ଓଡ଼ିଶାଲାଇଭ ବ୍ୟୁରୋ

ଗଜପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ଇଣ୍ଟରଭ୍ୟୁ ତାରିଖ ଘୋଷଣା ହୋଇଛି। ନଭେମ୍ଵର ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବ ଇଣ୍ଟରଭ୍ୟୁ।

ଘୋଷଣା ହେଲା ଗଜପତି ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ ତାରିଖ। ଏହି ଇଣ୍ଟରଭ୍ୟୁ ପାଇଁ ଆପଣ ଯୋଗ୍ୟ ବିବେଚିତ ହୋଇଛନ୍ତି କି ନାହିଁ ଓ୍ଵେବସାଇଟ www.gajapati.nic.in କୁ ଯାଇ ଦେଖି ପାରିବେ।

  • ପଦବୀ- ବ୍ଲକ ଆକାଉଣ୍ଟ ମ୍ୟାନେଜର, ଇଣ୍ଟରଭ୍ୟୁ ତାରିଖ – ୦୬.୧୧.୨୦୧୯
  • ପଦବୀ- ଆୟୁଷ ଡକ୍ଟର(ଆର୍ୟୁବେଦିକ ଓ ହୋମିଓପାଥି), ଇଣ୍ଟରଭ୍ୟୁ ତାରିଖ – ୦୮.୧୧.୨୦୧୯
  • ପଦବୀ- ବ୍ଲକ ଡାଟା ମ୍ୟାନେଜର, ଇଣ୍ଟରଭ୍ୟୁ ତାରିଖ – ୧୫.୧୧.୨୦୧୯
  • ପଦବୀ- ବ୍ଲକ ପୋଗ୍ରାମ ମ୍ୟାନେଜର, ଇଣ୍ଟରଭ୍ୟୁ ତାରିଖ – ୧୫.୧୧.୨୦୧୯
  • ପଦବୀ- ଅଫିସ ଆସିଷ୍ଟାଣ୍ଟ, ଇଣ୍ଟରଭ୍ୟୁ ତାରିଖ – ୧୬.୧୧.୨୦୧୯
  • ପଦବୀ- ମ୍ୟାଲେରିଆ ଟେକ୍ନିକାଲ ସୁପରଭାଇଜର, ଇଣ୍ଟରଭ୍ୟୁ ତାରିଖ – ୧୫.୧୧.୨୦୧୯

ଇଣ୍ଟରଭ୍ୟୁ ସ୍ଥାନ ଓ ସମୟ

  • ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି, ଗଜପତି
  • ସକାଳ ୯ଟା

ଇଣ୍ଟରଭ୍ୟୁକୁ ଆସିବା ସମୟରେ ସମସ୍ତ ପ୍ରମାଣପତ୍ର, ଯକୌଣସି ପରିଚୟ ପତ୍ର ଓ ଦୁଇଟି ଫଟୋ ଆଣିଥିବା ଦରକାର। ଅଧିକ ଜାଣିବା ପାଇଁ ଓ୍ଵେବସାଇଟ www.gajapati.nic.in କୁ ଯାଇପାରିବେ।

Comment