ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି: ଚାଷୀଙ୍କୁ କାଳିଆ କିସ୍ତି, କୃଷି ବିକାଶ ପାଇଁ ୮ଟି ନୂଆ କାର୍ଯ୍ୟକ୍ରମ ଆରମ୍ଭ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅକ୍ଷୟ ତୃତୀୟାରେ ଓଡ଼ିଶାର ଚାଷୀ ଭାଇଙ୍କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକମାନଙ୍କୁ କାଳିଆ ଯୋଜନା ସହାୟତା ପ୍ରଦାନ କରାଯାଇଛି।...
କାହା ଭାଗରେ ଓଡ଼ିଶା ପିସିସି ସଭାପତି ପଦବୀ? ହାଇକମାଣ୍ଡ ନେବେ ନିଷ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
କିଏ ହେବେ ଓଡ଼ିଶାରେ ପିସିସି ସଭାପତି? ବର୍ତ୍ତମାନ ସୁଦ୍ଧା ଭାଗ ଛିଣ୍ଡୁନଥିବାବେଳେ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି।
ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଛି ନେତା...
ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଅରୁଣ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳନ କରାଯାଏ ଏହି ପବିତ୍ର ଦିନଟି। ଚାଷୀକୂଳ ପାଇଁ ଏହି ଦିନଟି ବେଶ୍ ଗୁରୁତ୍ଵ ବହନ କରିଥାଏ। ଆଜିର ଦିନରେ...
ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି। ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍...
ପଶୁ ଚିକିତ୍ସାଳୟକୁ ନିଜେ ଆସିଲା, ସୁସ୍ଥ ହୋଇ ଚାଲିଗଲା ମାଙ୍କଡ଼
ଓଡ଼ିଶାଲାଇଭ୍ ବ୍ୟୁରୋ
ଯନ୍ତ୍ରଣାରେ ଛଟପଟ ହେଉଥିବା ଗୋଟିଏ ମାଙ୍କଡ଼ ନିଜେ ଚିକିତ୍ସାଳୟକୁ ଆସିଲା ଏବଂ ଚିକିତ୍ସିତ ହୋଇ ଭଲ ହେବା ପରେ ଆପେ ଆପେ ଚିକିତ୍ସାଳୟରୁ ଚାଲିଗଲା। ଏହାକୁ ଶୁଣିଲେ ଯେ କେହି ବି...
ବିଶ୍ୱାସେ ସମ୍ଭବ
ପ୍ରଫେସର ସଞ୍ଜୟ ଶତପଥୀ
‘ତୃଣାଦପି’ – ‘ବିନମ୍ରତାର ବିଭବ’ ପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି।
(ଭାଗ – ୭)
ବିଶ୍ୱାସରେ ବହୁଛି ନିଃଶ୍ୱାସ। ବିଶ୍ୱାସରେ ବନ୍ଧା ଗ୍ରହ ନକ୍ଷତ୍ର। ବିଶ୍ୱାସରେ ବହୁଛି ପବନ, ଖେଳୁଛି ସାଗର ରଲହରୀ। ଗୋଟେ ଅଲିଖିତ ଶୃଙ୍ଖଳାରେ ଗୁନ୍ଥା ହେଇଛି ସୃଷ୍ଟି। ସମ୍ଭବ-ଅସମ୍ଭବର...
ପୁରୀରେ ପଦଯାତ୍ରା ପାଇଁ ମିଳିଲାନି ଅନୁମତି, ମହାପ୍ରଭୁଙ୍କ ଦର୍ଶନ କରି ଫେରିଲେ ଅପରାଜିତା ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ଅନ୍ୟପଟେ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି...
୬ରୁ ୧୨ ବର୍ଷର ପିଲା ନେବେ କୋଭିଡ ଟିକା
ଓଡ଼ିଶାଲାଇଭ୍ ବ୍ୟୁରୋ
କୋଭିଡ ବିରୋଧରେ ଚାଲିଥିବା ଟିକାକରଣ ଅଭିଯାନ ଯୋଗୁଁ ଭାରତକୁ ଅନେକ ପରିମାଣରେ ଫାଇଦା ହୋଇଛି। ଟିକାକରଣ ଯୋଗୁଁ ଦେଶରେ କୋଭିଡ ପରିସ୍ଥିତିକୁ ବହୁ ମାତ୍ରାରେ ନିୟନ୍ତ୍ରଣ କରିବାରେ ସଫଳତା ମଧ୍ୟ ମିଳିଛି।...
ଏପ୍ରିଲ ୨୬ରୁ ୫ ଦିନ ପାଇଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୨୬ ତାରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ୫ ଦିନ ପାଇଁ ବନ୍ଦ ରହିବ। ରାଜ୍ୟରେ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...
‘ଉଡ୍ର’ ପକ୍ଷରୁ ବସ୍ତ୍ର ଓ ଛତା ବଣ୍ଟନ
ଓଡ଼ିଶାଲାଇଭ୍ ବ୍ୟୁରୋ
‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ‘ଥିଲେ ଦିଅ, ନଥିଲେ ନିଅ’ ଅଭିଯାନ ମାଧ୍ୟମରେ ଶନିବାର ବସ୍ତ୍ର ଓ ଛତା ବଣ୍ଟନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମର ୩୪ ନମ୍ବର ୱାର୍ଡରେ...





















