ପ୍ରକୃତି ପ୍ରେମର ଅନନ୍ୟ ଉଦାହରଣ – ଗଛକୁ ରାଖୀ ବାନ୍ଧିଲେ ଗ୍ରାମବାସୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପବିତ୍ର ର।କ୍ଷୀ ପୂର୍ଣ୍ଣିମା ଅବସରରେ ଭଉଣୀ ନିଜର ସୁରକ୍ଷାକବଚ ରୂପେ ଭାଇ ହାତରେ ରାଖୀ ବାନ୍ଧି ଭାଇର ଶୁଭମନାସୀ ଥାନ୍ତି। ପ୍ରାଚୀନକାଳରୁ ଚଳିଆସୁଥିବା ଏହି ଚିରାଚରିତ ପ୍ରଥାକୁ ମୟୂରଭଞ୍ଜ ଜିଲ୍ଲାର ଅ।ଦିବାସୀ...

ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ – ଏସିଆନ ଗେମ୍ସରେ ଜିତିଲେ ରୌପ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାକର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୧୦୦ ମିଟର ଦୌଡର ଫାଇନାଲରେ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ କମାଲ। ଦୂତି ନିଜ କ୍ୟାରିୟରରେ...

ଶାହିଦଙ୍କ ଅପକମିଂ ମୁଭି ‘ବତି ଗୁଲ୍ ମିଟର ଚାଲୁ’ ବିଷୟରେ କିଛି ରୋଚକ କଥା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଅପକମିଂ ବଲିଉଡ ମୁଭି ‘ବତି ଗୁଲ୍‌ ମିଟର ଚାଲୁ’ ବିଷୟରେ କିଛି ରୋଚକ କଥା ଆସନ୍ତୁ ଜାଣିବା। ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍‌ କପୁର ଏବେ ଏକ ନୂଆ ହିନ୍ଦୀ ସିନେମାରେ...

ଓଡ଼ିଶା ବିକାଶ କନକ୍ଲେଭ – ବିକାଶ ପ୍ରସ୍ତାବକୁ ଅନୁଧ୍ୟାନ କରିବେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିନି ଦିନ ବ୍ୟାପି ଆୟୋଜିତ ଓଡ଼ିଶା ବିକାଶ କନକ୍ଲେଭ ରବିବାର ଉଦଯାପିତ ହୋଇଯାଇଛି। ଓଡ଼ିଶା ସମେତ ୯ଟି ରାଜ୍ୟର ୨୬୭୦ରୁ ଅଧିକ ପ୍ରତିନିଧି ୧୯ଟି ପୃଥକ ପୃଥକ ପ୍ରସଙ୍ଗ ଉପରେ ମାରାଥନ...

ପରଦାରେ ‘ଜାସୁସ୍’ ବନିଥିବା କଳାକାରଙ୍କୁ ଜାଣନ୍ତି କି?

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ପପୁଲାର ଆକ୍ଟର ଇମ୍ରାନ୍‌ ହାସମୀ ଜଣେ ଜାସୁସ୍‍ ଭୂମିକା ନିଭାଉଛନ୍ତି ଫିଲ୍ମ ‘ଫାଦର୍ସ ଡେ’ରେ। ଆସନ୍ତୁ ଜାଣିବା ଅନ୍ୟ କେଉଁ କଳାକାରମାନେ ମଧ୍ୟ ‘ଜାସୁସ୍’ ବନିଥିଲେ ପରଦା ଉପରେ… ଇମ୍ରାନ୍‌...

ଆଜି ରାଖୀ ପୂର୍ଣ୍ଣିମା – ରାଜନେତାଙ୍କ ଫଟୋ ଥିବା ରାଖୀର ଡିମାଣ୍ଡ ବେଶୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିବ। ବଦଳରେ ଭାଇ ଭଉଣୀକୁ ସୁରକ୍ଷା ଦେବାର ସଂକଳ୍ପ ନେବ। ଏହି ପର୍ବ...

ଓଲିଉଡରେ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ନେଇ ତିଆରି ସିନେମା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡରେ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କ ଉପରେ ବେଶ୍ କେତୋଟି ଓଡ଼ିଆ ସିନେମା ନିର୍ମିତ ହୋଇଛି। ଆସନ୍ତୁ ସେଥିରୁ କିଛି ସ୍ମୃତି ସାଉଁଟିବା… ପ୍ରଖ୍ୟାତ ପ୍ରଯୋଜକ ରବିନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ଓ...

ବଲିଉଡରେ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ନେଇ ତିଆରି ସିନେମା

ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ଭାଇ-ଭଉଣୀଙ୍କର ପବିତ୍ର ସମ୍ପର୍କକୁ ନେଇ ତିଆରି ହୋ‍ଇଥିବା କିଛି ସିନେମା ବିଷୟରେ ଆସନ୍ତୁ ଜାଣିବା। ସିକନ୍ଦର ‘ରାଖୀ’ ପର୍ବ ପ୍ରଥମେ ପ୍ରଦର୍ଶିତ ହୋଇଥିଲା ୧୯୪୧ ମସିହା ରିଲିଜ୍ ହୋଇଥିବା ଫିଲ୍ମ ‘ସିକନ୍ଦର’ରେ।...

ମହାକାଳପଡ଼ା ଥାନାରୁ ‘ମୁଷା’ ଚମ୍ପଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୋବାଇଲ ଚୋରି ଅଭିଯୋଗରେ ଅଭିଯୁକ୍ତ ମୁଷାକୁ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା ପୋଲିସ। ହେଲେ ପୋଲିସକୁ ଚକ୍‌ମା ଦେଖାଇ ମୁଷା ମାରିଲା ଚମ୍ପଟ। କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାରୁ...

ଓଡ଼ିଶାରେ ଖୋଲିବ ଆଉ ୩ଟି ମେଡିକାଲ କଲେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱରରେ ଖୋଲିବ ଏମ୍‌ସର ସାଟେଲାଇଟ୍ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦେଢ଼ ବର୍ଷରେ ଖୋଲିବ ଓପିଡି ବ୍ଳକ ପ୍ରତିଦିନ ୬୦୦ରୁ ୭୦୦ ରୋଗୀଙ୍କୁ ଚିକିତ୍ସା ସୁବିଧା "ଓଡ଼ିଶାରେ ଖୋଲିବ...