ଓଡ଼ିଶାଲାଇଭ୍‌ ବ୍ୟୁରୋ

DRDO ଅଧୀନରେ ଆଇଟିଆଇ ଆପ୍ରେନଟିସିପ୍ ତାଲିମ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ୍ ୩ ତାରିଖ ଯାଏଁ ଆବେଦନ କରିପାରିବେ।

  • ଏହି ନିଯୁକ୍ତି କମ୍ବାଟ ଭେହିକିଲ୍ ଆଣ୍ଡ୍ ଡେଭେଲପମେଣ୍ଟ ଏଷ୍ଟାବ୍ଲିସମେଣ୍ଟ (CVRDE) ଚେନ୍ନାଇ ତରଫରୁ ଦିଆଯିବ
  • ସମୁଦାୟ ୧୧୬ ଜଣଙ୍କୁ ନିଯୁକ୍ତି ଦିଆଯିବ

ପଦବୀ:

  • କାରପେଣ୍ଟର- ୨ଟି ପଦବୀ
  • କମ୍ପ୍ୟୁଟର ଅପରେଟର୍ ଆଣ୍ଡ୍ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ- ୨୩ଟି ପଦବୀ
  • ଡ୍ରଟ୍ସ୍ ମ୍ୟାନ (ମେକାନିକାଲ) – ୫ଟି ପଦବୀ
  • ଇଲେକ୍ଟ୍ରିସିଆନ- ୨୦ଟି ପଦବୀ
  • ଇଲେକ୍ଟ୍ରୋନିକ୍ସ- ୨ଟି ପଦବୀ
  • ଫିଟର- ୩୩ଟି ପଦବୀ
  • ମେସିନିଷ୍ଟ- ୧୧ଟି ପଦବୀ
  • ମେକାନିକ (ମୋଟର ଭେହିକିଲ) – ୫ଟି ପଦବୀ
  • ପେଣ୍ଟର- ୨ଟି ପଦବୀ
  • ପ୍ଲମ୍ବର- ୨ଟି ପଦବୀ
  • ଟର୍ଣ୍ଣର- ୬ଟି ପଦବୀ
  • ଓ୍ୱେଲ୍ଡର- ୬ଟି ପଦବୀ

ଯୋଗ୍ୟତା- ଏନସିଭିଟି ଦ୍ୱାରା ସ୍ୱାକୃତୀପ୍ରାପ୍ତ ଆଇଟିଆଇ ସଂସ୍ଥାରୁ ଡିଗ୍ରା ହାସଲ କରିଥିବେ।ମ (କମ୍ପ୍ୟୁଟର ଅପରେଟର୍, ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ, ପେଣ୍ଟର, ପ୍ଲମ୍ବର, ଓ୍ୱେଲ୍ଡର ବ୍ୟତୀତ)

ବୟସ– ୨୦୨୦ ମାର୍ଚ୍ଚ ୧ ସୁଦ୍ଧା ୧୮ରୁ ୨୭ ବର୍ଷ (ଓବିସି- ୩୦, ଏସସି/ଏସଟି- ୩୨, ଭିନ୍ନକ୍ଷମ- ୩୭)

ଷ୍ଟାଇପେନ୍:

  • ସି.ଓ.ପି.ଏ, ପେଣ୍ଟର, ପ୍ଲମ୍ବର, ଓ୍ୱେଲ୍ଡର- ୭୭୦୦ ଟଙ୍କା ମାସିକ
  • ଅନ୍ୟ ପଦବୀ ପାଇଁ- ୮୦୫୦ ଟଙ୍କା ମାସିକ

ଆବେଦନ ପ୍ରକ୍ରିୟା:

ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବା ପାଇଁ – କ୍ଲିକ୍ କରନ୍ତୁ

ଅଧିକ ସୂଚନା ପାଇଁ rac.gov.inରେ ଲଗ୍ଇନ୍ କରନ୍ତୁ।

Source: www.chakiri.plus

Comment