ଦୁବାଇ ମାଟିରେ ଉଡ଼ିଲା ଓଡ଼ିଆ ପାଇକ ବୀରଙ୍କ ବୀରତ୍ଵର ଧ୍ଵଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦେଶ ମାଟିରେ ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ ପହଞ୍ଚାଇବା ଲକ୍ଷ୍ୟ ନେଇ ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ।
ଦୁବାଇର ଓଡ଼ିଆ ସଂସ୍କୃତି ସଂଗଠନ ପକ୍ଷରୁ ‘ପାଇକ ବିଦ୍ରୋହ’ ୨୦୦ବର୍ଷ...
ଗାଁର ବିକାଶ ପାଇଁ ‘ଅସୀମ ଓଡ଼ିଶା’ ନେତୃତ୍ୱରେ ଆଗେଇ ଆସିଲେ ପ୍ରବାସୀ ଓଡ଼ିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁର ବିକାଶରେ ରାଜ୍ୟର ବିକାଶ। ଏହି ମନ୍ତ୍ରକୁ ଦେଶ ବିଦେଶରେ ଥିବା ଓଡ଼ିଆମାନଙ୍କ କାନରେ ଫୁଙ୍କୁଛି 'ଅସୀମ ଓଡ଼ିଶା'। ରାଜ୍ୟର ବିଭିନ୍ନ ଗ୍ରାମର ବିକାଶ ଲକ୍ଷ୍ୟ ନେଇ ଏହି ଓଡ଼ିଆ ସଙ୍ଗଠନ...
ଉତ୍କଳ ଦିବସରୁ ମୁମ୍ବାଇରେ ମିଳିବ ପ୍ରସିଦ୍ଧ ଦହିବରା-ଆଳୁଦମ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇରେ ମିଳିବ କଟକ ପ୍ରସିଦ୍ଧ ଦହିବରା-ଆଳୁଦମ୍। ଏଥିପାଇଁ 'ପୂର୍ଣ୍ଣ ଭୋଜ' ନାମକ ଏକ ସଂସ୍ଥା ତରଫରୁ ଏହି ଉଦ୍ୟମ ଆରମ୍ଭ ହୋଇଛି।
ମୁମ୍ବାଇ ଓ ଦେଶର ଅନ୍ୟ ମେଟ୍ରୋ ସହରରେ ଯେଉଁ ଓଡ଼ିଆମାନେ...
ଲଞ୍ଚ ହେଲା ଉପଗ୍ରହ ଜିସାଟ-୬ ଏ: ମୋବାଇଲ ସେବା କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଜିସାଟ୍-୬ଏ ସାଟେଲାଇଟ୍ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯାଇଛି।
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ରଚିଛି ଇସ୍ରୋ। ଗୁରୁବାରଦିନ ଇସ୍ରୋ ସଂଚାର ଉପଗ୍ରହ...
କାନ୍ଦିଲେ ସ୍ମିଥ୍: କହିଲେ ମୋ ଭୁଲ୍ ପାଇଁ ସାରା ଜୀବନ ପଶ୍ଚାତାପ କରିବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିୟ କ୍ରିକେଟ୍ ତାରକା ଡେଭିଡ୍ ଓ୍ଵାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥ୍ ଗୁରୁବାର ବଲ-ଟାମ୍ପରିଂରେ ସମ୍ପୃକ୍ତି ନେଇ ନିଜର ଫ୍ୟାନ୍ ଓ କ୍ରିକେଟ୍ ଜଗତକୁ କ୍ଷମା ପ୍ରାର୍ଥନା କରିଛନ୍ତି।
ବଲ ଟାମ୍ପରିଂ ଘଟଣାରେ ଦୋଷୀ...
ଏପ୍ରିଲ୍ ୪ରେ ହେବ ରତ୍ନଭଣ୍ଡାର ଯାଞ୍ଚ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟଙ୍କୁ ଜଣାଇଛି। ଆସନ୍ତା ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ହୋଇପାରେ।
ଆସନ୍ତା ୪ ତାରିଖରେ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ। ଏହି...
‘ନେତାଗଢ଼ା’ ସ୍କୁଲ ପାଇଁ ଓଡିଶା ସରକାରଙ୍କୁ ପ୍ରସ୍ତାବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜିର ଦିନରେ ଯୁବ ପିଢ଼ି ରାଜନୀତିରେ ପଶିବା ପାଇଁ ଚାହୁଁନାହାନ୍ତି। ସେମାନେ ରାଜନୀତିକୁ ଏକ କ୍ୟାରିଅର କରିବାକୁ ନାରାଜ। ଏହି ଅଭାବକୁ ପ୍ରସ୍ତାବିତ ଲିଡ଼ରଶିପ୍ ସ୍କୁଲ ଦୂର କରିପାରିବ।
ଓଡ଼ିଶାରେ ଏକ ଲିଡ଼ରଶିପ୍...
ଶ୍ରୀମନ୍ଦିର ପରିଚାଳନା ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁରୀ ଗଜପତି ମହାରାଜା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ନେଇ ପୁରୀ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିଛନ୍ତି।
ପୁରୀ ଶ୍ରୀମନ୍ଦିରର ପରିଚାଳନା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ...
ଅଜବ ସଉକ୍: ବାଇକରେ ଓଡ଼ିଶା ଆବିଷ୍କାରର ମଜା ନେଉଛନ୍ତି ଯୁବପିଢ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏଇ କିଛି ଦିନ ହେଲା ରାଜଧାନୀ ଯୁବପିଢ଼ିଙ୍କୁ ଚଢ଼ିଛି ଏକ ଅଜବ ସଉକ୍। ନିଜ ଇତିହାସକୁ ପରଖିବାର ନିଶା ଘାରିଛି ସେମାନଙ୍କୁ। ନିଜ ସହରକୁ ଚିହ୍ନିବାର ଇଚ୍ଛାରେ ସେମାନେ ଅତିକ୍ରମ କରୁଛନ୍ତି...
ଜେନିଭାରେ ବାଜିବ ସୋନମଙ୍କ ସାହାନାଇ
ଓଡ଼ିଶାଲାଇଭ୍ ବ୍ୟୁରୋ
କପୁର ଖାନ୍ଦାନ୍ର ଅଳିଅଳି ଝିଅ ସୋନମ କପୁର ଖୁବଶୀଘ୍ର ତାଙ୍କ ପ୍ରେମିକ ଆନନ୍ଦ ଆହୁଜାଙ୍କୁ ବିବାହ କରିବାକୁ ଯାଉଛନ୍ତି। ମେ ମାସ ୧୧ ଏବଂ ୧୨ ତାରିଖରେ ସ୍ୱିଜର୍ଲ୍ୟାଣ୍ଡର ଜେନିଭା ସହରରେ...





















