କେମିତି ବିଗ୍‌ ବସ୍‌ ଅଡିସନ୍‌ କ୍ରାକ୍‍ କଲେ ସବ୍ୟସାଚୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଟେଷ୍ଟ ଅଫ୍‌ ଓଡ଼ିଶା' ରୁ 'ବିଗ୍‌ ବସ୍‌-୧୧' ଅଡିସନ୍ କ୍ରାକ କରିଛନ୍ତି ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ଓରଫ୍ ସଗୁନ୍। ସେ ଏହି ଅଡିସନ୍‌ କ୍ରାକ କରିବା ପାଇଁ କ'ଣ କରିଛନ୍ତି...

ଆଇସିଏଏନକୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପରମାଣୁ ହତିଆର ଶେଷ କରିବା ପାଇଁ ଲଗାତାର ଉଦ୍ୟମ କରି ଆସିଥିବା ଅଭିଯାନ ଆଇସିଏଏନକୁ ୨୦୧୭ର ନୋବେଲ ଶାନ୍ତି ପୁରସ୍କାର ମିଳିଛି। ନରୱେଠାରେ ଥିବା ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି ଯେ ଆଇସିଏନକୁ...

ପ୍ରେମିକାଙ୍କୁ ବିବାହ କରିବେ ଭୁବି; ନିର୍ବନ୍ଧ ସରିଲା, ଡିସେମ୍ବରରେ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଇଞ୍ଜିନିୟର ନୁପୂର ନାଗରଙ୍କୁ ବିବାହ କରିବେ। ଗୁରୁବାର ଦିନ...

ଜିପିଏଫରୁ ଟଙ୍କା ଉଠାଇ ଛାତ୍ରୀଙ୍କ ପାଇଁ ବସ୍ କିଣିଲେ ଡାକ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ନାରୀ ସୁରକ୍ଷା ପାଇଁ ସମସ୍ତେ ଚିତ୍କାର କରୁଛନ୍ତି। ହେଲେ ଏଥିପାଇଁ କେହି ଆଗକୁ ଆସୁ ନାହାନ୍ତି। ସରକାରୀ ସ୍ତରରେ ନାରୀ ସୁରକ୍ଷା ପାଇଁ ଆଇନ୍ ହୋଇଥିଲେ ମଧ୍ୟ ସେଥିରୁ କିଛି ସୁଫଳ...

ପାକିସ୍ତାନର ଶସ୍ତା ମନ୍ତବ୍ୟ, ମୋଦିଙ୍କୁ ଆତଙ୍କବାଦୀ କହିଲେ ପାକ୍‍ ବିଦେଶ ମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଛି ଦିନ ତଳେ ଜାତିସଂଘରେ ଭାଷଣ ଦେଇ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ପାକିସ୍ତାନର ଅସଲ ମୁଖା ଖୋଲି ଦେଇଥିଲେ। ସେ କଥାକୁ ଏପର୍ଯ୍ୟନ୍ତ ହଜମ କରିପାରୁନି ପାକିସ୍ତାନ। ଭୋକ ବିକଳରେ...

ଆମେରିକାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼: ୫୦ ମୃତ, ୨୦୦ ଆହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆମେରିକାରେ ପୁଣି ଗର୍ଜିଛି ଆତତାୟୀଙ୍କ ବନ୍ଧୁକ। ଅତର୍କିତ ଗୁଳିଚାଳନା ଯୋଗୁଁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୨୦୦ ଲୋକ ଆହତ ହୋଇଛନ୍ତି। ଆମେରିକାର ଏକ...

ଅଡ଼ୁଆରେ ଅଶୋକ: ବିଜେପୁର ଯୁଦ୍ଧ ପୂର୍ବରୁ ବରଗଡ଼ ବିଜେପିରେ ବିଦ୍ରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ ନିର୍ବାଚନ ଯୁଦ୍ଧ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପିରେ ବିଦ୍ରୋହର ବିଗୁଲ୍‌ ବାଜିଛି। ଏହି ବିଗୁଲ୍ ଫୁଙ୍କିଛନ୍ତି ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ଅଶୋକ ପାଣିଗ୍ରାହୀ ବିଜେପି ପ୍ରାର୍ଥୀ ହେଲେ ଆମେ...

ବାହୁବଲି2 ପରେ ଚୀନ୍‌ରେ ଧମାଲ୍‌ କରିବ ରଜନୀକାନ୍ତଙ୍କ ’2.0’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ରେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ’2.0’ କରିବ ଧମାଲ୍‌। ଏକସଙ୍ଗରେ ୧୫ ହଜାର ସ୍କ୍ରିନ୍‌ରେ ରିଲିଜ୍‌ ହେବ ଏହି ସିନେମା। 'ବାହୁବଲି2' ପରେ ଅନ୍ୟ ଏକ ଭାରତୀୟ ଚଳଚ୍ଚିତ୍ର ସ୍କ୍ରିନ୍‌ ଉପରେ...

ମୋଦିଙ୍କ ଗଡ଼ ଗୁଜୁରାଟରେ ରାହୁଲ: ଚା’ ଖଟିରେ ବସିଲେ, ଶଗଡ଼ରେ ବୁଲିଲେ

ଓଡିଶାଲାଇଭ୍ ବ୍ୟୁରୋ ଦୁଇ ଦଶନ୍ଧି ହେଲା କଂଗ୍ରେସର କୌଣସି ନେତା ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସି ନାହାନ୍ତି। ରାହୁଲ ଗାନ୍ଧି ହେଉଛନ୍ତି ପ୍ରଥମ କଂଗ୍ରେସ ନେତା, ଯିଏକି ଦୁଇ ଦଶନ୍ଧି ପରେ ୩...

୨୦୧୪ର ଗୁମର ଖୋଲିଲେ ଅଶୋକ: କହିଲେ,”ସ୍ୱାଧୀନ ପ୍ରାର୍ଥୀ ହେବା ପଛରେ ନବୀନଙ୍କ ପରୋକ୍ଷ ସମର୍ଥନ ରହିଥିଲା”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ନେତା ଅଶୋକ ପାଣିଗ୍ରାହୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍। ଦୁଇ ଦିନ ହେଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏବଂ ଗଣମାଧ୍ୟମରେ ବିବୃତି...