନୁଷ୍କା ଶର୍ମା ‘ସ୍କିଲ ଇଣ୍ଡିଆ...

ତିନି ତଲାକ ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ତିନି ତଲାକ ଅଧ୍ୟାଦେଶକୁ ମଞ୍ଜୁରୀ ଦେଲା କେନ୍ଦ୍ର  କ୍ୟାବିନେଟ। ମୁସଲମାନ ସମ୍ପଦ୍ରାୟର ମହିଳାଙ୍କ ପାଇଁ ଆଜି ହେଉଛି ଏକ ଐତିହାସିକ ଦିନ। ସେମାନଙ୍କର ଅଧିକାର ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି...