ଓଲିଉଡ ଷ୍ଟାର ବାବୁସାନ ସବୁବେଳେ ଚର୍ଚ୍ଚାରେ… ଜାଣନ୍ତୁ କାହିଁକି…

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡ ଷ୍ଟାର ବାବୁସାନ ଅନେକ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। କେତେବେଳେ ନିଜ ଫିଲ୍ମ ପାଇଁ ତ କେତେବେଳେ ନିଜ ଡିଜେୱାଲା ଡ୍ୟାନ୍ସ ପାଇଁ। ଆସନ୍ତୁ ଜାଣିବା ବାବୁସାନଙ୍କ ବିଷୟରେ ଆଉ...

ପୁସ୍ତକ ସମୀକ୍ଷା: ସାତ ଖୁଣ ମାଫ୍

ଭାସ୍କର ପରିଛା ସଂକଳନର ସବୁଠାରୁ ବଡ଼ ଅଥଚ ପାଠକକୁ ଧରି ରଖିପାରିବା ଭଳି ଗପ ହେଉଛି ‘ଏଥର ଫେରୁଛି’। ମଧୁଛନ୍ଦା ଓ ସୂର୍ଯ୍ୟସ୍ନାତଙ୍କ ଭିତରେ ଗଢ଼ି ଉଠିଥିବା 'ଏବେ ଅଛି ଏବେ ନାହିଁ'...

ଶରୀରକୁ ଫୂର୍ତ୍ତି କରେ ଚା’

ଓଡ଼ିଶାଲାଇଭ୍‌ ବ୍ୟୁରୋ କପେ ଚା’ ଦିନଯାକର ମାନସିକ ଚାପରୁ ମୁକ୍ତି ଦେବା ସହିତ ଶରୀରରେ ଆଣିଥାଏ ଫୂର୍ତ୍ତି। ଚା’ର କେତେକ ଔଷଧୀୟ ଗୁଣ ରହିଛି। ମୁଣ୍ଡବିନ୍ଧାଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଅବସାଦ ଦୂର କରିବାରେ...

ଫିଫା ଫୁଟବଲ ବିଶ୍ୱଯୁଦ୍ଧର ଆଜି ଶେଷ ଦିନ, ଟାଇଟଲ ପାଇଁ ମୁହାଁମୁହିଁ ହେବେ ଫ୍ରାନ୍ସ ଏବଂ କ୍ରୋଏସିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରୁଷିଆ ଫୁଟବଲ୍‌ ବିଶ୍ୱଯୁଦ୍ଧର ଅନ୍ତିମ ମୁକାବିଲାରେ ଦୁଇ ୟୁରୋପୀୟ ଶକ୍ତି ଫ୍ରାନ୍ସ ଏବଂ କ୍ରୋଏସିଆ ମୁହାଁମୁହିଁ ହେବେ। ରୁଷରେ ପ୍ରାୟ ଏକ ମାସ ଧରି ଚାଲିଥିବା ଫୁଟବଲ ମହାସମରର ଆଜି ଅନ୍ତିମ...

ରାଷ୍ଟ୍ରପତି ରାଜ୍ୟସଭାକୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ଦେଶର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୮୦ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ରାଷ୍ଟ୍ରପତି ଦେଶର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏହି...

ସଙ୍ଗୀତାଙ୍କଠାରୁ କାଟ୍ରିନାଙ୍କ ଯାଏଁ ଲମ୍ବିଛି ସଲମାନଙ୍କ ପ୍ରେମିକା ତାଲିକା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନ ନିଜ ଆଫେଆରକୁ ନେଇ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ଆସନ୍ତୁ ଜାଣିବା କେଉଁମାନଙ୍କ ସହିତ ସଲମାନଙ୍କ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା ବେଶ୍‌ ଜୋର୍‌ ଧରିଥିଲା... ସୁପରଷ୍ଟାର...

ଭାବ, ଭକ୍ତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁ ଟାଣିଲେ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେବଳ ପୁରୀରେ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ରଥଯାତ୍ରା ପାଳିତ ହୋଇଛି। ରାଜଧାନୀ ଭୁବନେଶ୍ୱର, ବାରିପଦା, କୋରାପୁଟର ସାବରଶ୍ରୀକ୍ଷେତ୍ର ଏବଂ କଟକ ଆଦି ସ୍ଥାନରେ ଆନନ୍ଦ ଉଲ୍ଲାସର...

ବିଶାଖାପାଟଣାରେ ଗଡ଼ିଲା ମହାପ୍ରଭୁଙ୍କ ରଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା, (ଯଶୋବନ୍ତନାରାୟଣ ପାଢ଼ୀ): ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ବିଶାଖାପାଟଣା ସହର। ଚଳିତବର୍ଷ ବିଶାଖାପାଟଣା ସହରରେ ୫ଟି ଅନୁଷ୍ଠାନ ପକ୍ଷରୁ ପାଳନ କରାଯାଇଛି ପବିତ୍ର ଘୋଷଯାତ୍ରା। ବିଶାଖାପାଟଣାର ଦଶପଲ୍ଲା ହିଲ୍‌ସଠାରେ...

ଊର୍ଦ୍ଧ୍ୱବାହୁ ହୋଇ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଧର୍ମେନ୍ଦ୍ର, ଓଡ଼ିଆରେ ଟୁଇଟ୍ କଲେ ଅମିତ ଶାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀରେ ଊର୍ଦ୍ଧ୍ୱବାହୁ ହୋଇ ଧର୍ମେନ୍ଦ୍ର ପ୍ରଧାନ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଥିବା ବେଳେ ଓଡ଼ିଆରେ ଟୁଇଟ୍ କରି ଅମିତ ଶାହ ଓଡ଼ିଶାବାସୀଙ୍କ ନିକଟର ହେବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି। ପୁରୀ ବଡ଼ଦାଣ୍ଡରେ ମହାପ୍ରଭୁଙ୍କ...

ଆଜି ହେଉଛି ଓଡ଼ିଶା ପାଇଁ ସୌଭାଗ୍ୟର ଦିନ: ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ସାମିଲ୍ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରଥାରୂଢ଼ ଜଗନ୍ନାଥ, ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ଦର୍ଶନ କରିବା ସହ ପୁରୀ ଗୋବର୍ଦ୍ଧନ ପୀଠରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ।...