ସଚେତନତା ଅଭାବ – ମଇନାପଦର ଗ୍ରାମବାସୀ ଖାଉଛନ୍ତି ଆମ୍ବକୋଇଲିରୁ ପ୍ରସ୍ତୁତ ପିଠା

ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର ଆମ୍ବକୋଇଲି ଗୁଣ୍ଡ ନେଲାଣି ଅନେକ ଜୀବନ। ଅନାହାର ଓ ଭୋକ ସହିନପାରି କେଉଁଠି ଆମ୍ବକୋଇଲି ଗୁଣ୍ଡ ଖାଉଛନ୍ତି ତ ଆଉ କେଉଁଠି ପାରମ୍ପରିକ ଖାଦ୍ୟ ଭାବେ ଏହାକୁ ଗ୍ରହଣ କରୁଛନ୍ତି। ନବରଙ୍ଗପୁର...

ବାଜପେୟୀ ଥିଲେ ଦକ୍ଷ ରାଜନେତା ଓ ମହାନ କବି – ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ବହୁ ବରିଷ୍ଠ ନେତା ସାମିଲ ପିସିସି ସଭାପତି ଓ ବିରୋଧୀ ଦଳ ନେତା ଦେଲେ ଶ୍ରଦ୍ଧାଞ୍ଜଳି ଧର୍ମେନ୍ଦ୍ର...

ଲାଲୁଙ୍କୁ ଡବଲ୍ ଝଟକା – ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଘୋଟାଲା ମାମଲାରେ ଲାଲୁ ପ୍ରସାଦଙ୍କ ଜାମିନ ଆବେଦନର ଖାରଜ କରିଦେଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଡବଲ୍ ଝଟକା। ଚାରା ଘୋଟାଲା ମାମଲାରେ ଲାଲୁଙ୍କ ଜାମିନ ଆବେଦନର...

୧୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା : ପାଣିପାଗ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ ହେବା ଫଳରେ ୧୮ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଦୁର୍ବଳ।...

ଅମଲା ସଂଘର କଲମ ଛାଡ଼ ଆନ୍ଦୋଳନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରି ନଥିବାରୁ ବିଭାଗୀୟ ମୁଖ୍ୟ ସେକ୍‌ସନ୍ ଅଫିସର ସଂଘ ଏବଂ ଅମଲା ସଂଘ ପକ୍ଷରୁ କଲମଛାଡ଼ ଆନ୍ଦୋଳନ କରାଯାଇଛି। ୧୬ ତାରିଖଠାରୁ କର୍ମଚାରୀମାନେ ଆନ୍ଦୋଳନକୁ...

ବାଜପେୟୀଙ୍କ ଝିଆରୀ ଉଠାଇଲେ ପ୍ରଶ୍ନ – ‘ଚିତାଭସ୍ମକୁ ନେଇ ବିଜେପି କରୁଛି ରାଜନୀତି’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା ବିଜେପିକୁ କରିଛନ୍ତି ସମାଲୋଚନା। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 'ଚିତାଭସ୍ମ' ଶୋଭାଯାତ୍ରା ଉପରେ ପ୍ରଶ୍ନ ଉଠାଇଛନ୍ତି ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା। ୨୦୧୯ ଲୋକସଭା ନିର୍ବାଚନରେ...

ସୁପ୍ରିମକୋର୍ଟ ପଚାରିଲେ କ’ଣ ଆଇଏଏସ ଅଫିସରଙ୍କ ନାତି ବି ପଛୁଆ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁପ୍ରିକୋର୍ଟଙ୍କ ପ୍ରଶ୍ନ - ଯଦି ଜଣେ ସଂରକ୍ଷିତ ବର୍ଗରୁ ଆସି ଗୋଟିଏ ରାଜ୍ୟର ମୁଖ୍ୟ ଶାସନ ସଚିବ ହେଲେ ତେବେ ବି କ’ଣ ତାଙ୍କ ପରିବାରର ସଦସ୍ୟଙ୍କୁ ପଛୁଆ ବର୍ଗ ବୋଲି...

ସୁରତକୁ ସିଧାସଳଖ ବିମାନ ଦାବି – କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରୁ ଗୁଜୁରାଟର ସୁରତ ସହରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି...

୨୪ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ – ଜାଣନ୍ତୁ କିଏ କେଉଁ ପୁରସ୍କାର ପାଇଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୪ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ’ ସମ୍ମାନ। ୨୦୦୯ରୁ ୨୦୧୬ ମସିହା ପର୍ଯ୍ୟନ୍ତ ଦୀର୍ଘ ୮ ବର୍ଷର ଶ୍ରେଷ୍ଠ ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ପ୍ରଦାନ କରିଛନ୍ତି। ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ...

ଅସାବଧାନତା ଯୋଗୁଁ ଟ୍ରେନରେ କଟିଗଲା ଦୁଇ ମୁଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଲୱେ ଷ୍ଟେସନ୍‌ ନିକଟ ନୂଆପଡ଼ା ଗାଁ ଦେଇ ଯାଇଥିବା ଟ୍ରେନ ଟ୍ରାକ୍‌ରେ ଅଘଟଣ ଘଟି ଯାଇଛି ଦୁଇ ଜୀବନ। ଅସାବଧାନତା ଯୋଗୁଁ ଟ୍ରେନ୍‌ ଟ୍ରାକରେ କଟିଯାଇଛି ଦୁଇ ମୁଣ୍ଡ।...