ଓଡ଼ିଶାଲାଇଭ୍ବ୍ୟୁରୋ

୧. ମୋଦୀ ସରକାରଙ୍କ ପାଇଁ ଖୁସି ଖବର: ଜିଡ଼ିପି ବା ଦେଶର ମୋଟ ଉତ୍ପାଦନ ୧୫ ମାସ ପରେ ଉଛୁଳିଲା।
୨. ପ୍ରଥମ ପର୍ଯ୍ୟାୟ ଗୁଜରାଟ ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା କରିପାରେ ଜଣେ ପଟେଲ ମୁଖ୍ୟମନ୍ତ୍ରୀଙ୍କ ନାମ।
୩. ପଦ୍ମାବତୀ ସଂସଦୀୟ ବୈଠକ: ବିଜେପି ଚାହୁଁଛି ଫିଲ୍ମର ନିଷେଧ, ତୃଣମୂଳ କଂଗ୍ରେସ ଓ ଜାତୀୟ କଂଗ୍ରେସର ଫିଲ୍ମକୁ ସମର୍ଥନ।
୪. କଂଗ୍ରେସ ସଭାପତି ନିର୍ବାଚନ ବିବାଦ: ସେହଜାଦ ପୂନାୱାଲା କହିଲେ ଜାଲିଆତିର ପ୍ରମାଣ ଅଛି।
୫. ‘ତାରକ ମେହେଟା କା ଉଲଟା ଚଷମା’ର ଅଭିନେତ୍ରୀ ଦିଶା ଭାକାନି ଓରଫ ଦୟା ବେହେନ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଲେ।
୬. ବାବ୍ରି ମସଜିଦ ଭଙ୍ଗା ଉପରେ ନିର୍ମିତ ଚଳଚ୍ଚିତ୍ରକୁ ନେଇ ପୁଣି ଏକ ବିବାଦ, ଉତ୍ତରପ୍ରଦେଶ ପୋଲିସକୁ ହାଇ ଆଲର୍ଟ ଜାରି।
୭. ରାଜସ୍ୱ ଆଦାୟ ନ ହୋଇପାରିବା କାରଣରୁ କେନ୍ଦ୍ରର ଆର୍ଥିକ ନିଅଣ୍ଟ ୯୬ ପ୍ରତିଶତକୁ ଛୁଇଁଲା,ବ୍ୟୟ ଅଟକଳ ଡେଇଁଲା ସୀମା।
୮. ଗୁଜରାଟର ନଭସାରିଠାରେ ଆଜାନ (ଆଲ୍ଲା ହୁ ଆକବର) ବେଳେ ଭାଷଣକୁ ବନ୍ଦ କଲେ ପ୍ରଧାନମନ୍ତ୍ରୀ ମୋଦି, ମୁସଲମାନ କହିଲେ ହୃଦୟର ପରିବର୍ତ୍ତନ ହୋଇଛି।
୯. ଗୁଜରାଟରେ ନିର୍ବାଚନ ପ୍ରଚାର: ପ୍ରସଙ୍ଗ ଏବେ ଆଉ ବିକାଶ ନୁହେଁ, ଧର୍ମ।
୧୦. ମୁମ୍ବାଇ: ବର୍ଜ୍ୟବସ୍ତୁ ପୃଥକ ନକରିବା ହେତୁ ସଚିବାଳୟ ଉପରେ ବିଏମସି ପକ୍ଷରୁ ୧୦ ହଜାର ଟଙ୍କାର ଜୋରିମାନା।

Comment