ଭାରତ-ଅଷ୍ଟ୍ରେଲିଆ ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଟସ୍ ଜିତି ଟିମ୍ ଇଣ୍ଡିଆର ବୋଲିଂ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଛି ବିଶ୍ଵ ଟେଷ୍ଟ ଚାମ୍ପିୟନସିପର (ଡବ୍ଲୁଟିସି) ଫାଇନାଲ୍ ମୁକବିଲା। ଟେଷ୍ଟ କ୍ରିକେଟର ବିଶ୍ଵ ବିଜେତା ହେବା ଲକ୍ଷ୍ୟରେ ଏହି ମ୍ୟାଚରେ ଉଭୟ ଦଳ...
ବାହାନଗା ଟ୍ରାଜେଡି: ରେଳଧାରଣାର ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଚାଲିଗଲା ଶତାଧିକ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରେଳଧାରଣାର ବୈଦୁତିକ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଭୟଙ୍କର ଟ୍ରେନ ଟ୍ରାଜେଡି...
ବାଲେଶ୍ୱର ବାହାନଗା ଟ୍ରାଜେଡ଼ି: ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ନେଲା କରମଣ୍ଡଳ ଏକ୍ସପ୍ରେସ
ଓଡ଼ିଶାଲାଇଭ ବ୍ୟୁରୋ
ବାଲେଶ୍ୱର ବାହାନଗା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଥିବାବେଳେ ତିନି ଶହରୁ ଅଧିକଗୁରୁତର ଆହତହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ...
ପିରିୟଡସ୍ ସମ୍ପର୍କରେ କେତେକ ଜାଣିବା କଥା
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଋତୁଚକ୍ର ହେଉଛି ନାରୀମାନଙ୍କ ଶରୀରରେ ପ୍ରତି ମାସରେ ଘଟୁଥିବା ଏକ ପ୍ରାକୃତିକ ଘଟଣା। ଏହା ନାରୀମାନେ ପ୍ରଜନନକ୍ଷମ ହେବା ଦର୍ଶାଇଥାଏ। ଭାରତୀୟ ନାରୀଙ୍କ ଜୀବନର ପ୍ରାୟ ୩୮ ବର୍ଷ ପ୍ରଜନନକ୍ଷମ...
ମେ’ ୨୯ରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ ଆରମ୍ଭ, ଜୁଲାଇ ୨୯ରୁ ପାଠପଢ଼ା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ମେ’ ମାସ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ୨ ନାମଲେଖା ପାଇଁ ଆବେଦନ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ର ‘ସାମ୍ସ’ ୱେବସାଇଟରେ ଏହି ଅନଲାଇନ...
ବଦଳିବ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ଢ଼ାଞ୍ଚା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅନୁମୋଦନ କ୍ରମେ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପଦ୍ଧତିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ କେବଳ ବାର୍ଷିକ ପରୀକ୍ଷା ଦେବେ।...
ସୁସ୍ଥ ତ୍ଵଚା ପାଇଁ କ’ଣ ଖାଇବେ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=cmc1nAapggs]
ନାରୀ ହୁଅନ୍ତୁକି ପୁରୁଷ, ସମସ୍ତଙ୍କର ଇଚ୍ଛାଥାଏ ସୁନ୍ଦର ଏବଂ ସୁସ୍ଥ ତ୍ଵଚା ପାଇଁ। ଏଥିପାଇଁ ଠିକ୍ ଭାବେ ତ୍ଵଚାର ଯତ୍ନ ନେବାକୁ ପଡ଼ିବ। ଖାସ କରି ଖାଦ୍ୟ ପେୟ ଉପରେ...
ଆସନ୍ତାକାଲି ଝାରସୁଗୁଡ଼ା ପାଇବ ନୂଆ ନେତା, ସକାଳ ୮ଟରୁ ଭୋଟ ଗଣତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତାକାଲି ଝାରସୁଗୁଡ଼ାକୁ ମିଳିଯିବ ନୂଆ ନେତା। ଝାରସୁଗୁଡ଼ା ବିଧାନସଭା ଉପବନିର୍ବାଚନ ପାଇଁ ମତଦନା ଶେଷ ହୋଇ ଷ୍ଟ୍ରଙ୍ଗ ରୁମ ଭତିରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ରହିଛି ଇଭିଏମ ଏବଂ ଭିଭିପାଟ ମେସିନ।...
ପାରିବାରିକ ପତ୍ରିକା ‘ରେବତୀ’ର ମେ’ ୨୦୨୩ ସଂଖ୍ୟା – ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ମାସିକ ପାରିବାରିକ ପତ୍ରିକା ରେବତୀର ମେ’ ୨୦୨୩ ସଂଖ୍ୟା ବଜାରକୁ ଆସିଛି।
ଚଳିତ ସଂଖ୍ୟାର ପ୍ରମୁଖ ପ୍ରସଙ୍ଗ ଭିତରେ ରହିଛି କଥାକାର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ଉପରେ ଆଧାରିତ ବିଷୟ ‘ଖିଆଲି ଶାନ୍ତନୁ’।...
ମୁହଁରୁ ଅଯଥା କେଶ କେମିତି ହଟାଇବେ?
ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
[youtube https://www.youtube.com/watch?v=5dc646XMoYg]
ପୁରୁଷଙ୍କ ମୁହଁରେ ନିଶ ଏବଂ ଦାଢ଼ି ବାହାରିବା ସ୍ୱାଭାବିକ। ଅନେକ ସମୟରେ ମହିଳାଙ୍କ ମୁହଁରେ କେଶ ବାହାରୁଥିବା ଦେଖିବାକୁ ମିଳେ, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି ମହିଳା। ଶରୀରରେ...





















