ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ତହସିଲଦାର। ଜମିର କିସମ ରୂପାନ୍ତରିତ ପାଇଁ ତହସିଲଦାର ନାଜର ନବକୁମାର ଦାସ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି।

ଉଦଳା ଅଞ୍ଚଳର ଜଣେ ଚାଷୀଙ୍କଠାରୁ ୧୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରିଥିଲା। ଚଢାଉ ପରେ ତହସିଲଦାରଙ୍କୁ ପଚରାଉଚରା ଆରମ୍ଭ କରିଛନ୍ତି ଭିଜିଲାନ୍ସ ଅଧିକାରୀମାନେ।

Comment