ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରାଳୟ (ମିନିଷ୍ଟ୍ରୀ ଅଫ୍‌ ଡିଫେନ୍ସ)ରେ କନ୍‌ସଲଟାଣ୍ଟ୍‌ (ଟ୍ରାନ୍ସ୍‌ଲେଟର୍‌) ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ହିଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ପ୍ରାର୍ଥୀମାନେ ମାର୍ଚ୍ଚ ୧୧ ଯାଏଁ ଆବେଦନ କରିପାରିବେ।

ଯୋଗ୍ୟତା:

ଯେକୌଣସି ସରକାରୀ ସଂସ୍ଥାରୁ ଜୁନିୟର୍‌ ଟ୍ରାନ୍ସଲେସନ୍‌ ଅଫିସର୍‌, ସିନିୟର୍‌ ଟ୍ରାନ୍ସଲେସନ୍‌ ଅଫିସର୍‌, ଆସିଷ୍ଟାଣ୍ଟ ଡିରେକ୍ଟର, ଡେପୁଟ୍ ଡିରେକ୍ଟର ତଥା ଜଏଣ୍ଟ ଡିରେକ୍ଟର ହିସାବରେ ଅବସର ନେଇଥିବେ।

ବୟସ ସୀମା– ୬୫ ବର୍ଷରୁ କମ୍‌ ବୟସ୍କ

M O D

ଦରମା– ୩୫,୦୦୦ ଟଙ୍କା

ଆବେଦନ ପ୍ରକ୍ରିୟା:

ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଏବଂ ଅଭିଜ୍ଞତା ସାର୍ଟିଫିକେସ୍‌ ସହ ନିମ୍ନଲିଖିତ ଠିକଣାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଯିବାକୁ ବିଜ୍ଞପ୍ତିରେ କୁହାଯାଇଛି।

ଅଣ୍ଡର ସେକ୍ରେଟାରୀ (ଜିପି. II), ରୁମ୍‌ ନଂ- ୩୨୦, ‘ବି’ ଓ୍ଵିଙ୍ଗ, ସେନା ଭବନ, ନୂଆ ଦିଲ୍ଲୀ

source – www.chakiri.plus

Comment