ମୋଦିଙ୍କୁ ଭେଟିଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ: ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ହେଲା ଚୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଗସ୍ତରେ ଆସିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା। ଏହାପରେ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍ରେ ପ୍ରଧାନମନ୍ତ୍ରୀ...
ଟଳିଲା ସୁପ୍ରିମକୋର୍ଟ ବିବାଦ: କାର୍ଯ୍ୟରେ ଯୋଗଦେଲେ ଅଭିଯୋଗ ଆଣିଥିବା ଚାରି ବିଚାରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁଇଦିନ ହେଲା ଲାଗି ରହିଥିବା ସୁପ୍ରିମକୋର୍ଟ ବିବାଦ ଆଜି ଟଳିଛି। ଏନେଇ ସୂଚନା ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ। ରବିବାର ବାର୍ କାଉନସିଲ ଅଫ୍ ଇଣ୍ଡିଆର ପ୍ରତିନିଧି ଅଭିଯୋଗ ଆଣିଥିବା ୪...
ଅଚେତ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ପ୍ରବୀଣ ତୋଗାଡିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମବାର ସକାଳେ ନିଖୋଜ ହୋଇଯାଇଥିବା ବିଶ୍ୱହିନ୍ଦୁ ପରିଷଦ ନେତା ପ୍ରବୀଣ ତୋଗାଡିଆଙ୍କୁ ସନ୍ଧ୍ୟାରେ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅହମ୍ମଦାବାଦର ସାହିବାଗ୍ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ତୋଗାଡିଆଙ୍କୁ...
ଭୁବନେଶ୍ୱରରେ ଜୈନ ଧର୍ମଗୁରୁଙ୍କ ଅହିଂସା ଯାତ୍ରା: ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=0dKemX2gqA0]
ଭୁବନେଶ୍ୱର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଚାଲିଥିବା ଅହିଂସା ଯାତ୍ରାରେ ସୋମବାର ସାମିଲ୍ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହି ଅହିଂସା ଯାତ୍ରାର ନେତୃତ୍ୱ ନେଉଥିବା ଜୈନ...
୫୦ ହଜାର କଳାକାରଙ୍କୁ ମିଳିବ ୧୨୦୦ ଟଙ୍କା ଲେଖାଏଁ ଭତ୍ତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା
ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୫୦ ବର୍ଷର ପୁରୁଷ ଏବଂ ୪୦ ବର୍ଷ ବୟସର ମହିଳା କଳାକାରଙ୍କୁ ମିଳିବ...
ଫକିରମୋହନଙ୍କ ସାଧନା ଓ ସମାଧି ସ୍ଥଳ ‘ଶାନ୍ତିକାନନ’- ଏକ ତୀର୍ଥ
ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ପାଲଟିଛି ଏକ ତୀର୍ଥ।
ବାଲେଶ୍ଵର ପୌରାଞ୍ଚଳ...
ଆଧାର କାର୍ଡରେ ନୂଆ ଫିଚର: ମୁହଁରୁ ମିଳିବ ପରିଚୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧାର କାର୍ଡରେ ଯୋଡ଼ି ହେଲା ନୂଆ ସୁରକ୍ଷା ଫିଚର୍। ଆଙ୍ଗୁଠି କିମ୍ବା ଆଖିଡୋଳା ନୁହେଁ, ମୁହଁରୁ ମିଳିବ ଆଧାରକାର୍ଡଧାରୀଙ୍କ ପରିଚୟ।
ଅଙ୍ଗୁଳି ନୁହେଁ ମୁହଁରୁ ମିଲିବ ପରିଚୟ
ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ...
ସମାଲୋଚକଙ୍କୁ ଜବାବ୍ ଦେଲେ କୋହଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ପ୍ରଶଂସକଙ୍କୁ କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଦକ୍ଷିଣଆଫ୍ରିକା ବିରୁଦ୍ଧରେ ଚାଲିଥିବା ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଶତକ ହାସଲ କରି ସମାଲୋଚକଙ୍କ ମୁହଁ...
ଜାନୁଆରୀ ୨୦ ପରେ ବିଜେପୁର ଉପ-ନିର୍ବାଚନ ବିଗୁଲ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାନୁଆରୀ ୨୦ ତାରିଖରେ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏଣୁ ଜାନୁଆରୀ ୨୦ ପରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିପାରେ ବୋଲି ରାଜନୀତି କରିଡ଼ରରେ...
ନାରୀ ସଶକ୍ତିକରଣର ବାର୍ତ୍ତା ଦେଉଛି ପଞ୍ଜାବର ହିମ୍ମତପୁରା ଗାଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଷ କୈନ୍ଦ୍ରୀକ ସମାଜରେ ନାରୀମାନଙ୍କୁ ଉଚିତ୍ ସମ୍ମାନ ମିଳେନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ହୁଏ। ହେଲେ ପଞ୍ଜାବର ହିମ୍ମତପୁରା ଗାଁ ନାରୀ ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶରେ ସୃଷ୍ଟି କରିଛି...





















