ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜାଣନ୍ତୁ, ମହାରାଷ୍ଟ୍ରରେ ରାତାରାତି କେମିତି ହେଲା ସରକାର?

ନଭେମ୍ବର ୨୨ ରାତି ୧୧.୪୫ – ଅଜିତ ପାୱାର ଓ ବିଜେପି ମଧ୍ୟରେ ସରକାର ଗଠନ ପାଇଁ ଡିଲ ଫାଇନାଲ।

ରାତି ୧୧.୫୫ – ଫଡନାଭିସ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା। କେହି ଜାଣିବା ପୂର୍ବରୁ ଶପଥ ଗ୍ରହଣ ପାଇଁ ଅନୁମତି ମାଗିଲେ।
ରାତି ୧୨.୩୦ – ରାଜ୍ୟପାଳ ଦିଲ୍ଲୀ ଗସ୍ତ ରଦ୍ଦ କଲେ।
ଭୋର ୨.୧୦ – ରାଷ୍ଟ୍ରପତି ଶାସନ ଉଠାଇବା ପାଇଁ ଗୃହ ସଚିବଙ୍କୁ କୁହାଗଲା। ସାଢ଼େ ଛ’ଟା ସୁଦ୍ଧା ଶପଥ ଗ୍ରହଣ ଉତ୍ସବ ଆୟୋଜନ ପାଇଁ ନିର୍ଦ୍ଦେଶ।
ଭୋର ୨.୩୦ – ସଚିବ ହଁ ମାରିଲେ ଓ କହିଲେ ୭.୩୦ରେ ଶପଥ ଗ୍ରହଣ।
ସକାଳ ୫.୩୦ – ଅଜିତ ଓ ଫଡନାଭିସ ରାଜଭାବନରେ ପହଁଚିଲେ।
ସକାଳ ୫.୪୭ – ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ଉଠିଲା।
ସକାଳ ୭.୫୦ – ରାଜ୍ୟପାଳ କୋଶ୍ୟାରୀଙ୍କ ଦ୍ୱାରା ଶପଥ ପାଠ କରାଗଲା।
ସକାଳ ୮.୧୦ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ବଧେଇ ଜଣାଇଲେ।
ସକାଳ ୮.୪୦ – ଫଡନାଭିସ ଓ ଅଜିତ ପାୱାର ଶପଥ ଗ୍ରହଣ କରିବା ବିଷୟ ମିଡିଆରେ ପ୍ରସାରିତ ହେଲା।

Comment