୨୪ବର୍ଷ ପରେ ପୁଣି ଭାରତ ପାଇଁ ପ୍ରତିନିଧିତ୍ଵ କରିବେ କପିଲ ଦେବ
ଓଡ଼ିଶାଲାଇଭ୍ ବ୍ୟୁରୋ
କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ପୁଣି ଥରେ ପଡ଼ିଆକୁ ଓହ୍ଲାଇବେ। କିନ୍ତୁ କ୍ରିକେଟ ପଡ଼ିଆରେ ନୁହେଁ ଏବେ ଗଲ୍ଫରେ ଜଲୱା ଦେଖାଇବେ ଏହି ପୂର୍ବତନ କ୍ରିକେଟର।
କ୍ରିକେଟରେ ପଡ଼ିଆରେ ଦର୍ଶକଙ୍କ ମନୋରଞ୍ଜନ କରିସାରିଥିବା...
ବେକାରୀ ସମସ୍ୟାକୁ ନେଇ ବିକ୍ଷୋଭ: ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର। ପୋଲିସ ଓ ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି। ଛାତ୍ର କଂଗ୍ରେସ କର୍ମୀଙ୍କୁ ଗୋଡ଼ାଇ ପିଟିଲା ପୋଲିସ୍। ବେକାରୀ ସମସ୍ୟାକୁ କେନ୍ଦ୍ର କରି ଆନ୍ଦୋଳନ ଚାଲିଥିବା...
ଭାରତ ବଜାରରେ ପୁଣି ପ୍ରବେଶ କଲା ହିରୋ କରିଜମା ଜେଡଏମଆର – ଜାଣନ୍ତୁ କେତେ ରହିଛି ଦାମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁଣି ଭାରତ ବଜାରରେ ପ୍ରବେଶ କରିଛି ହିରୋ କରିଜମା ଜେଡଏମଆର।
ପାଖାପାଖି ଦେଢ଼ବର୍ଷ ପରେ ପୁଣି ଭାରତ ବଜାରରେ ପ୍ରବେଶ କରିଛି ହିରୋ କରିଜମା ଜେଡଏମଆର। କମ୍ପାନି ୱେବସାଇଟରେ ଏହାର ସୂଚନା ଦିଆଯାଇଛି।...
ଟିଟୋ ଲିଙ୍କ୍ – ବାପୁ ପରିଡ଼ାର ଆଉ ଦୁଇ ସହଯୋଗୀ ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ୟାଙ୍ଗଷ୍ଟର ଟିଟୋ ସାମ୍ରାଜ୍ୟର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ୍ ଏସ୍ଟିଏଫ୍। ଟିଟୋ ଲିଙ୍କ୍ରେ ୨୮ ତାରିଖରେ ପାରାଦୀପରୁ ଗିରଫ ହୋଇଥିବା ବାପୁ ପରିଡ଼ାର ଆଉ ଦୁଇ ଜଣ ସହଯୋଗୀଙ୍କୁ ଏସ୍ଟିଏଫ୍ ଗିରଫ କରି...
ଟିଟୋ ଲିଙ୍କକୁ ନେଇ ପାରାଦୀପ ରାଜନୀତିରେ ନିଆଁ – ଦାମଙ୍କୁ ଘେରିଲେ ବାପି ସର୍ଖେଲ୍ ଓ ବିଷ୍ଣୁ ଦାସ
ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବ୍ଜାରେ ଟିଟୋ ସହଯୋଗୀ ବାପୁ ପରିଡ଼ା। ଟିଟୋ ଲିଙ୍କକୁ ନେଇ ପାରାଦୀପ ରାଜନୀତିରେ ଝଡ଼।
ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍।...
‘ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍’ ଦୁର୍ନୀତିରେ ଲାଲୁଙ୍କ ପରିବାରକୁ ସମନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରେଳବାଇରେ ଖାଦ୍ୟ ବ୍ୟବସ୍ଥା ଓ ପର୍ଯ୍ୟଟନ ନିଗମ(ଆଇଆରସିଟିସି) ଦୁର୍ନୀତି ଘଟଣାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମେତ ତାଙ୍କ ପତ୍ନୀ ରାବିଡ଼ି ଦେବୀ ଓ ପୁତ୍ର ତେଜସ୍ୱୀଙ୍କୁ ଦିଲ୍ଲୀ...
ନିଜ ହାତରେ ନିଜ କବର ଖୋଳିଲେ ୭୦ ବର୍ଷର ବୃଦ୍ଧ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ପାଇଁ ନିଜେ କବର ଖୋଳି ସମାଧି ନେବାକୁ ସ୍ଥିର କରିଥିଲେ ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ଜିଲ୍ଲାର ୭୦ ବର୍ଷର ବୃଦ୍ଧ ଥାଟିରେଡ୍ଡି ଲଛି ରେଡ୍ଡି। କିନ୍ତୁ ଏଭଳି ଉଦ୍ୟମରୁ ତାଙ୍କୁ ନିବୃତ୍ତ...
୧୪୦୦ କିଲୋମିଟର ଯିବାକୁ ଲାଗିଲା ସାଢ଼େ ତିନିବର୍ଷରୁ ଅଧିକ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୪ ନଭେମ୍ବରରେ ବିଶାଖାପାଟଣାରୁ ବାହାରି ୨୦୧୮ ଜୁଲାଇରେ ଉତ୍ତରପ୍ରଦେଶର ବସ୍ତିରେ ପହଞ୍ଚିଲା ସାର ବୋଝେଇ ମାଲଗାଡ଼ି ଡବା।
ଯାତ୍ରୀବାହୀ ଟ୍ରେନ୍ ବିଳମ୍ବରେ ଛାଡ଼ିବା କି ପହଞ୍ଚିବା ସାଧାରଣ କଥା। ମାଲଗାଡ଼ି ବିଳମ୍ବରେ ପହଞ୍ଚିବାରେ...
ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନର ପ୍ରଭାବ – ମାଓ ଦମ୍ପତ୍ତିଙ୍କ ଆତ୍ମସମର୍ପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ନକ୍ସଲଙ୍କ ସହିଦ ସପ୍ତାହରେ ନକ୍ସଲଙ୍କୁ ଏକ ବଡା ଝଟକା ଲାଗିଛି। ଏକ ମାଓ ଦମ୍ପତ୍ତି ମାଲକାନାଗିରି ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆଞ୍ଚଳିକ କମିଟି ସଦସ୍ୟ ମୁକେଶ ଏବଂ...
ଦିଲ୍ଲୀ ବୁରାରି ଘଟଣାର ପୁନରାବୃତ୍ତି – ରାଞ୍ଚିରେ ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଦିଲ୍ଲୀରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଝାଡ଼ଖଣ୍ଡରେ ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କ ରହସ୍ୟମୟ ମୃତ୍ୟୁ ଘଟିଛି।
ଗୋଟିଏ ପରିବାରର ୭ଜଣଙ୍କ ଆତ୍ମହତ୍ୟା। ଝାଡ଼ଖଣ୍ଡର...





















