ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାର୍ଚ୍ଚ ପହିଲାରୁ ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ହେବ। ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ଦୁର୍ଘଟଣାର ହାର କମ୍‌ କରିବା ପାଇଁ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଜାଣନ୍ତୁ, କେଉଁ ନିୟମରେ କେତେ ଫାଇନ୍‌?

  • ଟ୍ରାଫିକ୍ ପୋଷ୍ଟରେ ନିୟମ ଉଲଘଂନ କଲେ – ୫ ହଜାର ଟଙ୍କା
  • ମଦ୍ୟପାନ କରି ଗାଡ଼ି ଚଲାଇଲେ – ୧୦ ହଜାର ଟଙ୍କା
  • ରୋଡର ବିପରୀତ ଦିଗରେ ଗାଡ଼ି ଚଲେଇଲେ -୫ ହଜାର ଟଙ୍କା
  • ବେପାରୁଆ ଗାଡ଼ି ଚାଳନା – ୫ହଜାର ଟଙ୍କା
  • ସିଟ୍ ବେଲ୍ଟ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କଲେ – ୫ ହଜାର ଟଙ୍କା
  • ହେଲମେଟ୍ ନପିନ୍ଧି ଗାଡ଼ି ଚଲାଇଲେ – ୧ ହଜାର ଟଙ୍କା
  • ମୋବାଇଲରେ କଥା ହୋଇ ଗାଡ଼ି ଚଲାଇଲେ – ୫ ହଜାର ଟଙ୍କା

Comment