ଭଟଲି ଗୁଳିକାଣ୍ଡ – ବିଜେପି ନେତା ଗିରଫ
ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଧବାର ରାତିରେ ହୋଇଥିଲା ଗୁଳିକାଣ୍ଡ
୪ ରାଉଣ୍ଡ ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ
ଗୁଳିମାଡ଼ରେ ବିଜେଡି କର୍ମୀ ଆହତ
ବରଗଡ଼ ଜିଲ୍ଲା ଭଟ୍ଲି ଗୁଳିକାଣ୍ଡ ଘଟଣାରେ ବିଜେପି ନେତା ଇରାଶିଷ ଆଚାର୍ଯ୍ୟଙ୍କୁ...
ତାଜମହଲର ସୁରକ୍ଷା – ସୁପ୍ରିମକୋର୍ଟ ପଚାରିଲେ କ’ଣ ତାମସା ଚାଲିଛି?
ଓଡ଼ିଶାଲାଇଭ୍ ବ୍ୟୁରୋ
ତାଜମହଲର ରକ୍ଷଣାବେକ୍ଷଣକୁ ନେଇ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଜୋର ବର୍ଷିଛନ୍ତି। ସୁପ୍ରିମକୋର୍ଟର ବିଚାରପତି କହିଛନ୍ତି ଯେ ତାଜମହଲର ସଂରକ୍ଷଣ ପାଇଁ ଏ ଦୁଇ ସରକାର କିଛି...
ନକ୍ସଲମାନେ ହିଂସା ବଦଳରେ ଶାନ୍ତି ଓ ପ୍ରଗତିରେ ସାମିଲ ହୁଅନ୍ତୁ – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦଘାଟିତ ହେଲା ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ
ଗୁରୁପ୍ରିୟା ସେତୁକୁ ଶାନ୍ତି, ପ୍ରଗତି ଓ ଗର୍ବର ପ୍ରତୀକ: ମୁଖ୍ୟମନ୍ତ୍ରୀ
ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ସ୍ଵପ୍ନ ସାକାର ହୋଇଛି: ମୁଖ୍ୟମନ୍ତ୍ରୀ
...
ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ମୁହଁରେ ହସ ଫୁଟାଇଲା ସମ୍ପର୍କର ସେତୁ ଗୁରୁପ୍ରିୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୀର୍ଘ ୪୫ ବର୍ଷର ଜଳବନ୍ଦୀ ଜୀବନ ବିତାଇବା ପରେ ଏଥର ବିକାଶର ମୁଖ୍ୟ ଧାରାରେ ସାମିଲ ହୋଇଛି ମାଲକାନଗିରି ବିଚ୍ଛିନ୍ନାଞ୍ଚଳର ୧୫୧ ଟି ଗାଁ।
ଦୀର୍ଘ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାର...
ଉଦଘାଟିତ ହେଲା ଗୁରୁପ୍ରିୟା ସେତୁ – ବିଚ୍ଛିନ୍ନାଞ୍ଚଳବାସୀଙ୍କ ସହ ସମୟ ବିତାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବହୁପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଉଦଘାଟିତ
ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳକୁ ବାହାର ଦୁନିଆ ସହିତ ସଂଯୋଗ ପାଇଁ ବାଟ ଫିଟିଲା
ଗୁରୁପ୍ରିୟା ସେତୁର ଲମ୍ବ ହେଉଛିି ୯୧୦...
କାରଗିଲ ଯୁଦ୍ଧକୁ ପୂରିଲା ୧୯ବର୍ଷ – ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଦେଶବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କାରଗିଲ୍ ଯୁଦ୍ଧର ୧୯ଶ ବାର୍ଷିକୀ ଅବସରରେ ଦେଶର ସୀମାନ୍ତ ସୁରକ୍ଷା ନିମନ୍ତେ ଆତ୍ମବଳୀ ଦେଇଥିବା ଭାରତର ସାହସୀ ସୈନିକଙ୍କ ଉଦ୍ଦେଶ୍ୟରେ ଗୁରୁବାର ଦିନ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
କାରଗିଲ୍ ଯୁଦ୍ଧକୁ ପୂରିଛି ୧୯...
ଅଭ୍ୟାସ ମ୍ୟାଚରେ ଜଲୱା ଦେଖାଇଲେ କୋହଲି ଓ ଦିନେଶ କାର୍ତ୍ତିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଏସେକ୍ସ ବିପକ୍ଷ ଏକମାତ୍ର ଅଭ୍ୟାସ ମ୍ୟାଚ୍ରେ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି।
ଘରୋଇ ଇଂଲଣ୍ଡ ବିପକ୍ଷ ଗୁରୁତ୍ୱପୂର୍ଣ୍ଣ...
ପରଦାକୁ ଫେରୁଛନ୍ତି ବଲିଉଡର ପପୁଲାର ଯୋଡ଼ି ଅଜୟ ଦେବଗନ୍ ଓ କାଜୋଲ୍
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ଚର୍ଚ୍ଚିତ ଯୋଡି ଅଜୟ ଦେବଗନ୍ ଓ କାଜୋଲ୍ ପୁଣି ଏକାଠି ପରଦାରେ ନଜର ଆସିବେ। ଆସନ୍ତୁ ଜାଣିବା, ଅତୀତରେ କେଉଁ ଫିଲ୍ମରେ ଏହି ଯୋଡି ନଜର ଆସିଛନ୍ତି ଓ...
ଆଜି ଗୁରୁପ୍ରିୟା ସେତୁର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୫ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ
ଓଡ଼ିଶାଲାଇଭ୍ ବ୍ୟୁରୋ
ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁର ଆଜି ଲୋକାର୍ପଣ କରିବେ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ମାଲକାନଗିରି ଜିଲ୍ଲା କଂଗ୍ରେସ ଅଫିସରୁ...
ଦିଲ୍ଲୀରେ ଚାଞ୍ଚଲ୍ୟ – ଭୋକ ଉପାସରେ ଆଖିବୁଜିଲେ ତିନି ଭଉଣୀ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଏକାସାଙ୍ଗରେ ତିନି ଭଉଣୀଙ୍କ ମୃତ୍ୟୁକୁ ନେଇ ଉଠୁଛି ପଡ଼ୁଛି ଦିଲ୍ଲୀ। ଦ୍ୱିତୀୟ ପର୍ଯ୍ୟାୟ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା।
ଭାରତର ରାଜଧାନୀ ଦିଲ୍ଲୀରେ ଆଜି ଏମିତି ଗୋଟିଏ ଘଟଣା ଘଟିଛି ଯାହା ଚାରିଆଡ଼େ ଚହଳ...





















