ଓଡ଼ିଶାଲାଇଭ୍ ବ୍ୟୁରୋ

ଗଣତନ୍ତ୍ରର ମହାକୁମ୍ଭରେ ସାମିଲ ହୁଅନ୍ତୁ। ଭୋଟ ଦିଅନ୍ତୁ ଓ ନିଜ ଅଧିକାର ନିଜେ ବାଛନ୍ତୁ। ଭୋଟ ଦେବାରୁ ଜମାରୁ ବଞ୍ଚିତ ହୁଅନ୍ତୁ ନାହିଁ।

କାରଣ ଆପଣଙ୍କର ଗୋଟିଏ ଭୋଟ ଆପଣଙ୍କ ଅଞ୍ଚଳ, ଜିଲ୍ଲା,ରାଜ୍ୟ ଏମିତିକି ଦେଶ ଗଠନରେ ସାହାଯ୍ୟ କରିପାରେ।

ତେଣୁ ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଆପଣଙ୍କୁ ଏହା ଅପିଲ ରହିବ କି ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୁଅନ୍ତୁ। ନିଜ ବୁଥକୁ ଯାଇ ଭୋଟ ଦିଅନ୍ତୁ।

Comment