ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ ଆଜିର ବଡ଼ ଖବର।

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ – ଓଡ଼ିଶାରେ କେମିତି ପାଳିତ ହୁଏ ଏହି ପବିତ୍ର ଉତ୍ସବ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। କୃଷ୍ଣଙ୍କ ଜନ୍ମ ଉତ୍ସବକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ପୂରିଲା ୧୧ ବର୍ଷ – କେବେ ସାର୍ବଜନୀନ ହେବ ତଦନ୍ତ ରିପୋର୍ଟ

ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ। ସାରା ବିଶ୍ୱରେ ଏହି ପବିତ୍ର ଉତ୍ସବକୁ ଧୁମଧାମରେ ପାଳନ କରାଯାଉଛି। ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ଆଜିର ଦିନରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡକୁ ୧୧ ବର୍ଷ ପୂରିଛି। ହେଲେ ଆଜିବି କିଏ ପ୍ରକୃତ ହତ୍ୟାକାରୀ ଜଣା ପଡ଼ିନାହିଁ। ଏମିତିକି ଏହି ତଦନ୍ତ ରିପୋର୍ଟ ଆଜି ଯାଏଁ ସାବର୍ଜନୀନ ହୋଇନାହିଁ।

ଆଜି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଶ୍ରାଦ୍ଧବାର୍ଷିକୀ – ପୋଲିସ ଘେରରେ କନ୍ଧମାଳ

୨୦୦୮ ଆଜିର ଦିନରେ ଓଡ଼ିଶାରେ ଘଟିଥିଲା ଏକ ଦୁଃଖଦ ଘଟଣା। ସେହିଦିନ ବି ଥିଲା ପବିତ୍ର କୃଷ୍ଣ ଜନ୍ମାଷ୍ଟମୀ। ସାରାଦେଶ ଜନ୍ମାଷ୍ଟମୀ ପାଳନ କରୁଥିଲା ବେଳେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି: ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମୋତ୍ସବ ନୀତି ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜନ୍ମାଷ୍ଟମୀ ପାଇଁ ସ୍ୱତନ୍ତ୍ର ନୀତିକାନ୍ତି ଯୋଗୁଁ ମହାପ୍ରଭୁଙ୍କ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ।

ଲଞ୍ଚ ହେଲା ସାମସଙ୍ଗ Galaxy A30s ଏବଂ Galaxy A50s ସ୍ମାର୍ଟଫୋନ

ସାଉଥ୍‌ କୋରିଆନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଭାରତରେ ଲଞ୍ଚ କରିଛି ଦୁଇଟି ସ୍ମାର୍ଟଫୋନ Galaxy A30s ଏବଂ Galaxy A50s। ଏହି ସ୍ମାର୍ଟଫୋନର ଚାରୋଟି କଲର ଭାରିଏଣ୍ଟ ସହ ଲଞ୍ଚ କରାଯାଇଛି। କଳା, ଧଳା, ସବୁଜ ଏବଂ ଭାଓଲେଟ୍‌ ରଙ୍ଗର ଭାରିଏଣ୍ଟରେ ଗ୍ରାହକ ଏହି ସ୍ମାର୍ଟଫୋନ କିଣି ପାରିବେ।

LEAVE A REPLY

Please enter your comment!
Please enter your name here