ଦେଶର ଟପ୍‍ ଟେନ୍‍ ଧନୀଙ୍କ ଭିତରେ ପାତଞ୍ଜଳି ଆୟୁର୍ବେଦ ମାଲିକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାତଞ୍ଜଳି ଆୟୁର୍ବେଦର ମାଲିକ ଆଚାର୍ଯ୍ୟ ବାଳକୃଷ୍ଣ ଏକ ଲମ୍ବା କୁଦ ମାରିଛନ୍ତି। ସେ ବର୍ତ୍ତମାନ ଦେଶର ଟପ୍‍ ୧୦ ଧନୀ ଲୋକମାନଙ୍କ ମଧ୍ୟରେ ଅନ୍ୟତମ। ‘ହୁରୁନ ଇଣ୍ଡିଆ’ ନାମକ ଏକ ସଂସ୍ଥା...

ମିଛ କହିଲା ପାକିସ୍ତାନ!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତିସଂଘ ଭଳି ବିଶ୍ୱର ସବୁଠୁ ଗରିମାଯୁକ୍ତ ସଭାରେ ଭାରତକୁ ବଦନାମ କରିବା ପାଇଁ ଏକ ମିଛ ଫଟୋର ସହାୟତା ନେଇଥିଲା, ଯାହା ପାକିସ୍ତାନର ଅସଲ ଚେହେରାକୁ ସାରା ଦୁନିଆ ଆଗ​‌ରେ ଖୋଲିଦେଇଛି। ଚୋର...

ଆମିର ଖାନଙ୍କ ମନେପଡିଲା ପ୍ରଥମ ପ୍ରେମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମିରଙ୍କ ପରବର୍ତ୍ତୀ ସିନେମା ‘ସିକ୍ରେଟ ସୁପରଷ୍ଟାର’ର ଆଉ ଏକ ଗୀତ ରିଲିଜ ହୋଇଛି। ଏହି ନୁଆ ଗୀତ ‘ଆଇ ୱିଲ ମିସ୍ ୟୁ’କୁ ସୋସିଆଲ ମିଡିଆରେ ସେୟାର କରି ଭାବୁକ ହୋଇଉଠିଛନ୍ତି...

ନବୀନଙ୍କୁ ଖୋଲା ଚିଠି ଦେଲେ ଅଶୋକ: କହିଲେ”ବିଜେଡି ବିରୋଧୀଙ୍କୁ ପ୍ରାର୍ଥୀ କରିବା ବିଜୁପ୍ରେମୀଙ୍କୁ କଷ୍ଟ ଦେଇଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ଉଷ୍ମ ହୋଇଛି। ସୁବଳ ସାହୁଙ୍କ ସ୍ତ୍ରୀ 'ରୀତା ସାହୁ'ଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ରାଜ୍ୟ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଛି।...

ଆଖି ବୁଜିଲେ ବିଶ୍ୱର ସବୁଠୁ ଓଜନିଆ ମହିଳା ଇମାନ୍ ଅହମ୍ମଦ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠୁ ଓଜନିଆ ମହିଳା ଇମାନ୍ ଅହମ୍ମଦ ଆଉ ନାହାନ୍ତି। ସୋମବାର ଭୋର୍ ସମୟରେ ଆବୁଧାବିର ବର୍ଜିଲ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ହୃଦରୋଗ ଓ କିଡ୍‌ନୀ ରୋଗରେ ସେ...

ବୁଲେଟ୍ ଟ୍ରେନର ହିନ୍ଦୀ ଅର୍ଥ ପଚାରିବାରୁ ରାଗରେ ପାଚିଲେ ଅରୁଣ ଜେଟଲୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବର୍ତ୍ତମାନ ଢେର ଚର୍ଚ୍ଚାରେ ଥିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାନସ ସନ୍ତାନ କୁହାଯାଉଥିବା ବୁଲେଟ୍‌ ଟ୍ରେନ୍‌କୁ ହିନ୍ଦୀରେ କ’ଣ କୁହାଯିବ ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ କେନ୍ଦ୍ର ଅର୍ଥମନ୍ତ୍ରୀ...

ପ୍ରେମ ଆନନ୍ଦଙ୍କ ‘ଏ ସୋନୁ…’ ଗୀତ ଇଣ୍ଟରନେଟ୍‌‍ରେ ଭାଇରାଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ଏ ସୋନୁ ତୋର ମୋ ଉପରେ ଭରସା ନାଇଁ ନ କାଇଁ... ଦୁର୍ଗା ପୂଜା ଉପଲକ୍ଷେ ରିଲିଜ୍ ହେବାକୁ ଥିବା ‘ବାବୁଲା ବାରବୁଲା’ ସିନେମାର ଏହି ଗୀତ ଇଣ୍ଟରନେଟ୍‌ରେ ଧମାଲ ମଚାଇଛି। ମୂଳ...

ସବୁଠି ବାଜି ମାରିନେଲା ଛାତ୍ର ବିଜେଡି: ବାଜା ବଜାଇ ସେଲିବ୍ରେସନ୍ ପାଳିଲେ ବିଜୟୀ ପ୍ରାର୍ଥୀ

ଓଡିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଛାତ୍ର ସଂସଦ ନିର୍ବାଚନ ଫଳାଫଳ। ଏହାକୁ ନେଇ ପ୍ରମୁଖ କ୍ୟାମ୍ପସରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରମାଦେବୀ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି କଟକ ଶୈଳବାଳା କଲେଜ, ସବୁଠି ଚାଲିଛି...

ଚନ୍ଦନ ମିତ୍ରଙ୍କ ଗଣିତ: ବିଜେଡିକୁ ‘ଚନ୍ଦନ’, ବିଜେପିକୁ ‘ପବନ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ରାଜନୀତିକୁ ନେଇ ବିଜେପିର ବରିଷ୍ଠ ନେତା ଚନ୍ଦନ ମିତ୍ର ଅଙ୍କ  କଷିଛନ୍ତି। ତାଙ୍କ ଗଣିତ କହୁଛି ୨୦୧୯ରେ ଓଡ଼ିଶାରେ ପଦ୍ମ ଫୁଟିବନି। ଚନ୍ଦନ ମିତ୍ରଙ୍କ ଭଳି ଜଣେ ବରିଷ୍ଠ ନେତାଙ୍କ...

ବିଶ୍ୱାସ ହେଉନି ମୁଁ ପ୍ରିୟଙ୍କା ଚୋପ୍ରାଙ୍କୁ ଭେଟିଲି: ମାଲାଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ “କ୍ୟାନ୍‌ ନଟ୍‌ ବିଲିଭ୍‍ ଆଇ ମେଟ୍‍ ପ୍ରିୟଙ୍କା ଚୋପ୍ରା” – ନୋବେଲ ଶାନ୍ତି ପୁରସ୍କାର ବିଜେତା ପାକିସ୍ତାନୀ ଝିଅ ମାଲାଲା ୟୁସୁଫଜାଇ କିଛି ଘଣ୍ଟା ତଳେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏକଥା...