୨୨୦.୪୯ କୋଟିରେ ନିଲାମ ହେଲା ବିଶ୍ୱର ସବୁଠୁ ବଡ଼ ହୀରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିଲାମ ହୋଇଛି ବିଶ୍ବର ସବୁଠୁ ବଡ଼ ହୀରା। ମଙ୍ଗଳବାର ଏହି ହୀରାକୁ ଜେନେଭାରେ ନିଲାମ କରାଯାଇଛି। କ୍ରୀଷ୍ଟ କମ୍ପାନି ୧୬୩.୪୧ କ୍ୟାରେଟ ହୀରାକୁ ୨୨୦.୪୯ କୋଟି ଟଙ୍କାରେ ନିଲାମ କରିଛି। ହୀରାର ରଙ୍ଗକୁ...

ଫେବ୍ରୁଆରି ୮ରୁ ରାଜ୍ୟରେ ହେବ ବର୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଫେବ୍ରୁଆରି ୮ରୁ ୧୦ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଭୂମଧ୍ୟସାଗରୀୟ ଅଞ୍ଚଳରେ ହୋଇଥିବା ଘୂର୍ଣ୍ଣିଝଡ଼ ବା ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସର ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ...

କରୁଣାନିଧିଙ୍କ ମୃତ୍ୟୁ ପରେ ଡିଏମକେର ଭାର କିଏ ସମ୍ଭାଳିବ? ଦୁଇଭାଇଙ୍କ ମଧ୍ୟରେ ଟଣାଓଟରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ମୃତ୍ୟୁକୁ ୧ ସପ୍ତାହ ବିତି ଯାଇଛି। ତାଙ୍କ ପରେ କିଏ ଡିଏମ୍‌କେ ଭାର ସମ୍ଭାଳିବ ତାକୁ ନେଇ ଚାଲିଛି ଟଣାଓଟରା। ଡିଏମକେ...

ଶାଳପତ୍ରରୁ ରୟାଲିଟି ଛାଡ଼ କଲେ ରାଜ୍ୟ ସରକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋମବାର ଓଡ଼ିଶାରେ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶାଳପତ୍ର ଶ୍ରମିକଙ୍କ ପାଇଁ ଖୁସି ଖବର। ସୋମବାର ଓଡ଼ିଶାରେ ଶାଳ ପତ୍ର ଉପରୁ ରୟାଲିଟି ଛାଡ଼ କରିଛନ୍ତି...

ମହାପ୍ରଭୁଙ୍କ ବନକଲାଗି ନୀତି ବିବାଦ: ଶ୍ରୀମନ୍ଦିର ନୀତି ସବକମିଟି ବୈଠକରୁ ବାହାରିଲାନି ନିଷ୍କର୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଏବେବି ଜାରି ରହିଛି ବିବାଦ। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ତିକ୍ତତା ଦେଖାଦେଇଛି। ଶୁକ୍ରବାର ହୋଇଥିବା ଶ୍ରୀମନ୍ଦିର...

କେନ୍ଦ୍ରାପଡ଼ା – ସ୍ତ୍ରୀକୁ ଫୋନରେ ତିନ୍‌ ତଲାକ୍‌ ଦେଲା ସ୍ଵାମୀ 

ଓଡ଼ିଶାଲାଇଭ ବ୍ୟୁରୋ କେନ୍ଦ୍ର ସରକାର ଟ୍ରିପଲ ତଲାକକୁ ଅସିଦ୍ଧ ଘୋଷଣା କରିବା ପରେ ମଧ୍ୟ ଏପରି ଏକ ଅଭିଯୋଗ ପୁଣି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଜଣେ ମହିଳା ତାଙ୍କ ସ୍ଵାମୀ ନାଁରେ...

ବେଙ୍ଗାଳୁରୁ ଏୟାର ଶୋ’ରେ ଭୟଙ୍କର ଅଗ୍ନିକାଣ୍ଡ – ଜଳିଗଲା ୩୦୦ କାର୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେଙ୍ଗାଳୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଏୟାର ଶୋ’ର ଅଭ୍ୟାସ ବେଳେ ଶନିବାର ଘଟିଛି ଏକ ଅଭାବନୀୟ ଘଟଣା। ଏୟାର ଶୋ’ ଚାଲିଥିବାବେଳେ ନିକଟରେ ଥିବା ଏକ କାର ପାର୍କିଂରେ ନିଆଁ ଲାଗିଛି।...

ଇଣ୍ଡିଆନ୍‌ ଅଏଲ୍‌ରେ ୧୦୮ ପଦବୀ ପାଇଁ ବିଜ୍ଞପ୍ତି, ନଭେମ୍ଵର ୧୫ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ଚାକିରି ସୁଯୋଗ। ୧୫ ନଭେମ୍ଵର ୨୦୧୯ ସୁଦ୍ଧା କରି ପାରିବେ ଆବେଦନ। ପାରାଦୀପସ୍ଥିତ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡରେ ୧୦୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ...

ବୁଧବାର ବିଜେଡିର ପ୍ରତିଷ୍ଠା ଦିବସ – ଫୋକସରେ ତୃଣମୂଳ ସ୍ତର

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବୁଧବାର ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ। ଦଳକୁ ୨୧ ପୂରି ୨୨ ଚାଲିବ। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଫୋକସରେ ତୃଣମୂଳ ସ୍ତର। ବୁଧବାର ବିଜେଡି ପାଳିବ ୨୧ ତମ...

ଭିନିଲକ୍ରିଷ୍ଣା ହେଲେ ବାଲକ୍ରିଷ୍ଣାଙ୍କ ଓଏସ୍‌ଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ ଅଫିସର ଭିନିଲ କ୍ରିଷ୍ଣାଙ୍କୁ ସରକାର ଆହୁରି ଅଧିକ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି। ସେ ଅଦ୍ୟାବଧି ଓଏମ୍‌ସିର ପରିଚାଳନା ନିର୍ଦ୍ଦେଶକ ଓ କ୍ରୀଡ଼ା ବିଭାଗର...