ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡିବ୍ରଦର୍ସ ଅପରାଧିକ ମାମଲାରେ ପ୍ରଥମ ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସିଜିଏମ କୋର୍ଟ। ସୁଶାନ୍ତ ଧଳସାମନ୍ତଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ବିଡାନାସୀ ଥାନାର ଦୁଇଟି ମାମଲାରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ସୁଶାନ୍ତ ଧଳସାମନ୍ତଙ୍କୁ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ୩ ବର୍ଷ ଜେଲ ଏବଂ ୨୫,୦୦୦ଟଙ୍କା ଜରିମାନା ଓ ପୋଲିସଙ୍କ ଉପରକୁ ଗୁଳି ଚଳାଇବା ମାମଲାରେ ୨ ବର୍ଷ ଜେଲ୍‌ ହୋଇଛି। ଫଳରେ ଦୁଇଟି ମାମଲାରେ ସୁଶାନ୍ତଙ୍କୁ ମୋଟ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ୧୯୯୯ମସିହାରେ ପୋଲିସଙ୍କୁ ଗୁଳିମାଡ଼ କରିଥିଲା ସୁଶାନ୍ତ ଧଳସାମନ୍ତ।

Comment