କେନ୍ଦ୍ରାପଡ଼ାରେ ଆଉ ଏକ ପାଣି ଟାଙ୍କି ଉଦଘାଟନ କଲେ ବୈଜୟନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ପାଣିଟାଙ୍କି  ଉଦ୍‌ଘାଟନକୁ ନେଇ କିଛିଦିନ ହେବ ବିଜେଡି ଓ କେନ୍ଦ୍ରାପଡ଼ା ସାସଂଦଙ୍କ ମଧ୍ୟରେ ବିବାଦ ଲାଗିରହିଛି। ବିଜେଡି କର୍ମୀ ସାସଂଦଙ୍କୁ ବିରୋଧ କରୁଥିବା ବେଳେ ମାର୍ଶାଘାଇରେ ସାସଂଦଙ୍କ ପାଣିଟାଙ୍କିକୁ ବିଜେଡି...

କୁନ୍ଦୁଲି ପୀଡ଼ିତାଙ୍କ ପରିବାରକୁ ଭେଟିଲେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ତଦନ୍ତ ଦାବି କଲେ ଅନୁସୂଚିତ ଜାତି କମିଶନ ଟିମ୍ ଅଭିଯୁକ୍ତ ଧରା ନପଡ଼ିବା ଦୁର୍ଭାଗ୍ୟଜନକ: ଯୋଗେନ୍ଦ୍ର ପାଶ୍ୱାନ ରାଜ୍ୟ ଫୋରେନ୍‌ସିକ୍ ଲ୍ୟାବ ଆଗରେ ଧାରଣା ଦେଲା କଂଗ୍ରେସ ପୀଡ଼ିତାଙ୍କୁ...

ବିଜେପୁରରେ ଆଚରଣ ବିଧି ଉଲ୍ଲଂଘନ କରୁଛି ବିଜେଡି: ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାସକ ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେପି। ବିଜେପୁର ଉପନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବିଧାୟକଙ୍କ ଉପସ୍ଥିତିରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରତିନିଧିମାନେ ସ୍ୱଂୟ...

ଟିଭି ଚ୍ୟାନେଲରେ ପେଡ୍ ନ୍ୟୁଜ୍ ଅଭିଯୋଗକୁ ନେଇ ରାଜନୀତିକ ଝଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଭି ନିରପେକ୍ଷତା ଉପରେ ବିଜେଡି ଉଠାଇଲା ପ୍ରଶ୍ନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ବିଜେପୁର ଉପ-ନିର୍ବାଚନରେ ନିରପେକ୍ଷତା ରହୁନି: ବିଜେଡି ଓଟିଭି ରଖିଲା ସ୍ପଷ୍ଟୀକରଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ...

ପ୍ରଭାସଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଅନୁଷ୍କା: ନିରାଶା ହେଲେ ଫ୍ୟାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହୁବଳୀ -୨ ଫେମ୍ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଧରିଥିଲାବେଳେ ଅନୁଷ୍କା ଏ ବାବଦରେ ମୁହଁ ଖୋଲିଛନ୍ତି। କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ...

ପାଣ୍ଡିଆନ୍ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଫିସର ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ...

ଶରୀରରେ ରକ୍ତର ମାତ୍ରା ବଢାଏ ଏହିସବୁ ଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଶରୀରରେ ରକ୍ତର ମାତ୍ରା ହ୍ରାସ ହେବା ଯୋଗୁ ଅନେକ ରୋଗ ଦେଖାଯାଏ। ଏଥିପାଇଁ ଫଳ ଆହାର ନିହାତି ଜରୁରୀ। ଶରୀରରେ ରକ୍ତର ମାତ୍ରା କମି ଗଲେ ଅନେକ ରୋଗ ସୃଷ୍ଟି ହୋଇଥାଏ। ଏହାସହ...

ଭୁବନେଶ୍ୱର ପାୱାର ହାଉସ୍ ଛକରେ ଦବିଗଲା ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଶିଗଲା କଲେଜ ବସ୍‌ କୌଣସି ଅଘଟଣ ଘଟିନି ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ ଜାମ୍ ସ୍ୱେରେଜ ଲାଇନ୍ ଫାଟିଯିବା ଯୋଗୁଁ ଧସିଲା ରାସ୍ତା ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ୍...

ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ: କଥକ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍‍ଯାପନୀ ଉତ୍ସବରେ କଥକ, କୁଚିପୁଡି,...

ସବୁଠି କୋହଲି…କୋହଲି…

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ଦୁନିଆରେ ଏବେ ବେଶ୍‌ ପରିଚିତ ନାମ ହେଉଛନ୍ତି ବିରାଟ କୋହଲି। ପଡ଼ିଆରେ ରନ୍‌ ବର୍ଷା କରିବା କ୍ଷେତ୍ରରେ ହେଉ ଅବା ବ୍ୟକ୍ତିଗତ ଜୀବନୀକୁ ନେଇ ହେଉ, ବିରାଟ ଧିରେ ଧିରେ...