ଇଣ୍ଡିଗୋ ଦେଉଛି ୯୯୯ ଟଙ୍କାରେ ବିମାନ ଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ଯଦି ବିମାନଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଟ୍ରେନଠାରୁ ବି ସ୍ୱଳ୍ପ ବ୍ୟୟରେ ଯାତ୍ରୀମାନେ ବିମାନଯାତ୍ରାର ମଜା ଉଠାଇପାରିବେ। ନିକଟରେ ଇଣ୍ଡିଗୋ ଏୟାରଲାଇନ୍ସ କମ୍ପାନି ଗ୍ରାହକଙ୍କ ପାଇଁ ଏକ ନୂଆ ସୁବିଧା ଯୋଗେଇ ଦେଉଛି। ମାତ୍ର ୯୯୯...

ପର୍ଯ୍ୟଟକମାନେ ଯାହା ଚାହୁଁଛନ୍ତି ତାହା ଓଡ଼ିଶାରେ ଅଛି – ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମାନସମନ୍ଥନ ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ଦିନ ତମାମ୍ ଚାଲିଲା ଆଲୋଚନା ୬ଟି ଅଧିବେଶନରେ ମତ ରଖିଲେ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି ...

ଓଡ଼ିଶାଲାଇଭ୍‌ ୟୁଟ୍ୟୁବ୍ ଓ ଫେସବୁକରେ ଓଡ଼ିଶା ଟୁରିଜିମ୍ କନକ୍ଲେଭର ସିଧାପ୍ରସାରଣ

ଓଡ଼ିଶାଲାଇଭ ବ୍ୟୁରୋ ଶୁକ୍ରବାର ସକାଳ ୧୦ଟାରୁ ଓଡ଼ିଶା ଟୁରିଜିମ୍ କନକ୍ଲେଭର ଲାଇଭ୍‌ ଷ୍ଟ୍ରିମିଂ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଓ ଫେସ୍‌ବୁକ୍‌ରେ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଅଗଷ୍ଟ ୨୪ରେ ଭୁବନେଶ୍ୱରରେ ହେବ ମାନସମନ୍ଥନ।...

ଚିଲିକାରେ ହେବ ୱାଟର ଏରୋଡ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର ଚିଲିକାରେ ୱାଟର ଏରୋଡ୍ରମକୁ ମିଳିଲା ସବୁଜ ସଙ୍କେତ ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ ଓଡ଼ିଶା ସମେତ ଗୁଜରାଟରେ...

ବୁଧବାର ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ତିନି ମାସ ଧରି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ବୁଧବାର ଖୋଲିବ। କୁମ୍ଭୀରମାନଙ୍କ ପ୍ରାକୃତିକ ପ୍ରଜନନ ନିମନ୍ତେ ଗତ ମେ ୧ ତାରିଖରୁ ଭିତରକନିକା...

ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପର୍ଯ୍ୟଟକ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ୩୪ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ...

ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କର ଭିଡ, ଚାଲିଛି ଶ୍ରୀ ଜୀଉଙ୍କ ସକାଳ ନୀତି | ପବିତ୍ର ରଥଯାତ୍ରାର ସିଧା...

ଓଡିଶା ଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=UzlhjuBP3cM] ଆଜି ଘୋଷଯାତ୍ରା। ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବାହାରିବେ ବଡଦାଣ୍ଡକୁ। ତାଙ୍କର ଦର୍ଶନ ପାଇ ଧନ୍ୟ ମନେକରିବେ ଲକ୍ଷ ଲକ୍ଷ ଭକ୍ତ। ଏଥିପାଇଁ...

ଚିଲିକା ଭିତରେ ସିଧାସଳଖ ବିମାନରୁ ଓହ୍ଲାଇବେ ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚିଲିକାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଚିଲିକା ମଝିରେ ନିର୍ମାଣ ହେବାକୁ ଯାଉଛି 'ୱାଟର ଏରୋଡ୍ରମ'। ପର୍ଯ୍ୟଟକମାନେ ଚିଲିକା ମଝିରେ ବିମାନରୁ ଓହ୍ଲାଇବେ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚିଲିକାରେ ତିଆରି ହେବ...

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ବିକାଶ ନେଇ ସମ୍ବଲପୁରରେ ମାନସ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଶ୍ଚିମ ଓଡ଼ିଶାକୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସମ୍ବଲପୁରଠାରେ ଆଜି ଦନ ତମାମ୍ ଚାଲିଥିଲା ମାନସ ମନ୍ଥନ। ଫୋକସ୍‌ରେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପଶ୍ଚିମ ଓଡ଼ିଶା ପର୍ଯ୍ୟଟନକୁ ମୁଖ୍ୟ...
Sea Food Festival

ସ୍ୱସ୍ତି ଚିଲିକା ରିସର୍ଟରେ ‘ସି ଫୁଡ୍ ଫେଷ୍ଟିଭାଲ’, ସ୍ପେଶାଲ ଫୁଡ୍ ସହ ବୋଟିଂ, ସ୍ପାର ମଜା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=hTixTwe9sCQ] ଚିଲିକା କୂଳରେ ଅବସ୍ଥିତ ସ୍ୱସ୍ତି ଚିଲିକା ରିସର୍ଟର ରଜଭେଟି ଜୁନ୍‌ ୮ରୁ ୨୨ ପର୍ଯ୍ୟନ୍ତ ଚିଲିକାରେ ସି-ଫୁଡ୍‌ ଫେଷ୍ଟିଭାଲ୍‍ କଙ୍କଡ଼ା, ଚିଙ୍ଗୁଡ଼ି ଏବଂ ଲବଷ୍ଟରସ୍‌ ଭଳି ସି-ଫୁଡ୍‌ର ଆକର୍ଷଣ ଦେଶୀ...