ଜୟ ଜଗନ୍ନାଥ ଧ୍ଵନିରେ କମ୍ପିଲା ନେଦରଲ୍ୟାଣ୍ଡସ: ପ୍ରଥମ ଥର ଆୟୋଜନ ହେଲା ରଥଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ (ଆଲମେରେ): ନେଦରଲ୍ୟାଣ୍ଡସର ଆଲମେରେ ନଗରଠାରେ ଧୁମଧାମରେ ପାଳନ କରାଯାଇଛି ରଥଯାତ୍ରା। ଓଡ଼ିଆ ସୋସିଓ କଲଚରାଲ ଆସୋସିଏସନ, ନେଦରଲ୍ୟାଣ୍ଡସ (ଓସକାନ) ପକ୍ଷରୁ ପ୍ରଥମ ଥର ଲାଗି ଏଠାରେ ଆୟୋଜନ କରାଯାଇଥିବା ରଥଯାତ୍ରାରେ ସାମିଲ ହୋଇଥିଲେ ଶତାଧିକ...

ରାଜ୍ୟରେ ବଢ଼ୁଛି ଡେଙ୍ଗୁର ପ୍ରାଦୁର୍ଭାବ, ଚିହ୍ନଟ ହେଲେଣି ୧୭୫ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବର୍ଷା ଆରମ୍ଭ ହେଉଣୁ ଡେଙ୍ଗୁର ପ୍ରାଦୁର୍ଭାବ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୯୩...

କଲମା ବ୍ୟାରେଜ ଖୋଲିଲା ଛଡିଶଗଡ଼: ହୀରାକୁଦରେ ବଢୁଛି ଜଳସ୍ତର

ଓଡ଼ିଶାଲାଇଭ୍ ବ୍ୟୁରୋ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ କଲମା ବ୍ୟାରେଜ ଖୋଲିଛି ଛତିଶଗଡ଼। କଲମା ବ୍ୟାରେଜର ସମସ୍ତ ୬୪ ଟି ଗେଟ ଖୋଲାଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ଶୁକ୍ରବାର ଦିନ...

କେନ୍ଦ୍ରର ଚିଠି ପରେ ବିଜେଡିର ପ୍ରତିକ୍ରିୟା – “କ୍ଷମତା ହସ୍ତାନ୍ତର ନୁହେଁ, ଦାୟିତ୍ଵ ଦିଆଯାଇଛି”

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା କ୍ୟାଡରର ଜଣେ ଆଇଏଏସ ଅଧିକାରୀଙ୍କ ବିରୋଧରେ ବିରୋଧୀଙ୍କ ଅଭିଯୋଗ ପରେ ଏହାର ଠିକ୍ ଭାବେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟକୁ...

ବାହୁଡ଼ିଲେ ମହାପ୍ରଭୁ, ଶ୍ରୀମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରୀଗୁଣ୍ଡିଚା ମନ୍ଦିରର ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ବୁଧବାର ବାହୁଡ଼ାଯାତ୍ରା ପରେ ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ପୂର୍ବ ନିର୍ଦ୍ଧାରିତ ସମୟ ଆଗରୁ...

ଆହାର କେନ୍ଦ୍ର ପରିଚାଳନା କମିଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟର ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ପରିଚାଳନା ପାଇଁ ଗଠିତ ରାଜ୍ୟସ୍ତରୀୟ ଆହାର କମିଟି ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ...

ପିରିୟଡସ୍ ବିଷୟରେ ପୁଅ, ଝିଅ ଉଭୟ ଜାଣିବା କଥା – ସିପ୍ରା ସକ୍ସେନା

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=82rc9fkP_AA] “ପ୍ରଥମେ ଯେବେ ପିରିୟଡସ୍ ହେଲା କାହାକୁ କହିବି ଜାଣିପାରିନଥିଲି। ବହୁତ ଡରି ଯାଇଥିଲି। ଡରି ଡରି ବାଥରୁମକୁ ଯାଇ ପ୍ୟାଡ ଚେଞ୍ଜ କରୁଥିଲି। ପ୍ୟାଡ ସରିଗଲେ କାହାକୁ କହିବି ସେଥିପାଇଁ...

ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ, ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେବେ ନେତୃତ୍ଵ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାରଠାରୁ ନିଜର ୩ ଦିନିଆ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ସେ ଭାରତୀୟ ସମୟ ଅନୁସାରେ ମଙ୍ଗଳବାର ରାତି ସାଢ଼େ ୧୦ଟା ବେଳେ ନ୍ୟୁୟର୍କରେ ପହଞ୍ଚିଥିଲେ।...

ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ: ଚଳିତ ଆର୍ଥିକ ବର୍ଷରେ ମନ୍ଦିର ପାଇଁ ୨୭୧ କୋଟି ଟଙ୍କାର ବଜେଟ ପାରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ରଥଯାତ୍ରାକୁ ରହିଲା ଆଉ ମାତ୍ର ୭ ଦିନ। ଏହି ପରିପ୍ରେକ୍ଷୀରେ ସୋମବାର ପୁରୀରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଏଠାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଶ୍ରୀମନ୍ଦିର ପାଇଁ ମୋଟ...

ବିଶ୍ଵ ଟେଷ୍ଟ ଚାମ୍ପିୟନସିପ ଫାଇନାଲ: ଅଷ୍ଟ୍ରେଲିଆର ମଜବୁତ ସ୍ଥିତି ଆଗରେ ଭାରତର ଜିତିବା ଆଶା କ୍ଷୀଣ!

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବିଶ୍ଵ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆ ପାଇଁ କଠିନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର...