ହକି ବିଶ୍ୱକପ୍ ପାଇଁ ମନ୍ଥନ: ହୋଟେଲ ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ନଭେମ୍ବର ୨୮ରୁ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ୍‌। ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳିଙ୍କ ସମେତ ଅଧିକାରୀ, ସମର୍ଥକଙ୍କୁ ମିଶାଇ...

ରତ୍ନଭଣ୍ଡାରରେ ପ୍ରବେଶ କରିବେ ୧୦ ଜଣ: ଜାଣନ୍ତୁ କେଉଁମାନେ ଯିବେ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ରହସ୍ୟମୟ ରତ୍ନଭଣ୍ଡାର ଉପରୁ ସସ୍‌ପେନ୍ସ ହଟିଛି। ଶ୍ରୀମନ୍ଦିରର ରତ୍ନଭଣ୍ଡାରକୁ କେଉଁମାନେ ଯିବେ ସେନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ୫ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି।...

ପ୍ରଶ୍ନପତ୍ର ଲିକ୍: ସିବିଏସ୍‌ଇ ଅଫିସ ଘେରିଲା ଛାତ୍ର ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ଦିଲ୍ଲୀରେ ବିଭିନ୍ନ ଛାତ୍ର ସଙ୍ଗଠନ ଘଟଣାର ନିନ୍ଦା କରିଥିବା ବେଳେ ଭୁବନେଶ୍ୱରରେ ଛାତ୍ର ବିଜେଡି ସିବିଏସ୍‌ଇ ଆଞ୍ଚଳିକ କାର୍ଯ୍ୟାଳୟ...

ଅନଶନ ଭାଙ୍ଗିଲେ ଆନ୍ନା ହଜାରେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅନଶନରୁ ଓହରିଛନ୍ତି ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଜୁସ୍‌ ପିଆଇ ଆନ୍ନାଙ୍କୁ ଅନଶନରୁ ଉଠାଇଛନ୍ତି। ଅନଶନରୁ ଓହରିଲେ ବିଶିଷ୍ଟ ଗାନ୍ଧିବାଦୀ ନେତା ଆନ୍ନା ହଜାରେ। କୃଷକଙ୍କୁ...

ଦୁବାଇ ମାଟିରେ ଉଡ଼ିଲା ଓଡ଼ିଆ ପାଇକ ବୀରଙ୍କ ବୀରତ୍ଵର ଧ୍ଵଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ   ବିଦେଶ ମାଟିରେ ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ। ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ‘ପାଇକ ବିଦ୍ରୋହ’ ୨୦୦ବର୍ଷ...

ଗାଁର ବିକାଶ ପାଇଁ ‘ଅସୀମ ଓଡ଼ିଶା’ ନେତୃତ୍ୱରେ ଆଗେଇ ଆସିଲେ ପ୍ରବାସୀ ଓଡ଼ିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗାଁର ବିକାଶରେ ରାଜ୍ୟର ବିକାଶ। ଏହି ମନ୍ତ୍ରକୁ ଦେଶ ବିଦେଶରେ ଥିବା ଓଡ଼ିଆମାନଙ୍କ କାନରେ ଫୁଙ୍କୁଛି 'ଅସୀମ ଓଡ଼ିଶା'। ରାଜ୍ୟର ବିଭିନ୍ନ ଗ୍ରାମର ବିକାଶ ଲକ୍ଷ୍ୟ ନେଇ ଏହି ଓଡ଼ିଆ ସଙ୍ଗଠନ...

ଉତ୍କଳ ଦିବସରୁ ମୁମ୍ବାଇରେ ମିଳିବ ପ୍ରସିଦ୍ଧ ଦହିବରା-ଆଳୁଦମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁମ୍ବାଇରେ ମିଳିବ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ୍। ଏଥିପାଇଁ 'ପୂର୍ଣ୍ଣ ଭୋଜ' ନାମକ ଏକ ସଂସ୍ଥା ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି। ମୁମ୍ବାଇ ଓ ଦେଶର ଅନ୍ୟ ମେଟ୍ରୋ ସହରରେ ଯେଉଁ ଓଡ଼ିଆମାନେ...

ଲଞ୍ଚ ହେଲା ଉପଗ୍ରହ ଜିସାଟ-୬ ଏ: ମୋବାଇଲ ସେବା କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଜିସାଟ୍-୬ଏ ସାଟେଲାଇଟ୍ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି। ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ରଚିଛି ଇସ୍ରୋ। ଗୁରୁବାରଦିନ ଇସ୍ରୋ ସଂଚାର ଉପଗ୍ରହ...

କାନ୍ଦିଲେ ସ୍ମିଥ୍: କହିଲେ ମୋ ଭୁଲ୍ ପାଇଁ ସାରା ଜୀବନ ପଶ୍ଚାତାପ କରିବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଷ୍ଟ୍ରେଲିୟ କ୍ରିକେଟ୍‌ ତାରକା ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍‌ ସ୍ମିଥ୍‌ ଗୁରୁବାର ବଲ-ଟାମ୍ପରିଂରେ ସମ୍ପୃକ୍ତି ନେଇ ନିଜର ଫ୍ୟାନ୍‌ ଓ କ୍ରିକେଟ୍‌ ଜଗତକୁ କ୍ଷମା ପ୍ରାର୍ଥନା କରିଛନ୍ତି। ବଲ ଟାମ୍ପରିଂ ଘଟଣାରେ ଦୋଷୀ...

ଏପ୍ରିଲ୍ ୪ରେ ହେବ ରତ୍ନଭଣ୍ଡାର ଯାଞ୍ଚ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି। ଆସନ୍ତା ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର  ଯାଞ୍ଚ ହୋଇପାରେ। ଆସନ୍ତା ୪ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ। ଏହି...