ଓଡ଼ିଶା ସରକାରଙ୍କ ସହ ମୁହାଁମୁହିଁ ହେଲା ସିଆଇଆଇ: ଓଡ଼ିଶା ଚାପ୍ଟରରେ ହଲ୍ଚଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସିଆଇଆଇ ସହଯୋଗରେ ୨୦୧୬ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସଫଳ ହୋଇଥିଲା। ଦ୍ୱିତୀୟ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ସରକାରଙ୍କୁ ଝଟ୍କା ଦେଇଛି ସିଆଇଆଇ। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରୁ...
ବିଜେଡି-ବୈଜୟନ୍ତ ଲଢ଼େଇର ନୂଆ ଏପିସୋଡ୍: ଓଟିଭି ପରେ ଏବେ ଟାର୍ଗେଟ ଜାଗି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=w9HDMNOYwb4]
ବିଜେଡି ଏବଂ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢ଼ିଲା ବିବାଦ। ବିଭିନ୍ନ ପ୍ରସଙ୍ଗକୁ ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ କରୁଥିବା ବିଜେଡି ଏବେ ବୈଜୟନ୍ତଙ୍କ ପରିବାରକୁ...
‘ଶୋଇଲାବେଳେ ତା’ ଦେହରୁ ଅଳଙ୍କାର କାଢ଼ିନେବା’
ରବୀନ୍ଦ୍ର ନାରାୟଣ ମିଶ୍ର
ନିଦ ଭାଙ୍ଗିବା ପରେ ନିଜ ହାତ, ବେକ, ବାହୁ ଦେଖି ପାଞ୍ଚ ବର୍ଷର ସାରଦା କାନ୍ଦି ଉଠିଲେ। “ମୋର ଏଠି ଯେଉଁ ଅଳଙ୍କାର ଥିଲା, କୁଆଡ଼େ ଗଲା?”
ପରମହଂସ ରାମକୃଷ୍ଣ ଓ...
ପ୍ରଶଂସକଙ୍କୁ ଝଟକା: ଚେନ୍ନାଇରେ ହେବ ନାହିଁ ଆଇପିଏଲ-୧୧ର କୌଣସି ମ୍ୟାଚ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ତାମିଲନାଡୁରେ କାବେରୀ ଜଳବିବାଦକୁ ନେଇ ରାଜନୀତି ଚାଲିଥିବାବେଳେ ଏହାର ପ୍ରଭାବ ପଡ଼ିଛି କ୍ରିକେଟ୍ ଉପରେ। ଫଳସ୍ଵରୂପ ଚେନ୍ନାଇରେ ଖେଳାଯିବାକୁ ଥିବା ଆଇପିଏଲ୍-୧୧ର ବାକି ସମସ୍ତ ମ୍ୟାଚ୍କୁ ଅନ୍ୟ ଯାଗାକୁ ସ୍ଥାନାନ୍ତର କରାଯାଇଛି।
କାବେରୀ...
୫ଘଣ୍ଟା ଧରି ୪୪ଟି ପ୍ରଶ୍ନର ସାମ୍ନା କଲେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡାଟାଲିକ୍ ଅଭିଯୋଗରେ ଫସିଥିବା ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ଆମେରିକା କଂଗ୍ରେସ ଆଗରେ ନିଜ ମତ ଉପସ୍ଥାପନ କରିଛନ୍ତି। ଏହି ସମୟରେ ଜୁକରବର୍ଗଙ୍କୁ ୪୪ଜଣ ସିନେଟର ତେଢ଼ା ପ୍ରଶ୍ନ ପଚାରିଥିଲେ। ଉତ୍ତର...
ଗାନ୍ଧି ମୂର୍ତ୍ତି ତଳେ ମହାନଦୀ ତାତି, ଅଚଳ ହେଲା ବିଧାନସଭା
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ବିରୋଧରେ ସ୍ଲୋଗାନ ଦେଲେ ବିଜେଡି ସଭ୍ୟ
ମହାନଦୀକୁ ନେଇ ଚାଲିଛି ବଡ଼ ଷଡ଼ଯନ୍ତ୍ର: ବିଜେଡି
ଓଡ଼ିଶାର ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ କହିଲା ବିଜେଡି
ବିଜେପି କହିଲା...
ଅଭିନେତାଙ୍କ ପୁଅ ଜିତିଲେ ଦେଶ ପାଇଁ ପଦକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିକାଲି ବଲିଉଡ ହେଉ କିମ୍ବା ଓଲିଉଡ ଅଭିନେତା-ଅଭିନେତ୍ରୀଙ୍କ ପିଲାମାନେ ଅଭିନୟ ଆଡ଼କୁ ମୁହାଁଉଛନ୍ତି। କିନ୍ତୁ ଏଥିରେ କିଛି ବ୍ୟତିକ୍ରମ ଘଟିଛି। ଆର ମାଧବନଙ୍କ ପୁଅ ଅଭିନୟ ନୁହେଁ, ସନ୍ତରଣକୁ ନିଜର କ୍ୟାରିୟର...
ଆଲଜେରିଆରେ ବିମାନ ଦୁର୍ଘଟଣା, ୨୫୭ ଜଣଙ୍କ ମୃତ୍ୟୁ ଆଶଙ୍କା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଲଜେରିଆ ସେନାର ଏକ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୨୫୭ ଜଣଙ୍କର ପ୍ରାଣହାନି ଘଟିଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ପ୍ରଶାସନ...
ଓଡ଼ିଶା ବିଜେପିକୁ ନେତୃତ୍ୱ ପରିବର୍ତ୍ତନ ଚିନ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବିଜେପିରେ ହେବ ନେତୃତ୍ୱ ପରିବର୍ତ୍ତନ। ଏପ୍ରିଲ ୩ ତାରିଖରେ ଆରଏସଏସର କିଛି ଉଚ୍ଚ ପଦାଧିକାରୀ ଭୁବନେଶ୍ୱର ଆସି ଦଳ ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଥିବା ଲୋକଙ୍କୁ ଭେଟିଛନ୍ତି।
ବିଗତ କେତୋଟି ନିର୍ବାଚନରେ...
ସିଆଇଆଇ ଓହରିବା ପ୍ରସଙ୍ଗ: ବିଜେଡି କହିଲା, “ବିକାଶ ବିରୋଧରେ ଚାଲିଛି ଷଡ଼ଯନ୍ତ୍ର”
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=w9HDMNOYwb4]
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରୁ ଓହରି ଯାଇଛି ସିଆଇଆଇ। ଏହାକୁ ନେଇ ବିଜେଡି ସାଂଘାତିକ ଅଭିଯୋଗ କରିଛି। ସିଆଇଆଇ ଓହରିଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ବିଜେଡି ସାମ୍ବାଦିକ ସମ୍ମିଳନୀ କରି...



















