ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସୂଚନା କମିସନର ଭାବେ ଶପଥ ଗ୍ରହଣ କଲେ ବାଳକୃଷ୍ଣ ମହାପାତ୍ର। ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ୍‌ ତାଙ୍କୁ ନିଜ ପଦ ଓ ଗୋନୀୟତାର ଶପଥ ପାଠ କରାଇଛନ୍ତି।

ଶୁକ୍ରବାର ସକାଳେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସଭାରେ ବାଳକୃଷ୍ଣ ମହାପାତ୍ର ସୂଚନା କମିସନର ଭାବେ ଶପଥ ଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଉପସ୍ଥିତ ଥିଲେ।

Comment