ଜେଲ୍‌ରେ ସାରଥୀ, ରାଜକନିକାରେ ସତସଙ୍ଗ – ଭଣ୍ଡ ବାବାର ଫଟୋ ଫିଙ୍ଗିଦେଲେ ଯୁବକ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଚୌଦ୍ୱାର ଜେଲ୍‌ରେ ସାରଥୀ। ହେଲେ କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ଭକ୍ତମାନେ କରୁଛନ୍ତି ସତସଙ୍ଗ। ସାରଥୀକୁ ନେଇ ଏତେ କାଣ୍ଡ ଘଟିଗଲା ପରେ ବି ଭକ୍ତମାନଙ୍କର ଜ୍ଞାନ ଉଦୟ ହେଉନି। କେନ୍ଦ୍ରାପଡ଼ା...

କେରଳ ବନ୍ୟା ପୀଡ଼ିତଙ୍କୁ ସାହା ହେଲେ ଓଡ଼ିଶା ଅଗ୍ନିଶମ କର୍ମଚାରୀ, ନବୀନ ଦେଲେ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେରଳର ପ୍ରଳୟଙ୍କାରୀ ବନ୍ୟାରେ ଲୋକଙ୍କୁ ଉଦ୍ଧାର କରିଥିଲେ ଓଡ଼ିଶା ଅଗ୍ନିଶମ କର୍ମଚାରୀ। ଜୀବନକୁ ପାଣି ଛଡ଼ାଇ ଯେଉଁ କର୍ମଚାରୀମାନେ କେରଳ ବନ୍ୟା ପୀଡ଼ିତଙ୍କୁ ସାହା ହୋଇଥିଲେ ସେମାନଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ...

ରାସ୍ତା ନାହିଁ, ନଈ ପାର୍ ହୋଇ ମେଡିକାଲକୁ ଆସିଲେ ଗର୍ଭବତୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରିର ଅନେକ ଗାଁକୁ ରାସ୍ତା ନାହିଁ। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ରୋଗୀ ଏବଂ ପ୍ରସୂତିମାନେ ମେଡିକାଲ ଯିବାରେ ଅସୁବିଧା ଭୋଗୁଛନ୍ତି। ଠିକ୍ ସମୟରେ ଆମ୍ବୁଲାନ୍ସ ପହଞ୍ଚି...

ସଲମାନ ଖାନଙ୍କ ସହ କାମ କରି ପଶ୍ଚାତାପ କରୁଥିବା ନାୟିକା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡ ସୁପରଷ୍ଟାର ସଲମାନ୍‌ ଖାନ୍‌ଙ୍କ ସହ କାମ କରି କେତେଜଣ ନାୟିକା ଏବେ ଅନୁତାପ କରୁଛନ୍ତି। ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ… ଭୂମିକା ଚାୱଲା ଭୂମିକା ଚାୱଲା ସାଉଥର ଜଣେ ଟପ୍‌ ହିରୋଇନ୍‌।...

୨୦୧୯ ପାଇଁ କମର କଷିଲେ ରାହୁଲ୍ – ୯ ଜଣିଆ କୋର୍ କମିଟି ଉପରେ କଂଗ୍ରେସର ଭରସା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ଦଳର ପ୍ରଚାର ମଙ୍ଗ ସମ୍ଭାଳିବା ପାଇଁ ୯ ଜଣିଆ କୋର୍ କମିଟି ଗ୍ରୁପ୍ ଗଠନ କରିଛନ୍ତି ରାହୁଲ ଗାନ୍ଧି। ୨୦୧୯ ନିର୍ବାଚନ ପାଇଁ କମର କଷିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।...

“ପଛକୁ ଫେରି ଚାହିଁଲେ ଏବେ ବି ମୋ’ କାନରେ ଶୁଭୁଛି – ମାଇଚିଆ ସତ୍ୟସୁନ୍ଦର”

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=AlypbtTxk_0] କିନ୍ନର ସାଧନା ମିଶ୍ରଙ୍କ ସଂଘର୍ଷ, ସାଧନା ଓ ସଶକ୍ତିକରଣର କାହାଣୀ "ଛୋଟ ବେଳେ ଆମ ଘରକୁ କେହି ଆସିଲେ ସେମାନେ ମତେ ଜାବୁଡ଼ି ଧରନ୍ତି" "୫ କି ୬ ବର୍ଷର ଥିବା ବେଳେ...

ପଳାତକ ବିଜୟ ମାଲ୍ୟାଙ୍କୁ ଏତେ ଆଦର କାହିଁକି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ କରି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଗଲେ ସେ ଭାରତର କେଉଁ ଜେଲ୍‌ରେ ରହିବେ ତାହାର ଏକ ଭିଡିଓ...

ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ – ୨୮ ଯାଏଁ ବର୍ଷିବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ସାରା ରାଜ୍ୟରେ ଶନିବାର ଦିନଠାରୁ ପ୍ରବଳ ବର୍ଷିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷଭାବେ ପଶ୍ଚିମ, ଆଭ୍ୟନ୍ତର ଓ ଉପକୂଳ...

ପାପଡାହାଣ୍ଡିରେ ୭୬ତମ ସହିଦ ଦିବସ ପାଳିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିଠାରେ ଥିବା ସହିଦ ସ୍ମୃତି ପୀଠରେ ୭୬ତମ ସହିଦ ଦିବସ ପାଳିତ ହୋଇଯାଇଛି। ୧୯୪୨ ମସିହା ଅଗଷ୍ଟ ୨୪ତାରିଖରେ ପାପଡାହାଣ୍ଡିସ୍ଥିତ ତୁରି ନଦୀ କୂଳରେ ଇଂରେଜ ମାନଙ୍କ ଶିକାର...

ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

 ଓଡ଼ିଶାଲାଇଭ୍‌ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଜଣେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତକଙ୍କ ପରିବାର ସମେତ ଉଦଳା ଜନସାଧାରଣ...