ଅଢ଼େଇ ବର୍ଷ ପରେ ଭାରତୀୟ ଟିମ୍‌ରେ ସୁରେଶ ରାଇନା ସାମିଲ: ପୁଣି ଦିନିକିଆରେ ଦେଖାଇବେ ଜଲୱା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଗାମୀ ଇଂଲଣ୍ଡ ଗସ୍ତ ଲାଗି ଭାରତୀୟ ଦିନିକିଆ କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି ସୁରେଶ ରାଇନା। ରାଇନା ଦୀର୍ଘ ୩୨ ମାସର ବ୍ୟବଧାନ ପରେ ଭାରତୀୟ ଦିନିକିଆ ଟିମ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଗାମୀ ଇଂଲଣ୍ଡ ଗସ୍ତ...

ଜାପାନରେ ୬.୧ ତୀବ୍ରତାର ଭୂମିକମ୍ପ: ୩ ମୃତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଥରିଲା ଜାପାନ। ସୋମବାରଦିନ ସକାଳୁ ପଶ୍ଚିମ ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମକମ୍ପର ତୀବ୍ରତା ୬.୧ ରହିଛି। ଏହି ଭୁମିକମ୍ପରେ ୩ଜଣଙ୍କ ମୃତ୍ୟୁ ହେବା ସହ...

ନିର୍ଦ୍ଦେଶକ ହେବା ପାଇଁ ନୁହେଁ, ଗାୟକ ହେବାକୁ ଆସିଥିଲେ ରାଜ୍ ଖୋସଲା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ବଲିଉଡରେ ବହୁ ସୁପରହିଟ୍ ଫିଲ୍ମ ନିର୍ମାଣ କରିଥିବା ରାଜ ଖୋସଲା ପ୍ରଥମେ ଗାୟକ ହେବା ପାଇଁ ବମ୍ବେ ଆସିଥିଲେ। କିନ୍ତୁ ସମୟକ୍ରମେ ସେ ଗାୟକ ପରିବର୍ତ୍ତେ ହୋଇଯାଇଥିଲେ ବଲିଉଡର ଜଣେ...

ଓଲିଉଡର ଦୁଇ ଲୋକପ୍ରିୟ ଖଳନାୟକ ଥିଲେ ଯାତ୍ରା ଦର୍ଶକଙ୍କ ଅତିପ୍ରିୟ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଓଲିଉଡର ଦୁଇ ଚର୍ଚ୍ଚିତ ଖଳନାୟକ ଥିଲେ ହର ପଟ୍ଟନାୟକ ଓ ମୀନକେତନ। ରୂପେଲି ପରଦା ଭଳି ଯଲିଉଡରେ ବି ଉଭୟ ବେଶ୍ ଲୋକପ୍ରିୟ ଥିଲେ। ଓଲିଉଡର ବହୁ କଳାକାର ଯଲିଉଡକୁ ଯାଇଛନ୍ତି।...

ଚା’ ବିକାଳିରୁ ଶନିବାବା କେମିତି ହେଲେ ଦାତି ମହାରାଜ? ଜାଣନ୍ତୁ ଏହି ରିପୋର୍ଟରୁ

ଓଡ଼ିଶାଲାଇଭ୍ ବ୍ୟୁରୋ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଏବେ ଚର୍ଚ୍ଚାରେ ଅଛନ୍ତି ଶନିବାବା ଦାତି ମହାରାଜ। ଟିଭି ପରଦାରେ ଗ୍ରହ ନକ୍ଷତ୍ର, ରାଶିଫଳ ଏବଂ ଭାଗ୍ୟଫଳ କହୁଥିବା ଦାତି ମହାରାଜଙ୍କ ପିଲାଦିନ କେମିତି କଟିଥିଲା...

ରାସ୍ତା ନାହିଁ: ଟଙ୍କିକିଆ ଚାଉଳ ପାଇଁ ୨୨ କିମି ଚାଲୁଛନ୍ତି ହିତାଧିକାରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା, (ଯଶୋବନ୍ତ ନାରାୟଣ ପାଢ଼ୀ): ଗରିବ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଟଙ୍କିକିଆ ଚାଉଳର ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ଚାଉଳ ପାଇଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଙ୍କୁଲି ପଞ୍ଚାୟତର...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ତଦନ୍ତ କମିଶନର କାମ ଏତେ ସହଜ ନୁହେଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରତ୍ନଭଣ୍ଡାର ଚାବି ସମ୍ପର୍କରେ ଖୋଳତାଡ଼ କରିବା ପାଇଁ ସରକାର ତଦନ୍ତ କମିଶନ ଗଠନ କରିଛନ୍ତି। ହେଲେ କମିଶନ ସହଜରେ ସମାଧାନ ବାଟ ବାହାର କରିପାରିବେ ନାହିଁ ବୋଲି ଆଲୋଚନା ହେଉଛି। ପୁରୀ ଶ୍ରୀମନ୍ଦିର...

କେଶ ଘନ କରେ ବିଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ବିଟ୍‌କୁ ଆମେ ସାଲାଡ ପ୍ରସ୍ତୁତରେ ବ୍ୟବହାର କରିଥାଉ। ବିଟ୍‌କୁ ଚୋପା ଛଡ଼ାଇ ଧୋଇକି ଚୋବାଇ ଖାଇଲେ ଏହା ଶରୀରରେ ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ। କେଶକୁ ଘନ କରିବାରେ ସହାୟକ ହୁଏ...

ଓଲିଉଡ ନାୟିକା ଏଲିନା ସମସ୍ତଙ୍କର ପ୍ରିୟ କାହିଁକି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଏଲିନା ସାମନ୍ତରାୟ ହେଉଛନ୍ତି ଓଲିଉଡର ଜଣେ ଆଗଧାଡ଼ିର ନାୟିକା। ଅଭିନେତାଙ୍କଠାରୁ ଆରମ୍ଭକରି ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ଏଲିନା ସମସ୍ତଙ୍କର ପ୍ରିୟ, ଆସନ୍ତୁ ଜାଣିବା କାହିଁକି? ଏଲିନା ସାମନ୍ତରାୟଙ୍କର ଓଲିଉଡରେ ମାତ୍ର ଚାରି ବର୍ଷ...
Odissi Dance

‘ସୁର୍ ମନ୍ଦିର’ର ରଜ ମହୋତ୍ସବ: ଶେଷ ଦିନରେ ମନ ମୋହିଲା ‘ଦୋଳିରେ ଦୋଳି’ ନୃତ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର୍‌ ମନ୍ଦିର’ ପକ୍ଷରୁ ଆୟୋଜିତ ହୋଇଥିବା ରଜ ମହୋତ୍ସବ ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। କଟକ ଶହିଦ ଭବନଠାରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିଥିଲା। ଉଦଯାପନୀ...