ଟିଭି ଚ୍ୟାନେଲରେ ପେଡ୍ ନ୍ୟୁଜ୍ ଅଭିଯୋଗକୁ ନେଇ ରାଜନୀତିକ ଝଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଟିଭି ନିରପେକ୍ଷତା ଉପରେ ବିଜେଡି ଉଠାଇଲା ପ୍ରଶ୍ନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ବିଜେପୁର ଉପ-ନିର୍ବାଚନରେ ନିରପେକ୍ଷତା ରହୁନି: ବିଜେଡି ଓଟିଭି ରଖିଲା ସ୍ପଷ୍ଟୀକରଣ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନେଇ...

ପ୍ରଭାସଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ଅନୁଷ୍କା: ନିରାଶା ହେଲେ ଫ୍ୟାନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହୁବଳୀ -୨ ଫେମ୍ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଧରିଥିଲାବେଳେ ଅନୁଷ୍କା ଏ ବାବଦରେ ମୁହଁ ଖୋଲିଛନ୍ତି। କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ...

ପାଣ୍ଡିଆନ୍ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅଫିସର ସଂଘ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିବା ଆଇଏଏସ୍ ଅଫିସର ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫେରାଦ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ...

ଶରୀରରେ ରକ୍ତର ମାତ୍ରା ବଢାଏ ଏହିସବୁ ଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ଶରୀରରେ ରକ୍ତର ମାତ୍ରା ହ୍ରାସ ହେବା ଯୋଗୁ ଅନେକ ରୋଗ ଦେଖାଯାଏ। ଏଥିପାଇଁ ଫଳ ଆହାର ନିହାତି ଜରୁରୀ। ଶରୀରରେ ରକ୍ତର ମାତ୍ରା କମି ଗଲେ ଅନେକ ରୋଗ ସୃଷ୍ଟି ହୋଇଥାଏ। ଏହାସହ...

ଭୁବନେଶ୍ୱର ପାୱାର ହାଉସ୍ ଛକରେ ଦବିଗଲା ରାସ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫଶିଗଲା କଲେଜ ବସ୍‌ କୌଣସି ଅଘଟଣ ଘଟିନି ପ୍ରାୟ ୨ ଘଣ୍ଟା ଧରି ଟ୍ରାଫିକ ଜାମ୍ ସ୍ୱେରେଜ ଲାଇନ୍ ଫାଟିଯିବା ଯୋଗୁଁ ଧସିଲା ରାସ୍ତା ରାଜଧାନୀ ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ୍...

ଶେଷ ହେଲା ଧଉଳି-କଳିଙ୍ଗ ମହୋତ୍ସବ: କଥକ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉଦ୍‌ଯାପିତ ହୋଇଛି ୧୪ତମ ଧଉଳି-କଳିଙ୍ଗ ମହୋତ୍ସବ। ରାଜ୍ୟ ପର୍ଯ୍ୟଟନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉଦ୍‍ଯାପନୀ ଉତ୍ସବରେ କଥକ, କୁଚିପୁଡି,...

ସବୁଠି କୋହଲି…କୋହଲି…

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରିକେଟ୍‌ ଦୁନିଆରେ ଏବେ ବେଶ୍‌ ପରିଚିତ ନାମ ହେଉଛନ୍ତି ବିରାଟ କୋହଲି। ପଡ଼ିଆରେ ରନ୍‌ ବର୍ଷା କରିବା କ୍ଷେତ୍ରରେ ହେଉ ଅବା ବ୍ୟକ୍ତିଗତ ଜୀବନୀକୁ ନେଇ ହେଉ, ବିରାଟ ଧିରେ ଧିରେ...

ଓଟିଭି ବିରୋଧରେ ବିଜେଡିର ଅଭିଯୋଗ: ବିଜେପିକୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ପ୍ରାର୍ଥୀଙ୍କୁ ସୁହାଇଲା ଭଳି ଖବର ପ୍ରସାରଣ କରୁଛି ଓଟିଭି। ମୈଦାନ୍‌ରେ ବହୁତ୍‌ ପ୍ରାର୍ଥୀ ଅଛନ୍ତି, କେବଳ ବିଜେପି ପ୍ରାର୍ଥୀଙ୍କ ପାଇଁ ଖବର ପ୍ରସାରଣ କରୁଛି ଓଟିଭି ବୋଲି ଅଭିଯୋଗ ଆଣିଛି...

ପଦ୍ମ ଧରିଲେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଲିଉଡ଼ ଅଭିନେତ୍ରୀ ମହାଶ୍ୱେତା ରାୟ ରାଜନୀତିରେ ପାଦ ଦେଇଛନ୍ତି। ଅନେକ ଫିଲ୍ମରେ ଲୋକପ୍ରିୟ ଅଭିନୟ କରି ଦର୍ଶକଙ୍କ ମନ ଜିଣିବା ପରେ ରାଜନୀତିରେ ବି ଭୋଟରଙ୍କୁ ଆକର୍ଷିତ କରିବାକୁ ଯାଉଛନ୍ତି ମହାଶ୍ୱେତା। ବିଜେପୁର...

ଘରେ ବସି ପଠାଇପାରିବେ ଟଙ୍କା; ହ୍ୱାଟସଆପ ଆଣିଲା ନୂଆ ଫିଚର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟଙ୍କା ପଠାଇବା ପାଇଁ ଏଣିକି ଆପଣଙ୍କୁ ଆଉ କୌଣସି ବ୍ୟାଙ୍କ ଯିବାକୁ ପଡିବ ନାହିଁ ବରଂ ଆପଣ ହ୍ୱାଟସଆପ ଜରିଆରେ ହିଁ  ଅତି ସହଜରେ ନିଜ ପ୍ରିୟଜନଙ୍କୁ ଟଙ୍କା ପଠାଇପାରିବେ। ବିଶ୍ୱର ସବୁଠାରୁ...