ଡିସେମ୍ବର ୩୧ରେ ୩୮ ହଜାର ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ ଶେଷ ଦିନରେ ରେକର୍ଡ ଭାଙ୍ଗିଛି ନନ୍ଦନକାନନ। ଡସେମ୍ବର ୩୧ରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ବୁଲିଛନ୍ତି ନନ୍ଦନକାନନ। ୨୦୧୫-୧୬ ଶେଷ ଦିନ ତୁଳନାରେ ଏହା ଅଧିକ ବୋଲି ଟିକେଟ ବିକ୍ରିରୁ ଜଣାପଡ଼ିଛି।
ବିଦାୟ...
ଭୁବନେଶ୍ୱର – ବ୍ୟାଙ୍କକ୍ ବିମାନସେବା ଆରମ୍ଭ: ୧୮ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଏୟାର ଇଣ୍ଡିଆ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ୟାଙ୍କକ୍ରୁ ଭୁବନଶ୍ୱରରେ ପହଞ୍ଚିଲା ପ୍ରଥମ ଏୟାର ଇଣ୍ଡିଆ ବିମାନ
୧୮ ଯାତ୍ରୀଙ୍କୁ ନେଇ ସକାଳ ୭ଟାରେ ପହଞ୍ଚିଲା ବିମାନ
୧୮ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬ ଓଡ଼ିଆ ଯାତ୍ରୀ
ବ୍ୟାଙ୍କକ୍ରୁ...
ଶେଷ ହେଲା କୋଣାର୍କ ଉତ୍ସବ: ଓଡ଼ିଶୀ – ମୋହିନୀଆଟ୍ଟମ୍ ନୃତ୍ୟରେ ଦର୍ଶକ ବିଭୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଉଦ୍ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୭। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ମୋହିନୀଆଟ୍ଟମ୍ ଏବଂ ଓଡ଼ିଶୀ ନୃତ୍ୟ। ମୋହିନୀଆଟ୍ଟମ୍ରେ ଗଣପତି -ଆବାହନୀ ସ୍ତବକ ପରିବେଷଣ ହୋଇଥିବା ବେଳେ ଓଡ଼ିଶୀରେ ନୃତ୍ୟନାଟିକା ରିପୁ...
ଭୁବନେଶ୍ୱରରୁ ବ୍ୟାଙ୍କକ୍କୁ ଡିସେମ୍ବର ୧୦ରୁ ଉଡ଼ିବ ଏୟାର ଇଣ୍ଡିଆ ବିମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧୦ରୁ ଭୁବନେଶ୍ୱରରୁ ସିଧାସଳଖ ବ୍ୟାଙ୍କକ୍କୁ ଉଡ଼ିବ ବିମାନ। ଏହି ସୂଚନା ମିଳିବା ପରେ ପର୍ଯ୍ୟଟନ ଶିଳ୍ପ ସହିତ ସଂପୃକ୍ତ ବିଭିନ୍ନ ମହଲରେ ଖେଳିଯାଇଛି ଉତ୍ସାହ।
ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ପାଇଁ ଖୁସି...
କୋଣାର୍କ ଭଗ୍ନ କାରୁକଳାର ଆକର୍ଷଣ – ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ
ନୀଳାମ୍ବର ରଥ
କୋଣାର୍କ ମନ୍ଦିର ବୁଲିବା ପରେ ପାଖରେ ଥିବା କୋଣାର୍କ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ନ ବୁଲିବା ପର୍ଯ୍ୟନ୍ତ ସମ୍ଭବତଃ ଆପଣ କୋଣାର୍କ ମନ୍ଦିର ଦେହରେ ଦିନେ ସ୍ଥାନ ପାଉଥିବା ଅପୂର୍ବ କାରୁକଳାର ପୂର୍ଣ୍ଣାଙ୍ଗ...
କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟା: ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା ମଣିପୁରୀ-ଓଡ଼ିଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଣାର୍କ ଉତ୍ସବ ମଞ୍ଚରେ ଖ୍ୟାତିସମ୍ପନ୍ନ କଳାକାରଙ୍କ ନୃତ୍ୟରେ ତିନି ଦିନ ହେଲା ବିଭୋର ହେଉଥିବା ଦର୍ଶକ ଚତୁର୍ଥ ସନ୍ଧ୍ୟାରେ ବି ମଜିଛନ୍ତି। ବିମ୍ବାବତୀ ଦେବୀଙ୍କ ମଣିପୁରୀ ଏବଂ ଦକ୍ଷ ମଶ୍ରୁୱାଲାଙ୍କ ଓଡ଼ିଶୀ...
କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା: ଓଡ଼ିଶୀ-କୁଚିପୁଡି ନୃତ୍ୟରେ ଝୁମିଲେ ଦର୍ଶକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଏବଂ ଦ୍ୱିତୀୟ ସନ୍ଧ୍ୟା ପରି କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟା ଥିଲା ଚିତ୍ତାକର୍ଷକ। ମାଲେସିଆରୁ ଆସିଥିବା ନୃତ୍ୟଗୁରୁ ରାମ୍ଲି ଇବ୍ରାହିମଙ୍କ ଓଡ଼ିଶୀ, ବନଶ୍ରୀ ରାଓ ଏବଂ ଗ୍ରୁପ୍ ତରଫରୁ ମଞ୍ଚସ୍ଥ...
କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ ପ୍ଲାଟଫର୍ମ – ଡୋନା ଗାଙ୍ଗୁଲି
ଓଡ଼ିଶାଲାଇଭ୍ ବ୍ୟୁରୋ
"କୋଣାର୍କ ନୃତ୍ୟ ମଣ୍ଡପରେ ନାଚିଲା ବେଳେ ପଛରେ ସୂର୍ଯ୍ୟ ମନ୍ଦିର ଏବଂ ସାମ୍ନା ଆକାଶରେ ଚନ୍ଦ୍ରଙ୍କୁ ଦେଖି ମୋତେ ଆତ୍ମହରା ଲାଗେ।"
"କୋଣାର୍କ ଉତ୍ସବ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପାଇଁ ଏକ ବିରାଟ...
କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା: ମନ ମୋହିଲା ଡୋନା ଗାଙ୍ଗୁଲିଙ୍କ ଓଡ଼ିଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦର୍ଶକଙ୍କୁ ମତୁଆଲା କରିଛି କୋଣାର୍କ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା। କଥକ ଏବଂ ଓଡ଼ିଶୀ ନୃତ୍ୟରେ ବିଭୋର ହୋଇଛନ୍ତି ଦର୍ଶକ। ଅଭିନବ ଡ୍ୟାନ୍ସ କମ୍ପାନିର କଥକ ଏବଂ ଡୋନା ଗାଙ୍ଗୁଲି ଓ ସାଥୀଙ୍କ...
ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ: ମଜା ନେଉଛନ୍ତି ବିଦେଶୀ ଓ ସ୍ଥାନୀୟ ପର୍ଯ୍ୟଟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚନ୍ଦ୍ରଭାଗା ବେଳାଭୂମିରେ ଚାଲିଛି ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ। ଭାରତ ଛଡ଼ା ୮ଟି ଦେଶରୁ ଅନେକ କଳାକାର ଭାଗ ନେଇଛନ୍ତି। ପର୍ଯ୍ୟଟକମାନେ ସୁନ୍ଦର ସୁନ୍ଦର ବାଲୁକା କଳାର ମଜା ନେଉଛନ୍ତି।
କୋଣାର୍କସ୍ଥିତ ଚନ୍ଦ୍ରଭାଗା...