ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶିଷ୍ଟ ସିନେ ପ୍ରଯୋଜକ କେଶବ ରାଉତ ଆଉ ନାହାନ୍ତି। ରବିବାର କଟକ ଶଙ୍କରପୁରସ୍ଥିତ  ବାସଭବନରେ ଦୃଦ୍‌ଘାତରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହୋଇଥିଲା।

ସୁନା ଚଢ଼େଇ ଫିଲ୍ମର ନିଜ ପ୍ରଯୋଜନା ଆରମ୍ଭ କରିଥିବା କେଶବ ରାଉତ ସୁନା ହରିଣୀ, ଭୀଷ୍ମ ପ୍ରତିଜ୍ଞା, ସନ୍ତାନ ଭଳି ସୁପରହିଟ୍‌ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ। ସେ ଏକାଧିକ ଓଡ଼ିଆ ଓ ବଙ୍ଗଳା ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳି ଥିବା ବେଳେ ବହୁ ଟେଲି ଧାରାବାହିକର ପ୍ରଯୋଜକ ଥିଲେ।

Comment