ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭିଜିଲାନ୍ସ ଜାଲରେ ନୂଆପଡ଼ା ପୋଲିସ୍‌ ଅଧିକାରୀ। ନୂଆପଡ଼ା ଡିଏସ୍‌ପି ରବୀନ୍ଦ୍ର କୁମାର ସେଠି ଭିଜିଲାନ୍ସ ଜାଲରେ ଚନ୍ଦି ହୋଇଛନ୍ତି।

ଖଡ଼ିଆଳ ଥାନା ନରସିଂପୁର ଗ୍ରାମର ଜଗଦୀଶ ଛୁରାଙ୍କଠାରୁ ଏକ ମାମଲା ପାଇଁ ସହାୟତା ରାଶି ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ ଭିଜିଲାନ୍ସ ଟିମ୍‌ ଡିଏସ୍‌ପିଙ୍କ କାର୍ଯ୍ୟାଳୟ ଉପରେ ଛଢ଼ାଉ କରିଥିଲା। ଏହାସହ ଭିଜିଲାନ୍ସ ଡିଏସ୍‌ପିଙ୍କ ଜଗିସିଂହପୁର ପୈତୃକ ଘରେ ମଧ୍ୟ ଚଢ଼ାଉ କରିଛି।

ଡିଏସ୍‌ପି ରବୀନ୍ଦ୍ର କୁମାର ସେଠିଙ୍କୁ ଗିରଫ କରାଯାଇଛି।

Comment