ଦେବାଶିଷଙ୍କ ସ୍ଥାନରେ ରଶ୍ମି – ଓଡ଼ିଶା ରଣଜୀ ଟିମର କୋଚ ହେଲେ ରଶ୍ମିରଞ୍ଜନ ପରିଡ଼ା

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୂର୍ବତନ ଓଡ଼ିଶା ରଣଜୀ ଦଳର ଅଧିନାୟକ ରଶ୍ମିରଞ୍ଜନ ପରିଡ଼ାଙ୍କୁ ଓଡ଼ିଶା କିକ୍ରେଟ ଦଳର କୋଚ୍‌ ଭାବେ ନିଯୁକ୍ତି ଦିଆଯାଇଛି।  ବଦଳିଲେ ଓଡ଼ିଶା ରଣଜୀ ଟିମ୍‌ର କୋଚ। ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଲେ ରଶ୍ମି...

‘ଗୁରୁଙ୍କ ସ୍ଥାନ ନେଇପାରିବନି ଗୁଗୁଲ’ – କହିଲେ ଉପରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ      ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି। ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ...

ଅଘଟଣ – ଟ୍ରେନରୁ ଖସିପଡ଼ି ଡାକ୍ତର ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ରେଲୱେ ଷ୍ଟେସନ୍‌ର ୧ନମ୍ବର ପ୍ଲାଟ୍‌ଫର୍ମରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କ ମୃତଦେହକୁ ଶନିବାର ଦିନ ଉଦ୍ଧାର କରାଯାଇଛି। ଟ୍ରେନରେ ଚଢୁଥିବା ବେଳେ ଖସି ପଡ଼ି ଜଣେ ଅବସର ପ୍ରାପ୍ତ ଡାକ୍ତରଙ୍କ ମୃତ୍ୟୁ ଘଟିଛି।...

ବଲିଉଡର ଏହି ଯୋଡ଼ିଙ୍କୁ ପସନ୍ଦ କରିନାହାନ୍ତି ଦର୍ଶକ

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ବେଳେବେଳେ ନିର୍ଦ୍ଦେଶକମାନେ ମେଳ ଖାଉନଥିବା ନାୟକ-ନାୟିକାଙ୍କ ଯୋଡ଼ି ବନାଇଛନ୍ତି, ଯାହା ପରଦାରେ ବିଶେଷ କିଛି କମାଲ ଦେଖାଇ ପାରିନଥିଲା। ଆସନ୍ତୁ ଜାଣିବା ଏହି ଅମେଳ ଯୋଡ଼ିଙ୍କ ସମ୍ପର୍କରେ… ହିନ୍ଦୀ ସିନେମାରେ...

ଜାତୀୟ ଜୁନିୟର ମନୋନୟନ କମିଟିର ସଦସ୍ୟ ନିଯୁକ୍ତ ହେଲେ ଦେବାଶିଷ ମହାନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କ୍ରିକେଟ ପ୍ରଶାସକ କମିଟି ଶୁକ୍ରବାର ଭାରତର ପୂର୍ବତନ ଦ୍ରୁତ ବୋଲର ଦେବାଶିଷ ମହାନ୍ତିଙ୍କୁ ଜୁନିଅର ଚୟନକାରୀ କମିଟିରେ ସଦସ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ପ୍ରଥମ ସିନିୟର ଆନ୍ତର୍ଜାତିକ...

ଅପପୁଷ୍ଟି ଓ ସାମାଜିକ ଅସମାନତା ରାଜ୍ୟ ପାଇଁ ସତର୍କ ଘଣ୍ଟି: ରାଜୀବ କୁମାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ବିକାଶ କନକ୍ଲେଭ ଉଦଘାଟନୀ ସମାରୋହରେ ନୀତି ଆୟୋଗ ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଯୋଗଦେଇ ଓଡ଼ିଶା ଆଜି ପଛୁଆ ବୋଲି କହିଛନ୍ତି। "ସାମାଜିକ ଅସମାନତା, ଅପପୁଷ୍ଟି ଓ ଶିକ୍ଷାଦାନ ବ୍ୟବସ୍ଥାରେ ଗୁଣାତ୍ମକ...

ପ୍ରମୁଖ ନଦୀରେ ବିସର୍ଜନ ହେବ ବାଜପେୟୀଙ୍କ ଚିତାଭସ୍ମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଜିଲ୍ଲା ସଭାପତିମାନଙ୍କୁ ଦିଆଗଲା ବାଜପେୟୀଙ୍କ ଚିତାଭସ୍ମ କଳସ। ପୁରୀ ମହୋଦଧିରେ ବାଜପେୟୀଙ୍କ ଚିତାଭସ୍ମ ବିସର୍ଜନ ହେବା ପରେ ରାଜ୍ୟର ପ୍ରମୁଖ ନଦୀରେ ବସର୍ଜନ ହେବ ଚିତାଭସ୍ମ। ଏନେଇ ଆଜି ଜିଲ୍ଲା ବିଜେପି...

ଟିଟୋକୁ ପୁଣି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋକୁ ପୁଣି ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ହେଲେ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଏସ୍‌ଟିଏଫ୍‌ର ରିମାଣ୍ଡ ଆବେଦନକୁ ଖାରଜ କରି ଦେଇଛନ୍ତି। ୨୭ ତାରିଖ...

ଏକାଠି ବସିଲେ ନବୀନ, ଧର୍ମେନ୍ଦ୍ର ଓ ନିରଞ୍ଜନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆରୋପ ପ୍ରତ୍ୟାରୋପ ରାଜନୀତିକୁ ଭୁଲି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଏକାଠି ହେଲେ ସବୁ ଦଳର ନେତା। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆଜି ଚକିତ କଲା ଭଳି ଘଟଣା ଘଟିଛି। ମନାନ୍ତର, ମତାନ୍ତରକୁ ପଛରେ...

ପର୍ଯ୍ୟଟକମାନେ ଯାହା ଚାହୁଁଛନ୍ତି ତାହା ଓଡ଼ିଶାରେ ଅଛି – ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମାନସମନ୍ଥନ ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ଦିନ ତମାମ୍ ଚାଲିଲା ଆଲୋଚନା ୬ଟି ଅଧିବେଶନରେ ମତ ରଖିଲେ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ...