ଆରମ୍ଭ ହେଲା ମୌସୁମୀ ଅଧିବେଶନ, ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସବୁ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ଗୃହକୂ ମୁଲତବୀ ରଖାଯାଇଛି। ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ସବୁ ଦଳର...

ଅବସରପ୍ରାପ୍ତଙ୍କ ନିଯୁକ୍ତି ବାତିଲ ନିଷ୍ପତ୍ତି ବହୁ ଆଗରୁ ନେବାର ଥିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଚାଶ ହଜାର ଅବସରପ୍ରାପ୍ତ ନିଯୁକ୍ତିକୁ ହଟାଇବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହା ବହୁ ଆଗରୁ କରିବାର ଥିଲା ବୋଲି ମତ ପ୍ରକାଶ ପାଇଛି। ବିଗତ ଚାରି ବର୍ଷ ମଧ୍ୟରେ...

ରାସ୍ତାରେ ଧାନ ଗଛ ରୋଇଲେ ଗ୍ରାମବାସୀ

ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗୱାଡ଼ା ପଞ୍ଚାୟତ ଅନ୍ତର୍ଗକ୍ତ ଏମଭି ୧୨୪ ଗ୍ରାମର ରାସ୍ତା ଶୋଚନୀୟ ହୋଇଯାଇଛି। ଯିବା ଆସିବାରେ ଗ୍ରାମବାସୀ ଘୋର ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ...

ନଭେମ୍ବର ମାସରେ ପରଦାକୁ ଆସୁଛି ରଜନୀକାନ୍ତ ଷ୍ଟାରର ମୁଭି ‘୨.୦’

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରଜନୀକାନ୍ତ-ଅକ୍ଷୟ କୁମାର ଷ୍ଟାରର ମୁଭି ‘୨.୦’ର ନଭେମ୍ବର ମାସରେ ରିଲିଜ୍‌ ହେଉଛି। ଆସନ୍ତୁ ଜାଣିବା ଏହି ସିନେମା ବିଷୟରେ କିଛି ରୋଚକ ତଥ୍ୟ। ଦେଶର ସବୁଠାରୁ ବଡ଼ ବଜେଟ୍‌ର ସିନେମା ‘୨.୦’...

ଠାବ ହେଲା ରହସ୍ୟମୟ ଜାହାଜ, ୯ବର୍ଷ ତଳେ ହୋଇଥିଲା ନିଖୋଜ

ଓଡ଼ିଶାଲାଇଭ୍ ବ୍ୟୁରୋ ସର୍ବପ୍ରଥମେ ମାଛ ଧରାଳି ଦେଖିଥିଲେ ଏହି ରହସ୍ୟମୟ ଜାହାଜ ଏଥିରେ କୌଣସି ଚାଳକ ନଥିଲେ କି ଜିନିଷ ନଥିଲା ୯ବର୍ଷ ପରେ ଖୋଲିଲା ରହସ୍ୟ ତାଇୱାନ ନିକଟରୁ ଠାବ ହେଲା...

ପେଟ୍ରୋଲ ବଜାରରେ ନିଆଁ, ୭ରୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୈଳ ଦର ବୃଦ୍ଧିକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲା ବିଜେଡି ୭ରୁ ଆନ୍ଦୋଳନ କରିବ ଦଳ ୯ ତାରିଖ ଯାଏଁ ପେଟ୍ରୋଲ ପମ୍ପ ସମ୍ମୁଖରେ...

କୋଲକାତାରେ ଭୁଶୁଡ଼ିଲା ଓଭରବ୍ରିଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଲକାତାରେ ଭୁଶୁଡ଼ି ପଡ଼ିଛି ଓଭରବ୍ରିଜ୍। ଦକ୍ଷିଣ କୋଲକାତାର ମାଜେରହାଟସ୍ଥିତ ଫ୍ଲାଏ ଓଭରବ୍ରିଜର ଗୋଟିଏ ପିଲାର ଭାଙ୍ଗି ଯିବାରୁ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଓଭରବ୍ରିଜ ଭୁଶୁଡ଼ି ଯିବାରୁ ଜଣେ ପ୍ରାଣ ହରାଇଥିବା...

ଇଣ୍ଡିଗୋ ଦେଉଛି ୯୯୯ ଟଙ୍କାରେ ବିମାନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଯଦି ବିମାନଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଟ୍ରେନଠାରୁ ବି ସ୍ୱଳ୍ପ ବ୍ୟୟରେ ଯାତ୍ରୀମାନେ ବିମାନଯାତ୍ରାର ମଜା ଉଠାଇପାରିବେ। ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନି ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଯୋଗେଇ ଦେଉଛି। ମାତ୍ର ୯୯୯...

ନୂଆଁଖାଇ ପାଇଁ ଚଳଚଞ୍ଚଳ ସୋନପୁର, ସେପ୍ଟେମ୍ବର ୧୪ରେ ମା’ ସୁରେଶ୍ୱରୀଙ୍କ ପାଖରେ ଲାଗିହେବ ନବାନ୍ନ

ସୋନପୁରରୁ ସଞ୍ଜୟ କୁମାର ସାହୁ ଗଣପର୍ବ ନୂଆଁଖାଇ ପାଇଁ ଚଳଚଞ୍ଚଳ ହୋଇଯାଇଛି ସୋନପୁର। ସେପ୍ଟେମ୍ବର ୧୪ରେ ନୂଆଁଖାଇ ପାଳନ ହେବ ବୋଲି ବଡ଼ ଜଗନ୍ନାଥଙ୍କ ମନ୍ଦିର ମଣ୍ଡପରେ ପଣ୍ଡିତ ମହାସଭା ବସି ଲଗ୍ନ ସ୍ଥିର...

ରିଲିଜ୍ ଅପେକ୍ଷାରେ “ସୁଇଧାଗା”

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବଶୀଘ୍ର ବଡ଼ ପରଦାରେ ନଜର ଆସିବ ବଲିଉଡ ଫିଲ୍ମ ସୁଇଧାଗା। ଆସନ୍ତୁ ଜାଣିବା ଏହି ଫିଲ୍ମକୁ ନେଇ କିଛି ବିଶେଷ ବିବରଣୀ। ଚଳିତ ମାସ ୨୮ ତାରିଖରେ ବଡ଼ ପରଦାରେ ରିଲିଜ୍ ହେବାକୁ...