ପଦ୍ମ ଧରିବେ ଅଭିନେତ୍ରୀ ମହାଶ୍ୱେତା ରାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତ୍ରୀ ମହାଶ୍ୱେତା ରାୟ ପଦ୍ମ ଧରିବେ। ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ସେ ଯୋଗଦେବେ। ୨୦୧୯ ପୂର୍ବରୁ ଓଡ଼ିଶା ବିଜେପିରେ ଷ୍ଟାର ପଲିଟିକ୍ସ। ଜଣକ ପରେ...

ବରିଷ୍ଠ ନାଗରିକଙ୍କ ପାଇଁ ଆୟକରରେ ବିଶେଷ ରିହାତି

ଓଡ଼ିଶାଲାଇଭ୍‍ ଟ୍ୟାକ୍ସଗୁରୁ ବରିଷ୍ଠ ନାଗରିକଙ୍କ ପାଇଁ କ’ଣ ରହିଛି ଆୟକର ରିହାତି – ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଛି କି? ଆସନ୍ତୁ ଖୋଜିବା ତା’ର ଉତ୍ତର| ବରିଷ୍ଠ ନାଗରିକମାନଙ୍କ ପାଇଁ ଆୟକର ନିୟମରେ କେତେକ...

ଗାୟକ ଅରିଜିତଙ୍କ ଜୀବନରେ ଦୁଇଟି କୋୟଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡ ଗାୟକ ଅରିଜିତ ସିଂହଙ୍କ କଣ୍ଠର ଯାଦୁ ମତୁଆଲା କରିଛି ସମସ୍ତଙ୍କୁ। ‘ତୁମ୍ ହି ହୋ’, ‘ଦିଲ୍ଲୀବାଲି ଗର୍ଲଫ୍ରେଣ୍ଡ’, ‘ମେଁ ରଙ୍ଗ୍ ସରବତୋଁ କା ତୁ..’, ‘ରାତଭର ହାଁ ରାତଭର୍..’ ଏବଂ...

ଅଇଁଠାପାଲି ହାଜତ ମୃତ୍ୟୁର ଖୋଳତାଡ଼ କଲା ଏଚ୍ଆରପିସି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଇଁଠାପାଲିରେ ପହଞ୍ଚି ହାଜତ ମୃତ୍ୟୁ ଘଟଣାର ତନାଘନା କରୁଛନ୍ତି ଏଚ୍‌ଆର୍‌ପିସି ଟିମ୍। ସମ୍ବଲପୁର ଜିଲ୍ଲା ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏଚ୍‌ଆର୍‌ପିସି ଟିମ୍ ଅଇଁଠାପାଲିରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ପାଣ୍ଡିଆନ୍ ମାମଲା: ମିଡିଆ-ରାଜନୈତିକ ଦଳ ମୁହାଁମୁହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ଝଡ଼ ଉଠିଛି। ବିଜେପି ଯୁବ ମୋର୍ଚ୍ଚା ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ କରିବା ପରେ ବିଜେଡି ମିଡିଆକୁ ଟାଣିଛି। ବିଜେଡି...

୨୦୧୭-୧୮ ଆର୍ଥକ ବର୍ଷର ତୈମାସିକ ରିପୋର୍ଟ: ୭୨୨ କୋଟି ଟଙ୍କା ନିଟ୍ ଲାଭ କରିଛି ନାଲ୍‌କୋ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରତ୍ନ କମ୍ପାନି ନାଲ୍‌କୋ ପକ୍ଷରୁ ଡିସେମ୍ବର ୨୦୧୭ରେ ଶେଷ ହୋଇଥିବା ତ୍ରୈମାସିକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱରଠାରେ ଆୟୋଜିତ କମ୍ପାନିର ବୋର୍ଡ୍‍ ବୈଠକରେ ଉପସ୍ଥାପିତ ଆର୍ଥିକ ଫଳାଫଳ ଅନୁସାରେ କମ୍ପାନି ୨୦୧୭-୧୮...

ଧଉଳି-କଳିଙ୍ଗ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ଭାରତନାଟ୍ୟମ୍ ଓ ସମରକଳା ନୃତ୍ୟରେ ଦର୍ଶକ ବିଭୋର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଧଉଳି-କଳିଙ୍ଗ ମହୋତ୍ସର ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ବିଭୋର କରିଥିଲା ଭାରତନାଟ୍ୟମ୍ ଏବଂ ସମରକଳା ନୃତ୍ୟ ମାଲଖମ୍ବ। ୧୪ତମ ଧଉଳି କଳିଙ୍ଗ ମହୋତ୍ସବର ଶନିବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ...

ପଞ୍ଚଭୂତରେ ଲୀନ ହେଲେ ଚନ୍ଦ୍ରଶେଖର ରଥ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁରୀ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ସାହିତ୍ୟ ସାଧକଙ୍କୁ ଦିଆଗଲା ରାଷ୍ଟୀୟ ମର୍ଯ୍ୟାଦା ବହୁ ବିଶିଷ୍ଟ କଲେ ଶେଷ ଦର୍ଶନ ପଞ୍ଚଭୂତରେ ଲୀନ ହୋଇଛି ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ମରଶରୀର। ଶୋକାକୁଳ...

ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ରବିବାର ଶ୍ରୀଜିଉଙ୍କୁ ଦର୍ଶନ କରିବେ ନେପାଳ ରାଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋର୍‌ ୩ଟାରେ ଖୋଲିବ ଶ୍ରୀମନ୍ଦିର ଦୁଆର ସାଢ଼େ ୯ଟାରେ ଶେଷ ହେବ ଭୋଗମଣ୍ଡପ କାର୍ଯ୍ୟକ୍ରମ ୧୦ଟାରେ ଶ୍ରୀମନ୍ଦିରକୁ ଶୋଧ କରାଯିବ ୧୧ଟାରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ ନେପାଳ ରାଜା ରତ୍ନ...

ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଓହ୍ଲାଇଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମି ଆସିଲାଣି ବିଜେପୁର ଉପ-ଦିର୍ବାଚନ ପ୍ରଚାର। ବିଜେପି ଏବଂ ବିଜେଡି ପ୍ରଚାର ଆରମ୍ଭ କରି ସାରିଥିବା ବେଳେ କଂଗ୍ରେସ ଆଜି ପ୍ରଚାର ମଇଦାନକୁ ଓହ୍ଲାଇଛି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମା'ସମଲେ୍ଶ୍ୱରୀ...