ପୁରୀ ଶ୍ରୀମନ୍ଦିରର ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଭାଇରାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକ ଅନ୍ତର୍ଜାତୀୟ ମାଧ୍ୟମ କିମ୍ବା ବ୍ରିଟିଶ ଲାଇବ୍ରେରିରୁ ସଂଗୃହିତ କରାଯାଇଥିବା ଅନୁମାନ କରାଯାଉଛି। ଶ୍ରୀମନ୍ଦିରର ଏହି...

କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରାଚୀନ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ବହୁ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପ୍ରତ୍ନତତ୍ତ୍ୱ ବିଭାଗ କୋଣାର୍କ ମନ୍ଦିରକୁ ନିଜ ହାତକୁ ନେଇ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବର...

ହକି ବିଶ୍ୱକପ୍ ପାଇଁ ମନ୍ଥନ: ହୋଟେଲ ଭିତ୍ତିଭୂମି ବଢ଼ାଇବା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ୨୦୧୮ ନଭେମ୍ବର ୨୮ରୁ ଆୟୋଜିତ ହେବାକୁ ଯାଉଛି ହକି ବିଶ୍ୱକପ୍‌। ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଥିବା ୧୬ଟି ଦେଶର ଖେଳାଳିଙ୍କ ସମେତ ଅଧିକାରୀ, ସମର୍ଥକଙ୍କୁ ମିଶାଇ...

୯ରୁ ୧୪ ତମ ଧଉଳି-କଳିଙ୍ଗ ମହୋତ୍ସବ: ଏଥର ‘ନଦୀ’ ଥିମକୁ ନେଇ ପରିବେଷଣ ହେବ ନୃତ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶାନ୍ତିସ୍ତୂପ ଧଉଳି ପାଦ ଦେଶରେ ଚାଲିବ ମହୋତ୍ସବ ୧୧ ତାରିଖ ଯାଏଁ ଚାଲିବ ମହୋତ୍ସବ 'ନଦୀ' ଥିମ୍‌କୁ ନେଇ ନୃତ୍ୟ ପରିବେଷଣ କରିବେ ନୃତ୍ୟଶିଳ୍ପୀ ରୁଚିବୁଦ୍ଧ ସମ୍ମାନ ପାଇବେ ନୃତ୍ୟଗୁରୁ ପଦ୍ମବିଭୂଷଣ...

ବିଶାଖାପାଟଣା ବେଳାଭୂମିର ସୌନ୍ଦର୍ଯ୍ୟ ବଢ଼ାଉଛି ୧୮ ଫୁଟର ପ୍ରସିଦ୍ଧ କୋଣାର୍କ ଚକ୍ର

ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ ବିଶାଖାପାଟଣା ସମୁଦ୍ର ବେଳାଭୂମିରେ ଦର୍ଶକଙ୍କୁ ଆକର୍ଷିତ କରୁଛି ୧୮ ଫୁଟ ଉଚ୍ଚର କୋଣାର୍କ ଚକ୍ର। ବିଶାଖାପାଟଣା ସମୁଦ୍ର ବେଳାଭୂମିର କୋଷ୍ଟାଲ ଵାଟେରି ନିକଟରେ ନିର୍ମାଣ କରାଯାଇଛି ପ୍ରସିଦ୍ଧ କୋଣାର୍କ ମନ୍ଦିରର...

ଦେଶର ବିଭିନ୍ନ ବେଳାଭୂମିରେ ତିରୁଭଲ୍ଲୁଭରଙ୍କୁ ବାଲୁକା ଶ୍ରଦ୍ଧାଞ୍ଜଳି ଦେବେ ସୁଦର୍ଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୫ ତାରିଖରେ ତିରୁବନନ୍ତପୁରମ୍‌ ବେଳାଭୂମିରେ ଶ୍ରଦ୍ଧାଞ୍ଜଳି ୧୬ ତାରିଖରେ ଚେନ୍ନାଇର ପ୍ରସିଦ୍ଧ ମେରିନା ବିଚ୍‌ରେ ନିର୍ମାଣ ହେବ ବାଲୁକା କଳା ପୁରୀ ଏବଂ ବିଶାଖାପାଟଣା ପରେ ଏବେ ଦେଶର ଆଉ ତିନୋଟି...

ତାମିଲ୍ ମହାକବି ତିରୁଭଲ୍ଲୁଭରଙ୍କୁ ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଦେଲେ ଶ୍ରଦ୍ଧାଞ୍ଜଳି ପୁରୀରେ ବାଲୁକା କଳାକୁ ଲୋକାର୍ପିତ କରିଥିଲେ ଓଡ଼ିଶାର ଆକାଉଣ୍ଟାଣ୍ଟ ଜେନେରାଲ୍ ଆର୍.ଅମ୍ବଳଭନନ୍ ଓଡ଼ିଶା ବାହାରେ ପ୍ରଦର୍ଶିତ ହେବ ଏହି...

ବିପଦମୁକ୍ତ ହେବ ଶ୍ରୀମନ୍ଦିର ଜଗମୋହନ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀମନ୍ଦିର ଜଗମୋହନ ଛାତକୁ ଶହଶହ ବର୍ଷ ମଜବୁତ ରଖିବା ତଥା ଜଗମୋହନ ଛାତକୁ ସପୋର୍ଟ ଦେବା ପାଇଁ ବର୍ମା କାଠରେ ପ୍ରସ୍ତୁତ ଡିଜାଇନିଂ କାଠ ସିଲିଂ ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ଏହାକୁ ୨ଟି...

ଗହୀରମଥାରୁ ୧୬ ମତ୍ସ୍ୟଜୀବୀ ଗିରଫ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଆଇନଭାବେ ଗହୀରମଥାରେ ମାଛମାରୁଥିବା ଅଭିଯୋଗରେ ବନବିଭାଗ ୧୬ମତ୍ସ୍ୟଜୀବୀଙ୍କୁ ବାବୁବାଲି ଦୀପନିକଟରୁ ଗିରଫ କରିଛି। ଗିରଫ ମତ୍ସ୍ୟଜୀବୀମାନେ ପାରାଦୀପ ଓ ଜଗତସିଂହପୁର ଅଞ୍ଚଳର ବୋଲି ବନବିଭାଗ କହିଛି। ବିରଳ ଅଭିଲ ରିଡଲେ କଇଁଚ୍ଛଙ୍କ...

ପ୍ରତିଦିନ ତାଜମହଲ ପରିଦର୍ଶନ କରିବେ ୪୦ ହଜାର ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପ୍ରବଳ ଭିଡକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ତାଜମହଲ ଆସୁଥିବା ପର୍ଯ୍ୟଟଙ୍କ ଉପରେ ରୋକ ଲଗାଇଛନ୍ତି। ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସ୍ଆଇ)ର ସୁପାରିଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ବିଭାଗର...